italy
ଇଟାଲୀର ସ୍କୁଲ୍ରେ ବୁର୍ଖା-ନିକାବ ଉପରେ ବ୍ୟାନ୍ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ
ରୋମ୍: ଇଟାଲୀର ସ୍କୁଲ୍ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]
ମେଲୋନିଙ୍କ ନୂଆ ରେକର୍ଡ, ଇଟାଲୀରେ ଦୀର୍ଘତମ ସମୟ ଧରି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମେଲୋନିଙ୍କ ନେତୃତ୍ୱାଧୀନ ସରକାର ୧୪୧୩ ଦିନ ପୂରଣ କରିଛି। ଏହା ୨୦୦୦ ଦଶକରେ ସିଲଭିଓ ବର୍ଲୁସ୍କୋନିଙ୍କ ଦ୍ୱିତୀୟ କାର୍ଯ୍ୟକାଳଠାରୁ ଗୋଟିଏ ଦିନ ଅଧିକ। ଇଟାଲୀରେ ସରକାର ବଦଳିବା ସାଧାରଣ ଘଟଣା ହୋଇଥିବା ବେଳେ ମେଲୋନିଙ୍କ ଏତେ ଦିନ ଧରି ଶାସନରେ ରହିବାକୁ ଏକ ବଡ଼ ରାଜନୈତିକ ସଫଳତା ଭାବେ ଦେଖାଯାଉଛି। ତାଙ୍କ ସରକାରର ୪ ବର୍ଷର କାର୍ଯ୍ୟକାଳ ପୂରଣ ହେବାକୁ ଏବେ ପ୍ରାୟ ୭ […]
