1 min read

କୋଲକାତା – ସାଇରଙ୍ଗ ଏକ୍ସପ୍ରେସ୍‌ର ୬ ବଗି ଲାଇନଚ୍ୟୁତ

ଗୌହାଟୀ : ଭୟଙ୍କର ଟ୍ରେନ ଦୁର୍ଘଟଣା । ଆସାମର ଗୌହାଟୀ ନିକଟସ୍ଥ ଦିଗାରୁ ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ମିଜୋରାମରୁ କୋଲକାତା ଯାଉଥିବା ଟ୍ରେନ୍ର ଇଞ୍ଜିନ୍ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ୟାସେଞ୍ଜର ବଗି ୬ଟି ରହିଛି । ଆଜି ଭୋର ପ୍ରାୟ ୬ଟା ୪୫ ମିନିଟ ଏହି ଦୁର୍ଘଟଣା ଘଟିଛି । କୋଲକାତାରୁ ସାଇରଙ୍ଗ ଯାଉଥିଲା କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ରେଲୱେ ଅଧିକାରୀ […]

1 min read

ଦିଲ୍ଲୀ-ଏନ୍‌ସିଆର୍‌ରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ପ୍ରଦୂଷଣ ସମସ୍ୟା ଚିନ୍ତା ବଢାଇ ଚାଲିଛି। ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ ଗ୍ରାପ୍‌ (ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍)-୩ କଟକଣା ଲାଗୁ ହୋଇଛି। ତେବେ ଗ୍ରାପ୍‌ -୩ କଟକଣା ସତ୍ତ୍ବେ ପ୍ରଦଷଣରୁ ଆଶ୍ବସ୍ତି ମିଳିନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଥ୍ୟ ଅନୁଯାୟୀ ବୁଧବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୯୯ ରହିଥିଲା। ଏହା ଖରାପ ଶ୍ରେଣୀରେ ଆସୁଥିଲା। ଗୁରୁଗ୍ରାମରେ ୨୯୫ ଓ ନୋଏଡାରେ ୨୭୬ ରେକର୍ଡ଼ କରିଯାଇଥିଲା। ରାଜଧାନୀ ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣ […]

1 min read

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆତଙ୍କୀ ହାମଲା। କାଶ୍ମୀର ଉପତ୍ୟକାର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସିଆରପିଏଫ ଦଳ ଉପରେ ଗୁଳି ଚଳାଇଛନ୍ତି। ଗୁଳିଚାଳନା ଫଳରେ ତିନି ଜଣ ସିଆରପିଏଫର ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟ୍ରୋଲିଂ ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାକୁ ଚେଷ୍ଟା କରିଥିଲେ। କୁଲଗାମ କ୍ୱିକ୍ ରିଆକ୍ସନ୍ ଟିମ୍ ଆକ୍ରମଣ ସ୍ଥାନରେ ପହଞ୍ଚିଛି। ଦଳ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ସିଆରପିଏଫ ଅନୁଯାୟୀ, […]

1 min read

କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି                         

୬୨ ହଜାର କୋଟି ସବ୍‌ସିଡିକୁ ମଞ୍ଜୁରୀ ଦିଲ୍ଲୀରେ ନିର୍ମାଣ ହେବ ‘ଯୁଗେ ଯୁଗେ ଭାରତ ସଂଗ୍ରହାଳୟ’ ରବି ଋତୁ ପାଇଁ ୬୨ ହଜାର ୩୭୦ କୋଟି ଟଙ୍କାର ସାର ସବ୍‌ସିଡିକୁ ମଞ୍ଜୁରୀ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଥମ ବଡ଼ ନିଷ୍ପତ୍ତି ହେଉଛି ନର୍ଥ ଏବଂ ସାଉଥ ବ୍ଲକର […]

1 min read

ନେହା ବୋରାଙ୍କୁ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ AISA ସଭାପତି ନେହା ବୋରାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ନେହା ବୋରା ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) ଦ୍ୱାରା ଜାରି କରାଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡ ଦାଖଲ ଏବଂ “ଶାନ୍ତି ବଜାୟ ରଖିବା” ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନର ବିରୋଧ କରି, ଦିଲ୍ଲୀ ପୋଲିସ କହିଛି ଯେ, ବୋରାଙ୍କ ଆବେଦନ ବଜାୟ ରଖିବା ଯୋଗ୍ୟ ନୁହେଁ । […]

