1 min read

୩୪ତମ ଏକଲବ୍ୟ ପୁରସ୍କାର: ସୁନେଲିତା ଟପ୍ପୋ ବିଜେତା

ଓଡ଼ିଶାର ଉଦୀୟମାନ ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପ୍ରତିଷ୍ଠିତ ୩୪ତମ ‘ଏକଲବ୍ୟ ପୁରସ୍କାର-୨୦୨୬’ ପାଇଁ ମନୋନୀତ କରାଯାଇଛି। ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରାଯିବ। ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଉପ-ବିଜେତା ସମ୍ମାନ ପାଇଁ ବଛାଯାଇଛି। ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କାର ନଗଦ ଆର୍ଥିକ ରାଶି ସହ ପ୍ରଶସ୍ତିପତ୍ର ମିଳିବ।ଏହି ପୁରସ୍କାର ଇମ୍ଫା (IMFA) ର […]

1 min read

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ ସାନପୁଅ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ଥିଲେ। ଚାକିରି କରୁଥିବା ସମୟରେ ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲାବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେଲ୍‌ ଗଲେ ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି […]

1 min read

ରାତି ୯ଟା ପରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ବ୍ୟାନ

ବାଣ ଫୁଟାଇବା ସମୟ: କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଅଛି। ରାତି ୯ଟା ପରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ମନା। ରକେଟ୍ ବାଣ ଉପରେ କଟକଣା: ସହରର ଗଳିକନ୍ଦି ଓ ଘନ ଜନବସତି ଅଞ୍ଚଳରେ ଅଗ୍ନିକାଣ୍ଡ ଏଡ଼ାଇବା ପାଇଁ ରକେଟ୍ ବାଣ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ବାଣ ବଜାର: ସୁରକ୍ଷା ଦୃଷ୍ଟିରୁ ସହରର ୭ଟି ଖୋଲା ସ୍ଥାନରେ ବାଣ […]

1 min read

ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ‘ବିରୋଧ ପକ୍ଷ’ ବଦଳରେ ‘ଅବରୋଧ ପକ୍ଷ’ ବୋଲି କହି କଟାକ୍ଷ କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଏକତା ନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିରୋଧୀଙ୍କୁ ନିଶାଣ କରିଛନ୍ତି। ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ମଧ୍ୟରେ ଦେଶ ବିରୋଧୀ ଶକ୍ତିମାନେ ସକ୍ରିୟ ହୋଇଉଠିଛନ୍ତି ବୋଲି ମୋଦୀ କହିଛନ୍ତି। ବିରୋଧୀ ଦଳ ଏବେ ‘ବିରୋଧ ପକ୍ଷ’ ବଦଳରେ ‘ଅବରୋଧ ପକ୍ଷ’ ପାଲଟିଯାଇଥିବା ସେ କଟାକ୍ଷ କରିଛନ୍ତି। ବିଦେଶରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗୁପ୍ତ ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତକୁ ଭାଗ ଭାଗ କରିବା ପାଇଁ ବିରୋଧୀ […]

1 min read

ଆନ୍ଧ୍ର ମୁହାଁ ବାତ୍ୟା ‘ମୁରାସୁ’

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ମୁରାସୁ’ । ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା । ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ଏବଂ ମଛଲିପଟନମ୍‌ଠାରୁ ୨୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଥିବା ସୂଚନା ମିଳିଛି । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ‘ମୁରାସୁ’ ଆନ୍ଧ୍ର ଉପକୂଳ […]

1 min read

ମହାକାଶରେ ମଣିଷର ସାଥୀ ହେବ AI ରୋବଟ୍

NASAର ହ୍ୟୁମାନ୍ ରିସର୍ଚ୍ଚ ପ୍ରୋଗ୍ରାମ୍, ଜନସନ୍ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମ୍ ଏବଂ ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଏହି ପ୍ରକଳ୍ପରେ Google ସହ କାମ କରୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ରୋବଟ୍‌ଟି ମେଡିକାଲ୍ ବ୍ୟାଗ୍ ଖୋଜି ବାହାର କରିବା ଓ ସ୍ଥାନାନ୍ତର କରିବାରେ ୮୫ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କରାଯାଇଛି । ଆଗକୁ ସାଧାରଣ ଭଏସ୍ କମାଣ୍ଡ୍ ମାଧ୍ୟମରେ ରୋବଟ୍‌କୁ ନିର୍ଦ୍ଦେଶ ଦେବାର ଯୋଜନା ରହିଛି । ଏବେ ଏହା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବାବେଳେ […]