1 min read

କିଡ୍‌ନି ଷ୍ଟୋନ୍ ସମସ୍ୟାରୁ ମୁକ୍ତି ଦେବ ‘କୋଲଥ ଡାଲି’: ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା ଓ ସେବନ ବିଧି

ଭୁବନେଶ୍ୱର: ଆଜିକାଲିର ଅସନ୍ତୁଳିତ ଜୀବନଶୈଳୀ, କମ୍ ପାଣି ପିଇବା ଓ ଖାଦ୍ୟପେୟ ଯୋଗୁଁ କିଡ୍‌ନି ଷ୍ଟୋନ୍ (ପଥୁରୀ) ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ଯନ୍ତ୍ରଣାଦାୟକ ସମସ୍ୟାରୁ ପ୍ରାକୃତିକ ଉପାୟରେ ମୁକ୍ତି ପାଇବା ପାଇଁ ଆମ ରୋଷେଇ ଘରେ ଥିବା ‘କୋଲଥ ଡାଲି’ (Horse Gram) ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଫାଇଟେଟ୍ସ ଏବଂ ମୂତ୍ରବର୍ଦ୍ଧକ (Diuretic) ଗୁଣ କିଡ୍‌ନିରୁ ପଥର ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ। କୋଲଥ ଡାଲିର […]

1 min read

ପୁଣି ନଗଡ଼ାରେ ଅପପୁଷ୍ଟିର ଛାୟା; ୨ ଶିଶୁ ସାମ୍ ଶ୍ରେଣୀଭୁକ୍ତ

କାଳିଆପାଣି: ନଗଡ଼ାରୁ ଅପପୁଷ୍ଟିର ଚିନ୍ତାଜନକ ଚିତ୍ର ପୁଣି ସାମ୍ନାକୁ ଆସିଛି। ସରକାର ଓ ଜିଲ୍ଲା ପ୍ରଶାସନ ଦୀର୍ଘ ବର୍ଷ ଧରି ନଗଡ଼ାର ବିକାଶ ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଶିଶୁଙ୍କ ପୁଷ୍ଟି ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତଳ ନଗଡ଼ାରେ ଦୁଇ ଜୁଆଙ୍ଗ ଶିଶୁ ସାମ୍ (Severe Acute Malnutrition) ଶ୍ରେଣୀରେ ଥିବା ଜଣାପଡ଼ିଛି। କାନ୍ତ ଓ ମିଟୁ ପ୍ରଧାନଙ୍କ ୩୩ ମାସର ଝିଅ ଜ୍ୟୋତ୍ସ୍ନାରାଣୀ ଏବଂ ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୧୯ ମାସର ପୁଅ […]

1 min read

ଅନୁଗୋଳରେ ସରକାରୀ ଜମି ଉପରେ ମାଫିଆଙ୍କ ନଜର! ୪୦ ଏକର ଗୋଚର ଜମିରେ ଛିଡ଼ା ହେଲାଣି ଶହ ଶହ ଘର

ଅନୁଗୋଳ: ସହରକୁ ଲାଗିଥିବା ସରକାରୀ ଜମିର ଆକାଶଛୁଆଁ ମୂଲ୍ୟ। ଏହାକୁ ନେଇ ଏବେ ଜବରଦଖଲକାରୀଙ୍କ ଉପରେ ଅଭିଯୋଗ ଉଠିଛି। ଅନୁଗୋଳ ସହର ଉପକଣ୍ଠ ରାଣୀଗୋଡ଼ା ଅଞ୍ଚଳରେ ପ୍ରାୟ ୪୦ ଏକରରୁ ଅଧିକ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ବଅଁରପାଳ ବ୍ଲକ୍‌ ରାଣୀଗୋଡ଼ା ପଞ୍ଚାୟତ ଅଧୀନ ରାଣୀଗୋଡ଼ା ଜଙ୍ଗଲ ମୌଜାର ଖତିଆନ ନମ୍ବର ୫୪୭ରେ ପ୍ରାୟ ୪୧ ଏକର ୧୨ ଡେସିମିଲ ଜମି ରହିଛି। ସରକାରୀ ରେକର୍ଡରେ ଏହି ଜମି ଗୋଚର ଭାବେ ଦର୍ଶାଯାଇଛି। ସହର […]

1 min read

ଆଜିର ରାଶିଫଳ: କେଉଁ ରାଶି ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସତର୍କ?

ମେଷ: ଆଜି ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ଦିନଟି ଭଲ ରହିବ। ପରିବାର ସହ ସମୟ କାଟିବାର ସୁଯୋଗ ମିଳିବ। ବୃଷ: ଅଟକିଥିବା କାମ ଆଜି ଆଗକୁ ବଢ଼ିପାରେ। ଧନ ସମ୍ବନ୍ଧୀୟ ନିଷ୍ପତ୍ତି ନେବାବେଳେ ଭାବିଚିନ୍ତି କରନ୍ତୁ। ନିଜ ଲୋକଙ୍କ ସହ ଭଲ ବୁଝାମଣା ରହିବ। ମିଥୁନ: ନୂଆ ଯୋଜନା ଆରମ୍ଭ ପାଇଁ ଦିନଟି ଅନୁକୂଳ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ପ୍ରଶଂସା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କର୍କଟ: ମନ […]

