Browsing Tag

SOLAR ECLIPSE

୨ ଅଗଷ୍ଟରେ ଆକାଶରେ ବିରଳ ଦୃଶ୍ୟ! ଏକାଠି ଦେଖାଯିବ ୬ ଗ୍ରହ, ସୂର୍ଯ୍ୟୋପରାଗ ଓ ଉଲ୍‌କାପାତ

ୱାଶିଂଟନ, ୧୦ ଅଗଷ୍ଟ: ଆସନ୍ତା ୧୨ ଅଗଷ୍ଟରେ ମହାକାଶ ପ୍ରେମୀଙ୍କ ପାଇଁ ରହିଛି ଏକ ବିଶେଷ ଦିନ। ୨୪ ଘଣ୍ଟା ମଧ୍ୟରେ ଆକାଶରେ ଏକାଧିକ ଉଲ୍ଲେଖନୀୟ ମହାକାଶୀୟ ଘଟଣା ଦେଖିବାକୁ ମିଳିବ। ସୂର୍ଯ୍ୟୋଦୟ ପୂର୍ବରୁ ଆକାଶରେ ବୃହଷ୍ପତି, ବୁଧ, ମଙ୍ଗଳ, ଶନି, ୟୁରାନସ୍‌ ଓ ନେପ୍‌ଚୁନ—ଏହି ୬ଟି ଗ୍ରହ
Read More...