1 min read

ବନ୍ଦେ ମାତରମ୍‌କୁ ନେଇ କଂଗ୍ରେସର ବଡ଼ ନିଷ୍ପତ୍ତି, ୧୯୩୭ ଆଭିମୁଖ୍ୟ ଦୋହରାଇଲା ଦଳ

ନୂଆଦିଲ୍ଲୀ, ୧୯ା୮: ‘ବନ୍ଦେ ମାତରମ୍‌’କୁ ନେଇ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବୁଧବାର ହୋଇଥିବା ବୈଠକରେ ଦଳ ୧୯୩୭ ମସିହାର ନିଷ୍ପତ୍ତିକୁ ଆଧାର କରି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ‘ବନ୍ଦେ ମାତରମ୍‌’ର ପ୍ରଥମ ଦୁଇଟି ପଦ ଗାନ କରିବା ନେଇ ନିଷ୍ପତ୍ତି ନେଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୧୯୩୭ରେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ଗୃହୀତ […]

1 min read

ଭୋପାଳ ବାର ଆସୋସିଏସନ୍‌ରେ ମହତାବଙ୍କୁ ସମ୍ବର୍ଦ୍ଧନା, ରାଜଭାଷା ନେଇ ଆଲୋଚନା

ଭୋପାଳ, ୧୯।୮: ଭୋପାଳ ବାର ଆସୋସିଏସନ୍‌ ପକ୍ଷରୁ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ସମସାମୟିକ ଆଇନଗତ ପ୍ରସଙ୍ଗ ଏବଂ ନ୍ୟାୟାଳୟଗୁଡ଼ିକରେ ରାଜଭାଷାର ଅଧିକ ବ୍ୟବହାର ନେଇ ଫଳପ୍ରସୂ ଆଲୋଚନା ହୋଇଥିବା ମହତାବ ସୋସିଆଲ ମିଡିଆରେ ଜଣାଇଛନ୍ତି। ଭାଷା ଓ ସଂଳାପ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇନ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ବୋଧଗମ୍ୟ କରିବାରେ […]

1 min read

୫ ଦିନ ପରେ ମିଳିଲେ ନିଖୋଜ ବ୍ୟକ୍ତି, ତାଳଗଛକୁ ଆଶ୍ରୟ କରି ବଞ୍ଚିଥିଲେ

ଧାମନଗର, ୧୯/୮: ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ୫ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ବନ୍ୟାପାଣି ମଧ୍ୟରେ ଏକ ତାଳଗଛକୁ ଆଶ୍ରୟ କରି ସେ ଦୀର୍ଘ ୫ ଦିନ ଧରି ରହିଥିଲେ। ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଚାଲିଛି। ଧାମନଗର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। […]

1 min read

ହାସିନା ପ୍ରସଙ୍ଗରେ ଅଟକିଲା ତାରେକଙ୍କ ଭାରତ ଗସ୍ତ!

ନୂଆଦିଲ୍ଲୀ, ୧୯/୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରେକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଜାରି ରହିଛି। ଭାରତରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଏବେ ଏହି ଗସ୍ତରେ ପ୍ରମୁଖ ବାଧା ଭାବେ ଉଭା ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତାରେକଙ୍କ ଭାରତ ଗସ୍ତ ପାଇଁ ଏକ ଅନୁକୂଳ କୂଟନୈତିକ ପରିବେଶ ଆବଶ୍ୟକ। ଏହା ସହ ଶେଖ ହାସିନାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ବାଂଲାଦେଶକୁ ଫେରାଇବା ପ୍ରସଙ୍ଗରେ […]

1 min read

ଶାରଳା ପୁରସ୍କାର ପାଇବେ କବି ଆଶୁତୋଷ ପରିଡ଼ା

ଭୁବନେଶ୍ୱର, ୧୯/୮: ଓଡ଼ିଆ ସାହିତ୍ୟ ଜଗତରେ ଖୁସିର ଖବର। ବିଶିଷ୍ଟ କବି ଓ ସାହିତ୍ୟିକ ଆଶୁତୋଷ ପରିଡ଼ାଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ଶାରଳା ପୁରସ୍କାର ପ୍ରଦାନ କରାଯିବ। ତାଙ୍କ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି। ୧୯୪୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଆଶୁତୋଷ ପରିଡ଼ା ଓଡ଼ିଆ କବିତା କ୍ଷେତ୍ରରେ ନିଜସ୍ୱ ସ୍ୱର ଓ ଚିନ୍ତନଶୀଳ ରଚନା ପାଇଁ ପରିଚିତ। ସାହିତ୍ୟ ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ତାଙ୍କର […]

1 min read

ଜୁନାଗଡ଼ରେ ଫେକ୍ UPI ଆପ୍‌ ଜରିଆରେ ଠକେଇ: ବଣିକ ସଂଘ ହାତରେ ଅଭିଯୁକ୍ତ, ପୋଲିସର କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼, ୧୯ା୮ : ଜୁନାଗଡ଼ ସହରରେ ନକଲି UPI ଆପ୍‌ ବ୍ୟବହାର କରି ଦୋକାନୀଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବଣିକ ସଂଘର ସଦସ୍ୟମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ୨୦ରୁ ଅଧିକ ଦୋକାନୀଙ୍କୁ ଏଭଳି ଉପାୟରେ ଠକିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ପରେ ନକଲି UPI ଆପ୍‌ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଦୋକାନୀଙ୍କୁ ଦେଖାଉଥିଲେ। ତେବେ ପ୍ରକୃତରେ ଟଙ୍କା […]

1 min read

କିଡ୍‌ନି ଷ୍ଟୋନ୍‌ ହେଲେ ପୁରୁଷଙ୍କଠାରେ ଦେଖାଯାଏ ଏହି ଲକ୍ଷଣ, କେବେ ଯିବେ ଡାକ୍ତରଙ୍କ ପାଖକୁ?