1 min read

ଜାପାନର ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ/ଟୋକିଓ: ଜାପାନର ରାଜଧାନୀ ଟୋକିଓ ସମେତ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରବିବାର ସକାଳେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାପାନ ପାଣିପାଗ ଏଜେନ୍ସି ପ୍ରାଥମିକ ଭାବେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରିଥିବା ବେଳେ ଆମେରିକାର ଭୂଗର୍ଭ ବିଜ୍ଞାନ ସର୍ଭେ (USGS) ଏହାକୁ ୫.୮ ବୋଲି ଆକଳନ କରିଛି। ଦକ୍ଷିଣ ଇବାରାକି ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଜଣାପଡ଼ିଛି। ଭୂକମ୍ପର ହଠାତ୍ ଝଟକାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ […]

1 min read

RRB JE ନିଯୁକ୍ତି ୨୦୨୬: ୩,୯୯୩ ଜୁନିଅର ଇଞ୍ଜିନିୟର ପଦବୀ ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୧୩ ଶେଷ ତାରିଖ

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀଙ୍କ ପାଇଁ ବଡ଼ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ଜୁନିଅର ଇଞ୍ଜିନିୟର (JE) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୩,୯୯୩ଟି ପଦବୀ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରାଯାଉଛି। ଆବେଦନ ପ୍ରକ୍ରିୟା ୧୪ ଅଗଷ୍ଟ ୨୦୨୬ରୁ ଆରମ୍ଭ ହୋଇଥିବାବେଳେ ୧୩ ସେପ୍ଟେମ୍ବର ୨୦୨୬ ହେଉଛି ଶେଷ ତାରିଖ। ରେଳବାଇର ଅଧିକାରିକ ୱେବସାଇଟ୍‌ରେ ପ୍ରାର୍ଥୀମାନଙ୍କୁ ନିଜ ଅଞ୍ଚଳ ସମ୍ବନ୍ଧୀୟ […]

1 min read

ଚାରବାଟିଆରେ ସିଭିଲିଆନ୍ ବିମାନବନ୍ଦର ପ୍ରସ୍ତାବ, ମହତାବଙ୍କ ଉଦ୍ୟମ

କଟକ: କଟକବାସୀଙ୍କ ଦୀର୍ଘଦିନର ବିମାନବନ୍ଦର ଦାବିକୁ ନେଇ ଆଶା ସଞ୍ଚାର ହୋଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଚୌଦ୍ୱାରସ୍ଥିତ ଚାରବାଟିଆର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୁରୁଣା ଏୟାରଷ୍ଟ୍ରିପ୍‌କୁ ଆଧୁନିକ ବେସାମରିକ ବିମାନବନ୍ଦରରେ ପରିଣତ କରିବା ଦାବିକୁ ଜୋରଦାର କରିଛନ୍ତି। ସାଂସଦ ମହତାବଙ୍କ କହିବା ଅନୁସାରେ, ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଛି। ପ୍ରକଳ୍ପଟି ଆଗକୁ ବଢ଼ିଲେ କଟକ ସମେତ ସମଗ୍ର ରାଜଧାନୀ ଅଞ୍ଚଳର ବିମାନ ଯୋଗାଯୋଗ […]

1 min read

ହେଟ୍ ସ୍ପିଚ୍ ମାମଲାରେ ମହୁଆ ମୋଇତ୍ରଙ୍କ ବିରୋଧରେ ଗିରଫ ପରୱାନା

କୋଲକାତା: ହେଟ୍ ସ୍ପିଚ୍‌ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ବୁଧବାର ଗିରଫ ପରୱାନା ଜାରି ହୋଇଛି। ଅଦାଲତଙ୍କ ସମନ୍‌କୁ ସମ୍ମାନ ଜଣାଇ ହାଜର ନହେବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲା ୨୦୨୫ ଅଗଷ୍ଟରେ ନଦିଆ ଜିଲ୍ଲାରେ ମହୁଆ ମୋଇତ୍ରଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା କଥିତ ଆପତ୍ତିଜନକ ମନ୍ତବ୍ୟ ସହ ଜଡ଼ିତ। ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ପ୍ରସଙ୍ଗରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ମାମଲା ରୁଜୁ […]

1 min read

କେନ୍ଦ୍ରାପଡ଼ାରେ ବନ୍ୟା ବିପର୍ଯ୍ୟୟ, ବଢ଼ୁଛି ଦୁର୍ଦ୍ଦଶା

କେନ୍ଦ୍ରାପଡ଼ା: ତାଜା ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାର ବିଭିନ୍ନ ନଦୀରେ ବନ୍ୟାଜଳ ଆହୁରି ବଢ଼ିଛି। ଗତ ଦୁଇ ସପ୍ତାହ ଧରି ବନ୍ୟାରେ ଜୁଝୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନୂଆ ବର୍ଷା ଆହୁରି ବଢ଼ାଇ ଦେଇଛି। ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଡେରାବିଶ ଓ ରାଜନଗର ବ୍ଲକର ଅନେକ ନଦୀକୂଳିଆ ଗାଁରେ ଶତାଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ସ୍ଥାନରେ ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ଅପେକ୍ଷା କରୁଥିବା ବେଳେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ […]

1 min read

ରାଖି କେବେ ବାନ୍ଧିବେ? ୨୭ ନା ୨୮ ଅଗଷ୍ଟ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ। ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଥିବା ବେଳେ ଭାଇ ମଧ୍ୟ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ୨୦୨୬ରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ […]