1 min read

ବାଲ୍ମୀକିକୁ ଜଳ ସମ୍ପଦ ପରିଚାଳନାର ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲ୍ମୀ)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ୱାଲ୍ମୀ ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନ୍‌ଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍-ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍) ସହ ୩ଟି ବୁଝାମଣାପତ୍ର (ଏମ୍‌ଓୟୁ) […]

1 min read

ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା; ସରକାରୀ ସୁବିଧାରୁ ବଞ୍ଚିତ ଅନାଥ ଶିଶୁ

ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧା ସହ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲପାହାଡ଼ା, ରାଉରକେଲା ଓ ଜଗଦା ଭଳି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି। ଏଠାରେ ୫ରୁ ୧୫ ବର୍ଷ […]

1 min read

ଅନୁଗୁଳରେ ବେଆଇନ ଭାବେ ଚାଲିଛି କୋଲ୍‌ଷ୍ଟକ୍ ୟାର୍ଡ; ଗାଁ ପରିବେଶ ପ୍ରଦୂଷିତ

ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାରେ ବେଆଇନ ଭାବେ କୋଲ୍‌ଷ୍ଟକ୍ ୟାର୍ଡ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ଗଚ୍ଛିତ କରାଯାଉଥିବାରୁ ଗାଁର ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବେଆଇନ ଭାବେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରଖାଯାଇଥିବା ନେଇ ଅଭିଯୋଗ ଆସିଛି। ସରକାରୀ ନିୟମକୁ ଅଣଦେଖା କରି ଘରୋଇ ଜମିରେ କୋଇଲା ଷ୍ଟକୟାର୍ଡ କରାଯାଇଥିବା ଦେଖିବାକୁ ମିଳିଛି। […]

1 min read

ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ

ବାଲିଗୁଡ଼ା: ଖଡ୍ଗ ନଦୀରେ ଡଙ୍ଗା ଓଲଟି ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବୋହୂ ଓ ଶଶୁର ନିଖୋଜ ଅଛନ୍ତି। ଘଟଣାଟି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାକା ଗାଁ ନିକଟ ଖଡ୍ଗ ନଦୀରେ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଗୁନ୍ଦାନା ମଳିକଙ୍କ ପରିବାର ଡଙ୍ଗାରେ ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରୁଥିଲେ। […]

1 min read

ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା  ବୋମା ଖାଇ ଷଣ୍ଢ ମୃତ। 

ବାଙ୍କୀ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାରହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା ବ୍ଲକ୍  କଇଁମୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ ପାଥପୁର ପଂଚାୟତ ସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାରହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ୱେଷଣ ବେଳେ ପୂର୍ବରୁ ବାରହା […]

1 min read

୫ ହାଇବ୍ରିଡ୍ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ :  ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଏକ ମିଳିତ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ୍   ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଉଦ୍ଧାର କରାଯାଇଛି। କୁଲଗାମ ପୋଲିସ, ୯ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୮ ବାଟାଲିୟନ CRPF ଦ୍ୱାରା ମିଳିତ ଭାବରେ ଏହି ଅଭିଯାନ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ବୁଗମ ଅର୍ଚାର୍ଡ ଅଞ୍ଚଳରେ ମିଳିତ ଅଭିଯାନ ସଫଳତାର ସହ ସମାପ୍ତ ହୋଇଥିଲା। ମିଳିତ ବାହିନୀ ଚାରୋଟି ୯ ଏମଏମ ପିସ୍ତଲ, ଚାରୋଟି ମ୍ୟାଗାଜିନ୍, ୨୨ ରାଉଣ୍ଡ ଗୁଳି ଏବଂ ଦୁଇଟି ହାଣ୍ଡ ଗ୍ରେନେଡ୍ ଜବତ କରିଛି। ଜବତ କରାଯାଇଥିବା ହତିଆର ଓ ଗୋଳା ବାରୁଦର ଯାଞ୍ଚ କରାଯିବା ପରେ ଏହାକୁ ହେପାଜତକୁ ନିଆଯାଇଛି। ଗିରଫ କରାଯାଇଥିବା ସନ୍ଦିଗ୍ଧଙ୍କଠାରୁ ତାଙ୍କ ସହଯୋଗୀଙ୍କ ସମ୍ପର୍କରେ ଅଧିକ ତଥ ଜାଣିବାକୁ ଚେଷ୍ଟା କରାଯାଉଛି।