ନୂଆଦିଲ୍ଲୀ: କିଡନୀ ଷ୍ଟୋନ୍‌ ବା ବୃକ୍କ ପଥର ସମସ୍ୟା ପୁରୁଷଙ୍କଠାରେ ବିଭିନ୍ନ ଲକ୍ଷଣ ସୃଷ୍ଟି କରିପାରେ। ପଥରର ଆକାର, ଏହା କେଉଁଠି ଅଟକିଛି ଏବଂ ପରିସ୍ରା ଚଳାଚଳରେ କେତେ ମାତ୍ରାରେ ବାଧା ସୃଷ୍ଟି ହେଉଛି, ତାହା ଅନୁସାରେ ଲକ୍ଷଣର ତୀବ୍ରତା ଭିନ୍ନ ହୋଇଥାଏ। ସାଧାରଣତଃ କିଡନୀରୁ ପଥର ୟୁରେଟର୍‌କୁ ଖସିବା କିମ୍ବା ପରିସ୍ରା ପ୍ରବାହରେ ବାଧା ଦେବା ସମୟରେ ଲକ୍ଷଣ ସ୍ପଷ୍ଟ ହୋଇଥାଏ। ହଠାତ୍‌ ତଳ ପିଠି କିମ୍ବା ପାର୍ଶ୍ୱରେ ଯନ୍ତ୍ରଣା କିଡନୀ ଷ୍ଟୋନ୍‌ର ଏକ ପ୍ରମୁଖ […]

1 min read

ରୋଜମେରି ତେଲରେ କେଶ ବଢ଼େ କି? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ରୋଜମେରି ତେଲ କେଶ ଝଡ଼ିବା କମାଇବା ଓ କେଶ ବଢ଼ାଇବାରେ ସାହାଯ୍ୟ କରେ ବୋଲି ଅନେକ ଦାବି ଦେଖିବାକୁ ମିଳେ। ଏପରିକି କେତେକ ପୋଷ୍ଟରେ ଏହାକୁ ମିନୋକ୍ସିଡିଲ୍‌ ସହ ତୁଳନା କରାଯାଉଛି। ତେବେ ରୋଜମେରି ତେଲ ବାସ୍ତବରେ କେତେ ପ୍ରଭାବଶାଳୀ? ବେଙ୍ଗାଲୁରୁର ଡର୍ମାଟୋଲୋଜିଷ୍ଟ ଡା. ସନ୍ଦୀପ ମହାପାତ୍ରଙ୍କ ଅନୁସାରେ, ରୋଜମେରି ତେଲର କେଶ ସ୍ୱାସ୍ଥ୍ୟ ପାଇଁ କିଛି ବୈଜ୍ଞାନିକ ଆଧାର ରହିଛି। ତେବେ ଏହାକୁ ‘ମିରାକଲ୍‌ କ୍ୟୁର୍‌’ ବୋଲି ଧରିନେବା ଠିକ୍‌ ନୁହେଁ। […]

1 min read

ଦିନେ କାଶ ଔଷଧ ଭାବେ ବିକ୍ରି ହେଉଥିଲା ହେରୋଇନ୍‌!

ନୂଆଦିଲ୍ଲୀ: ଆଜି ହେରୋଇନ୍‌କୁ ଏକ ଅତ୍ୟନ୍ତ ନିଶାଦ୍ରବ୍ୟ ଭାବେ ଜଣାଯାଏ। କିନ୍ତୁ ଚିକିତ୍ସା ଇତିହାସର ଏକ ସମୟରେ ଏହାକୁ କାଶର ଔଷଧ ଭାବେ ବ୍ୟବହାର କରାଯାଉଥିଲା। ବିଶେଷକରି ଯକ୍ଷ୍ମା (TB) ଓ ନିମୋନିଆରେ ହେଉଥିବା ତୀବ୍ର କାଶକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରମାନେ ଏହା ଦେଉଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ TB ଓ ନିମୋନିଆ ଭଳି ରୋଗ ଅତ୍ୟନ୍ତ ମାରାତ୍ମକ ଥିଲା। ସେତେବେଳେ ଆଜିର ଭଳି ଆଣ୍ଟିବାୟୋଟିକ୍‌ ଓ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ନଥିଲା। ଲଗାତାର […]

1 min read

SBI Clerk 2026: ୯,୭୬୬ ପଦବୀ ପାଇଁ ନିଯୁକ୍ତି, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ପକ୍ଷରୁ ଜୁନିୟର ଆସୋସିଏଟ୍‌ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପାଇଁ SBI Clerk Recruitment 2026 ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଭିଯାନରେ ମୋଟ ୯,୭୬୬ଟି ପଦବୀ ରହିଛି। ଏଥିରେ ୭,୬୮୦ଟି ନିୟମିତ ଏବଂ ୨,୦୮୬ଟି ବ୍ୟାକଲଗ୍‌ ପଦବୀ ସାମିଲ ଅଛି। ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧, ୨୦୨୬ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୩୧, ୨୦୨୬। ଶିକ୍ଷାଗତ ଯୋଗ୍ୟତା […]