1 min read

କୁନି ସେଠୀ କୁ ଭଗବାନ ସାହା

ନା ଅଛି ଭତ୍ତା ନା ଅଛି ଆବାସ | ଭଦ୍ରକ ତା ୧/୪ (ପିପିଏସ )ରିପୋର୍ଟ :ରତିକାନ୍ତ ନାୟକ // ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ଗ୍ରାମପଞ୍ଚାୟତ ଅଧୀନ ପଙ୍ଗଟା ଗ୍ରାମ ସେଠୀ ସାହିର କୁନି ସେଠୀ, ବୟସ (୬୦)  ନିଜେ ଭିନ୍ନକ୍ଷମ, କାନକୁ କିଛି ଶୁଭୁନାହିଁ କି ସେ କିଛି କଥା ବୁଝି ପାରୁନାହାନ୍ତି।ସ୍ୱାମୀ – ଫୁସନ ସେଠୀ  ପାଞ୍ଚ ବର୍ଷ ହେଲା (ମୃତ)।ପୁତ୍ର କାର୍ତ୍ତିକ ସେଠୀ ସେ ବି ଭିନ୍ନକ୍ଷମ। ସ୍ୱାମୀ ମରିବାକୁ […]

1 min read

ଐତିହ ଗଣଦୌଡ ଅନୁଷ୍ଠିତ|

କଟକ ତା ୦୫.୦୪.୦୨୫ ରିଖ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ପତାକା ଦେଖାଇଏହି ଗଣଦୌଡର ଶୁଭାରମ୍ଭ କରିଥିଲେ l ଓଡିଶାର ସଂସ୍କୃତି, ପରମ୍ପରା, ଓଡ଼ିଆ ଅସ୍ମିତା ତଥା ବିକଶିତ ଓଡିଶାର ସ୍ଵପ୍ନକୁପୂରଣ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲା କ୍ରୀଡା […]

1 min read

ଡ଼ିଏଲଆର ସଙ୍ଘ ରନିର୍ବାଚନ ପରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜୋରଦାର |

ପାରାଦୀପ = ପାରାଦୀପ ପୋର୍ଟ ଡ଼ିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ର ଗତ ୪/୯/୨୪ ତାରିଖରେ ପାରାଦୀପ ବନ୍ଦର ନୂତନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭା ବୈଠକ ରେ ୭oo ରୁ ଉର୍ଦ୍ଧ ଡିଏଲଆର ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ପ୍ରକାଶ ତ୍ରିପାଠୀ ଙ୍କୁ ସଭାପତି ଓ ଅଭିମନ୍ୟୁ ବେହରା ଙ୍କୁ ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରି ସମସ୍ତ ସରକାରୀ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l […]

1 min read

ଜଙ୍ଗଲ ଜମି ରେ ଠିକାଦାର ଯବର ଦଖଲ କରି ଅଟ୍ଟାଳିକା ନିର୍ମାଣ|

ଯାଜପୁର (ପିପିଏସ ) ସରକାର ଆସିବା ପରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ଦେଉଥିବା ବେଳେ ଦାନଗଦି ତହସିଲ ଅଧୀନରେ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ବ୍ଲକ ଓ ତହସିଲ ଅଫିସ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ଦିନକୁଦିନ ବଢିବାରେ ଲାଗିଛି l  ତ୍ରିଜଙ୍ଗାପଞ୍ଚାୟତ ର ଦାନଗଦୀ ଗାଁ ଭିତରେ ଦୁଇଜଣ ଠିକାଦାର ଲକ୍ଷାଧିକ ଟଙ୍କାରେ ରକ୍ଷିତ ଜାଗା (ଜଙ୍ଗଲ ଜମି ) ଯାହାର ଖାତା ନମ୍ବର […]

1 min read

ଭୟାଭୟ ଅଗ୍ନିକାଣ୍ଡରେ ୫ବଖରା ଘର ପୋଡି ପାଉଁଶ।

ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]

