1 min read

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିକ୍ଷୋଭ, ପୋଲିସ କାର୍ଯ୍ୟାନୁଷ୍ଠାନ ଓ ନାଗରିକ ଅଧିକାର ଉପରେ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮୲୭: ସାମ୍ବିଧାନିକ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ଏବଂ ଆଇନ ଶୃଙ୍ଖଳା ରକ୍ଷା ନାମରେ ପୋଲିସର ଅତ୍ୟାଚାରକୁ ନେଇ ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି (CJI) ସ୍ପଷ୍ଟ କରିଛନ୍ତି ଯେ, ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ। ଏଥିସହିତ, ପୋଲିସ ବଳର ଅତ୍ୟଧିକ ଓ ବେଆଇନ ପ୍ରୟୋଗ ନେଇ ଅଭିଯୋଗ […]

1 min read

ଖରାପ ପାଗ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା

ଭଦ୍ରକ, ୨୮୲୭: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଜିଲ୍ලାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ୍) ସ୍କୁଲ୍ ପାଇଁ ସମାନ […]

1 min read

କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି

ବ୍ରାହ୍ମପୁର, ୨୮୲୭: ରାଜ୍ୟ ସରକାର ପ୍ରସ୍ତାବିତ କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏଆଇକେଏମଏସ୍) ଓ ଅଖିଳ ଭାରତ ଆଦିବାସୀ ମଞ୍ଚ ବିରୋଧ କରିଛି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଏହି ମେଡିକାଲ କଲେଜର ନାମକରଣ କରିବାର ଥିଲା । କିନ୍ତୁ ସରକାର ନିଜର ସଂକୀର୍ଣ୍ଣ ରାଜନୈତିକ […]

1 min read

ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ

ଅସ୍ତରଙ୍ଗ, ୨୮/୦୭: ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗରୁ ଭୁବନେଶ୍ୱର ଯିବା ମାନେ ଏବେ ଲୁଟ୍‌ର ଶିକାର ହେବା। ଘରୋଇ ବସ୍ ମାଲିକ ଓ କର୍ମଚାରୀମାନେ ଆଇନକୁ ବୃଦ୍ଧାଙ୍ଗୁଳି ଦେଖାଇ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି। ଆଉ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ସବୁ ଦେଖି ବି ଅନ୍ଧ, କାଲା  ସାଜିଛନ୍ତି। ନା ଗାଡିରେ ସରକାରୀ ଭଡା ତାଲିକା, ନା କମ୍ପ୍ୟୁଟର୍ ରସିଦ୍। ଅଛି କେବଳ କଣ୍ଡକ୍ଟରଙ୍କ ମନମାନି ଆଉ ହାତ ଲେଖା କାଗଜ ଟୁକୁରା। ଏହି ଅସ୍ତ୍ରରେ ସେମାନେ ଲୋକ […]

1 min read

ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ଯ ବନ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି 

ଯାଜପୁର, ୨୮୲୭(ପିପିଏସ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ  ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ​ଏହି […]

1 min read

ମହାନଦୀରେ ବନ୍ୟା, ଚାଷଜମି ଜଳମଗ୍ନ

 ବାଙ୍କୀ, ୨୮୲୭ : ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଉଦୃତ ଜଳ ନିଷ୍କାସନ ପରେ ମହାନଦୀ ରେ ବନ୍ୟା ସୃଷ୍ଟି ହୋଇଛି ଫଳରେ ବାଙ୍କୀ ଅଞ୍ଚଳର ବିଭିନ୍ନ ତଳିଆ ଓ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରତେକ ଭଳି ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ […]

1 min read

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼: କୋର୍ଟରେ ଆତ୍ମସମର୍ପଣ କଲେ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା

ପାରଳାଖେମୁଣ୍ଡି, (୨୭।୭): ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ଏକ ବଡ଼ ଆଇନଗତ ମୋଡ଼। ଦୀର୍ଘ ଦିନର ଚର୍ଚ୍ଚା ଓ ଆଇନଗତ ପ୍ରକ୍ରିୟା ପରେ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସେ ପାରଳାଖେମୁଣ୍ଡି SDJM କୋର୍ଟରେ ସରେଣ୍ଡର କରିଥିବା ଜଣାପଡ଼ିଛି। DFOଙ୍କ ଆତ୍ମସମର୍ପଣ ପରେ ଏହି ସମ୍ବେଦନଶୀଳ ମାମଲା ପୁଣି ଥରେ ରାଜ୍ୟସାରା ହଇଚଇ ସୃଷ୍ଟି କରିଛି। କ’ଣ ଥିଲା ପୂରା ଘଟଣା? ୨୦୨୧ ମସିହା […]

1 min read

ଲଘୁଚାପ ନୁହେଁ, ଡ୍ରେନେଜ-ଜଳସମ୍ପଦ ବିଭାଗର ନିଦ୍ରାରେ ଉଜୁଡିଲା ଶହ ଶହ ଏକର।

ଅସ୍ତରଙ୍ଗ, ୨୭/୦୭: ଲଘୁଚାପ ଆସିଲା, ବର୍ଷା ହେଲା। ଆଉ ପୁରୀ ଜିଲ୍ଲା ଅସ୍ତରଙ୍ଗର ଚାଷୀଙ୍କ କପାଳ ଫାଟିଲା। କାରଣ ଚାରି ଆଡେ ଧାନ କ୍ଷେତ ନୁହେଁ, ଦେଖିଲେ ଲାଗୁଛି ଯେମିତି ନୂଆ ନଈ ବହୁଛି। ଧାନ କ୍ଷେତ ସୃଷ୍ଟି କରୁଛି ନଈର ଭ୍ରମ  – ଏହା ପ୍ରକୃତିର ଦୋଷ ନୁହେଁ, ଏହା ବିଭାଗର ଅବହେଳାର ପ୍ରମାଣ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଟି ପଂଚାୟତ  ଅଧୀନ ବିଭିନ୍ନ ଗାଁ ଶିଶୁଅ, କୋରଣା, ଇନାୟିତିପୁର, ବେଳଙ୍ଗ, ବଡସିରେଇ, […]

1 min read

ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ, ସରକାର ଙ୍କ ଦ୍ୱାରା ପ୍ରଣୋଦିତ କେଜି ଟୁ ପିଜି ମାଗଣା ଶିକ୍ଷାଦାନ ବିଷୟ ରେ ଆଲୋଚନା

 ନୟାଗଡ, ୨୭।୭: ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଅଛି । ପ୍ରଥମ ଦିବସରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଂଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ପ୍ରଣୋଦିତ ‘କେଜି ଟୁ ପିଜି’ ମାଗଣା ଶିକ୍ଷାଦାନ ର ଆଭିମୁଖ୍ୟ ସୁଚାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରେଣୀଗୃହ ଉପସ୍ଥାନ ଅନ୍ୟୁନ […]

1 min read

ଇଣ୍ଡିଆନ୍ ଆଇଡଲ୍ Season 16 ର ମହାମଞ୍ଚରେ ବିଜୟିନୀ ମୁକୁଟ ପିନ୍ଧିଛନ୍ତି ଆମ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ!

ମୁମ୍ବାଇ, ୨୭।୭: ଜାତୀୟ ସ୍ତରର ସବୁଠାରୁ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍ ଆଇଡଲ୍ ସୋଡ଼ଶ ଋତୁର ମହାମଞ୍ଚରେ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ବିଜୟୀ ହୋଇ ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ଅଭୂତପୂର୍ବ ବିଜୟ ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବ ଓ ଆନନ୍ଦର ବାର୍ତ୍ତା ବହି ଆଣିଛି। ଭାରତର କୋଣ ଅନୁକୋଣରୁ ଆସିଥିବା ଅସଂଖ୍ୟ ପ୍ରତିଭାବାନ ସଙ୍ଗୀତ ସାଧକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ଶାସ୍ତ୍ରୀୟ ସଙ୍ଗୀତର […]