1 min read

ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ

କନ୍ନୌଜ  : ବିଜେପି ସଭାରେ ଖାଲି ଚେୟାରକୁ ନେଇ ଅନେକ ଥର କଟାକ୍ଷ କରିଛି ସମାଜବାଦୀ ପାର୍ଟି (SP)। ହେଲେ ଏବେ ନିଜ ଦଳର ସଭାରେ ଖାଲି ଚେୟାର ଦେଖି ଅଡ଼ୁଆରେ ପଡ଼ିଛି ଅଖିଳେଶ ଯାଦବଙ୍କ ପାର୍ଟି। ଉତ୍ତରପ୍ରଦେଶର କନ୍ନୌଜରେ କର୍ମୀ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ହେବା ପରେ ପୂରା ଜିଲ୍ଲା ସଙ୍ଗଠନକୁ ଭାଙ୍ଗି ଦେଇଛି ସମାଜବାଦୀ ପାର୍ଟି। ଏଥିସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କନ୍ନୌଜରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ […]

1 min read

ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ : ରାଜନାଥ

ଦୁଶାନବେ:  ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ରାଜନାଥ କହିଛନ୍ତି ଯେ, ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ। ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହିତ ଦେଶ ଦେଶ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଆତଙ୍କବାଦକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ସମର୍ଥନ କିମ୍ବା ନିରାପଦ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଆତଙ୍କବାଦର ସମଗ୍ର […]

1 min read

ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଭାରତ

ନୂଆଦିଲ୍ଲୀ :  ଲଦାଖ ପ୍ରସଙ୍ଗରେ ଚାଇନାକୁ କାଉଣ୍ଟର କଲା ଭାରତ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ନୂଆଦିଲ୍ଲୀ। ଭାରତ ସରକାର ଲଦାଖର ୨୮ଟି ରଣନୀତିକ ସ୍ଥଳ ଓ ଭୌଗଳିକ ବିଶେଷତ୍ୱକୁ ଅଧିକୃତ ମାନଚିତ୍ରରେ ସ୍ଥାନିତ କରିଥିବାରୁ ଏହା ବିରୋଧରେ ସ୍ୱର ଉଠାଇଥିଲା ଚାଇନା। ଏହାର ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି।  ସରକାର ଲଦାଖ ପ୍ରଶାସନ ସହ ଆଲୋଚନା କରି ୨୮ଟି ସ୍ଥାନକୁ ସେଗୁଡ଼ିକ ବିଶେଷତ୍ୱ ଅନୁସାରେ […]

1 min read

ଆମକୁ F-35 ପାଖକୁ ଯିବାକୁ ଦିଆଯାଉନି :ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପଞ୍ଚମ ପିଢ଼ିର ୟୁଏସ F-35 ଯୁଦ୍ଧ ବିମାନକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଭାରତକୁ ବିକ୍ରୟ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଆମେରିକାର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଏହି ଯୁଦ୍ଧ ବିମାନ ପାଖକୁ ଯିବାକୁ ଦିଅନ୍ତି ନାହିଁ। ୟୁଏସ ପ୍ରଶାନ୍ତ ମହାସାଗରୀୟ ବାୟୁସେନା କମାଣ୍ଡର ଜେନେରାଲ କେଭିନ ସ୍ନାଇଡରଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏହି ମନ୍ତବ୍ୟ […]

1 min read

ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାସାଙ୍ଗରେ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ

ଚେନ୍ନାଇ : ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ ରେଳ, ମେଟ୍ରୋ, ରାଜପଥ, ବନ୍ଦର, ପେଟ୍ରୋଲିୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ସେ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧୩ ହଜାର କୋଟି ଟଙ୍କା। ମୋଦି କହିଛନ୍ତି, ତାମିଲନାଡୁକୁ ଏକ […]