1 min read

ମା ମଙ୍ଗଳା ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ।

ଚାରିଛକ,(ପି ପି ଏସ) ଆଜି ଚୈତ୍ରମାସ ର ଅଷ୍ଟମୀ ତଥା ପୀଠେ ନବମୀ ପୂଜା। ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ବାସନ୍ତିକ ଦୂର୍ଗା ପୂଜା ଆଜି ଶେଷ ହୋଇଛି। ଶୁକ୍ରବାର ରାତି ପ୍ରାୟ ୪.୩୦ ରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆରତୀ ପରେ ଦିନ ପ୍ରାୟ ୧୦.୩୦ ରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଦିନ ୨ଟା […]

1 min read

ବାରିପଦରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ୱାକାଥନ ଅନୁଷ୍ଠିତ|

ବାରିପଦା (ପିପିଏସ୍): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜ ଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସରେ ଏକ ଐତିହ୍ୟ ୱାକାଥନ  ଅନୁଷ୍ଠିତ ହୋଇଯାଇଛି I ୱାକାଥନକୁ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶ ଗ୍ରହଣକାରିଙ୍କୁ ଉତ୍ସାହିତ କରିଥିଲେ।  ଏଥିରେ ପ୍ରାୟ ୨୦୦ ରୁ […]

1 min read

ଷଣ୍ଡକୁଦ ଜଗନ୍ନାଥ ମନ୍ଦିର ରେ ‘ଆନନ୍ଦ ବଜାର’ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ |

ପାରାଦୀପ – ପାରାଦୀପ ପୌରାଞ୍ଚଳର ଷଣ୍ଡକୁଦ ବସ୍ତି ରେ ଥିବା ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଆନନ୍ଦ ମଣ୍ଡପ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଯଥା ରୀତିନୀତି ଅନୁଯାୟୀ ଆୟୋଜିତ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇ ଏହି ଗୃହର ଶିଳାନ୍ୟାସ କରି ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ୧୮ […]

1 min read

ଖଣି ରୁ ଲୁହାପଥର ଆସୁଛି ଜଙ୍ଗଲ ରେ ଖାଲି ହେଉଛି |

ଯାଜପୁର (ପିପିଏସ ) ଦୈତାରୀ ଖଣିରୁ ପରିବହନ ହେଉଥିବା ଲୁହାପଥର ଚୋରୀ କରି ମାଫିଆ ମାଲେମାଲ ହେଉଛନ୍ତି l କଳିଙ୍ଗନଗର ଥାନା ଅଧିନ ଶଗଡଗୁଳା ଅଞ୍ଚଳ ଲୌହ ଖଣିଜ ମାଫିଆଙ୍କ ଅଭାୟରଣ୍ୟ ପାଲଟିଥିବା ବେଳେ ଗୁରୁବାର ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ପରେ ଖଣି ବିଭାଗ ପକ୍ଷରୁ ୧୨ ଟନ ଲୁହାପଥର ଜବତ କରାଯାଇଛି l ଜବତ ସ୍ଥାନରୁ ଅଳ୍ପ କିଛି ଦୂରରେ ଲୁଚାଇ ରଖାଯାଇଥିବା ଅନ୍ୟ ୫ ଟିପର ଲୁହାପଥର ସମ୍ପର୍କରେ ଚଢାଉ ଦଳ […]

1 min read

କୋଣାର୍କ ସୂର୍ଯ୍ୟ ମନ୍ଦିର ଟିକେଟରେ କଳାବଜାରୀ .

ମାତିଛନ୍ତି ଟିକେଟ ଦଲାଲ୍ , ଜେରକ୍ସ କରି କରୁଛନ୍ତି ଟିକେଟ ବିକ୍ରି । ତଳରୁ ଉପର ମିଶି କରୁଛନ୍ତି ରାଜସ୍ଵ ଲୁଟ। କୋଣାର୍କ(ପି ପିଏସ)- ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଟିକେଟରେ ହେଉଛି କଳାବଜାରୀ। କିଛି ଯୁବକ ଏହାକୁ ବ୍ୟବସାୟ ରୂପେ ନେଇ ମନ୍ଦିର ସାମ୍ନାରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା ସୁରକ୍ଷା କର୍ମୀ ନିଜ ନିଜର ଭାଗ ପାଇ ସବୁ ଜାଣି […]