Popular News
ବୌଦ୍ଧ ଗସ୍ତରେ OSSAAT ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l
ବୌଦ୍ଧ, ୨୧/୦୭: ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAST)ର ନିର୍ଦ୍ଦେଶକ ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ […]
ବାଉଁଶୁଣୀ ବାଘନଦୀ ନିକଟରୁ ୯ ଗୋରୁଙ୍କୁ ଉଦ୍ଧାର କଲା ବଜରଙ୍ଗ ଦଳ, ୫ ଚାଲାଣକାରୀ ଅଟକ
ବୌଦ୍ଧ, ୨୨/୭ : ମଙ୍ଗଳବାର ବିଳମ୍ବିତ ରାତି ୧.୧୫ ମିନିଟ୍ ସମୟରେ ଜାତୀୟ ରାଜପଥ ନଂ ୫୭ ର ବାଉଁଶୁଣୀ ବାଘନଦୀ ନିକଟ ବଙ୍ଗଳା ସମ୍ମୁଖରୁ ୯ ଗୋରୁଙ୍କୁ ଉଦ୍ଧାର କରିଛି ବଜରଙ୍ଗ ଦଳ l ଗୋ ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଧରି ଗୋରୁ ସହ ବାଉଁଶୁଣୀ ପୋଲିସକୁ ଜିମା ଦିଆ ଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ୯ ଗୋଟି ଗୋରୁଙ୍କୁ ଚଲାଇ ଚଲାଇ ମନମୁଣ୍ଡା ଆଡକୁ ନିଆଯାଉଥିବା […]
ରାଜ୍ୟରେ ଆଉ ୫ ଦିନ ଧୂଆଁଧାର ବର୍ଷା: ଘୂର୍ଣ୍ଣିବଳୟ ପ୍ରଭାବରେ ଅଶାନ୍ତ ପାଣିପାଗ
ଭୁବନେଶ୍ଵର, ୨୨/୭: ଓଡ଼ିଶାରେ ଜାରି ରହିଛି ମୌସୁମୀ ବର୍ଷାର ତାଣ୍ଡବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସହିତ ଦୁଇଟି ମୌସୁମୀ ଟ୍ରଫ୍-ଲାଇନ୍ (Trough lines) ର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ପ୍ରକୋପ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ।ତେବେ ବର୍ତ୍ତମାନ […]
ଆଗାମୀ ଅଗଷ୍ଟ ମାସରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।
ଭୁବନେଶ୍ୱର, ୨୨/୭: ରାଜ୍ୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ରାଜ୍ୟର ତିନୋଟି ପ୍ରମୁଖ ସହର— ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପରିଦର୍ଶନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରାରମ୍ଭିକ ଖସଡ଼ା ପ୍ରସ୍ତୁତ କରାଯାଇ ଓଡ଼ିଶା ସରକାରଙ୍କୁ […]
ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା; କହିଲେ ଛାତ୍ର-ଛାତ୍ରୀଙ୍କୁ ହାତ ବାରିଶି କରୁଚି ବିରୋଧୀ ଦଳ
ନୂଆଦିଲ୍ଲୀ, ୨୨/୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମୁଦ୍ଦା କରି କଂଗ୍ରେସ ସେମାନଙ୍କୁ ନିଜର ରାଜନୈତିକ ହାତବାରିସି ଭାବେ ବ୍ୟବହାର କରୁଛି ଏବଂ ଗୃହରେ କେବଳ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ ନିଜ ‘ଏକ୍ସ’ (X) ପୋଷ୍ଟରେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଶିରୋନାମା ପାଇଁ […]
RML ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଜେପି ନଡ୍ଡା
ନୂଆଦିଲ୍ଲୀ,୨୧/୭: ରାଜଧାନୀ ଦିଲ୍ଲୀରେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ସଂସଦ ଘେରାଉ ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡ ପରେ ସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବେଳେ, ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାମ ମନୋହର ଲୋହିଆ (RML) ହସ୍ପିଟାଲ ପରିଦର୍ଶନ କରି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ନେତା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା RML ହସ୍ପିଟାଲରେ […]
ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଉଥାଇନେଲା ପୋଲିସ୍।
ନୂଆଦିଲ୍ଲୀ, ୨୧/୭: ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନ୍ୟାୟ ଦାବିରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ପ୍ରବଳ ରାଜନୈତିକ ଉତ୍ତେଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ‘୭ ଲୋକ କଲ୍ୟାଣ ମାର୍ଗ’ ବାହାରେ ଧାରଣା ଦେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ବହୁ ବିରୋଧୀ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ସମସ୍ତ ନେତାଙ୍କୁ ପୋଲିସ ବସ୍ରେ ବସାଇ ପ୍ରଦର୍ଶନ ସ୍ଥଳରୁ ଅନ୍ୟତ୍ର […]
ବର୍ଷାଦିନେ କେମିତି କରିବେ ସୁସ୍ୱାଦୁ ପାଳଙ୍ଗ ପକୁଡ଼ି? ଜାଣନ୍ତୁ ସହଜ ରେସିପି
ଭୁବନେଶ୍ୱର, ୨୧/୭: ବର୍ଷା ଦିନରେ ଗରମାଗରମ ପାଳଙ୍ଗ ପକୁଡ଼ି ସହ ଏକ କପ୍ ଚା’ର ମଜା ନିଆରା। ଘରେ ଥିବା ସାଧାରଣ ସାମଗ୍ରୀରେ ଆପଣ ଅତି ସହଜରେ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଆବଶ୍ୟକ ସାମଗ୍ରୀ ପାଳଙ୍ଗ ଶାଗ – ୨ କପ୍ (ଧୋଇ କଟା)ବେସନ – ୧ କପ୍ଚାଉଳ ଗୁଣ୍ଡ – ୨ ଚାମଚକଟା ପିଆଜ – ୧ଟିକଞ୍ଚା ଲଙ୍କା – ୨ଟିଅଦା ବଟା – ୧ ଚାମଚଜିରା – ୧/୨ ଚାମଚଲଙ୍କା ଗୁଣ୍ଡ […]
ସ୍ତନ କର୍କଟରୁ କେମିତି ରହିବେ ସୁରକ୍ଷିତ?
ଭୁବନେଶ୍ୱର, ୨୧।୭: ସ୍ତନ କର୍କଟ (Breast Cancer) ବିଶ୍ୱରେ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ତେବେ ସମୟରେ ରୋଗ ଚିହ୍ନଟ ହେଲେ ଏହାର ସଫଳ ଚିକିତ୍ସା ସମ୍ଭବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ ସୁସ୍ଥ ଜୀବନଶୈଳୀ, ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ସ୍ୱାସ୍ଥ୍ୟକର ଓଜନ ବଜାୟ ରଖିବା ଏବଂ ମଦ୍ୟପାନରୁ ଦୂରେ ରହିବା ଦ୍ୱାରା ସ୍ତନ କର୍କଟର ଝୁମକ କମାଇପାରିବ। ସ୍ତନରେ ଗାଠି, ଚର୍ମରେ ପରିବର୍ତ୍ତନ, ନିପଲରୁ ଅସାମାନ୍ୟ ସ୍ରାବ କିମ୍ବା ଅନ୍ୟ […]
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ: ଅବଢ଼ା ପାଇ ତୃପ୍ତ ହେଉଛନ୍ତି ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୁରୀ, ୨୧।୦୭: ନବଦିନାତ୍ମକ ରଥଯାତ୍ରାର ପଚଂମ ଦିବସରେ ଆଜି ମଧ୍ୟ ଯଜ୍ଞବେଦିରେ ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ମହାବାହୁଙ୍କ ଆଡ଼ପ ଦର୍ଶନ ସାଙ୍ଗକୁ ଆଡ଼ପ ଅବଢ଼ା ପାଇ ତୃପ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।ଭକ୍ତ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ଭିତରେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କୁ ଜନ୍ମବେଦିରେ ଦର୍ଶନ କରି ମନ୍ଦିର ପରିକ୍ରମା ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ […]