1 min read

ଆଜିର ରାଶିଫଳ: କେଉଁ ରାଶି ପାଇଁ ଦିନଟି ଶୁଭ, ଜାଣନ୍ତୁ ଭବିଷ୍ୟଫଳ

ଭୁବନେଶ୍ୱର: ଆଜିର ଦିନଟି କେତେକ ରାଶି ପାଇଁ ନୂଆ ସୁଯୋଗ ଆଣିପାରେ, ଆଉ କେତେକ ରାଶିର ଲୋକଙ୍କୁ ନିଷ୍ପତ୍ତି ନେବା ସମୟରେ ସତର୍କ ରହିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ର, ଅର୍ଥ, ପରିବାର ଓ ସମ୍ପର୍କ ଦୃଷ୍ଟିରୁ ଆଜିର ଦିନ କିପରି ରହିବ, ଆସନ୍ତୁ ଜାଣିବା। ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ଚେଷ୍ଟାକୁ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିପାରେ। ଆର୍ଥିକ ଦିଗ ଭଲ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପରିବାରରେ ଖୁସିର ପରିବେଶ […]

1 min read

ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ସଂସଦୀୟ ରାଜଭାଷା ସମିତିର ନିରୀକ୍ଷଣ ବୈଠକ

ନୂଆଦିଲ୍ଲୀ/ଅମ୍ବାଲା: ସାଂସଦ ତଥା ସଂସଦୀୟ ରାଜଭାଷା ସମିତିର ପ୍ରଥମ ଉପ-ସମିତିର ଉପାଧ୍ୟକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ଆଜି ସମିତିର ରାଜଭାଷା ସମ୍ବନ୍ଧୀୟ ନିରୀକ୍ଷଣ ଗସ୍ତର ଅଧ୍ୟକ୍ଷତା କରିଛନ୍ତି। ବୈଠକ ପୂର୍ବରୁ ଶ୍ରୀ ମହତାବ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ରାଜଭାଷା ହିନ୍ଦୀର ପ୍ରୟୋଗ ସମ୍ପର୍କରେ ସୂଚନା ନେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟକ୍ରମରେ TRIFED, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ, ଇଣ୍ଡିଆନ ଅଏଲ କର୍ପୋରେସନ, GAIL, […]

1 min read

ଜି.ଉଦୟଗିରି: ନାରାରେ ଅଟକିଛି ବିକାଶ, ଗଡ଼ିଙ୍ଗିଆ ଗ୍ରାମକୁ ନାହିଁ ପକ୍କା ରାସ୍ତା

ଜି.ଉଦୟଗିରି : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶର ଡିଣ୍ଡିମ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଆଜି ବି ଏପରି ଗ୍ରାମ ସବୁ ରହିଛି, ଯେଉଁଠି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଜି.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଗଡ଼ିଙ୍ଗିଆ ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ। ପକ୍କା ରାସ୍ତାଟିଏ ନଥିବାରୁ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଛି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥାଇ ବି ବିଚ୍ଛିନ୍ନ କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର […]

1 min read

ଲଗାଣ ବର୍ଷାରେ ପଟଙ୍ଗା ନାଳ ଉଫୁଣିଲା: ୧୩୦ ପରିବାର ଜଳବନ୍ଦୀ, ବଣାଇଁ-କୁଚିଣ୍ଡା ରାସ୍ତା ଅବରୋଧ କରି ଅଞ୍ଚଳବାସୀଙ୍କ ପ୍ରତିବାଦ

ବଣାଇଁଗଡ଼ (PPS): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ୍ ଅନ୍ତର୍ଗତ ପଟଙ୍ଗା ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ନାଳ ଉପରେ ଥିବା ପୋଲ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ସ୍କୁଲ, ଟୁଣିଆପାଲି ଏବଂ କୁଚିଣ୍ଡା ଯାତାୟାତ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଖବରର ମୁଖ୍ୟ ବିନ୍ଦୁ: “ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି। ଆମେ ଭୋଟ୍ ଦେଉଛୁ, କିନ୍ତୁ ଆମର […]