job news
SBI Clerk 2026: ୯,୭୬୬ ପଦବୀ ପାଇଁ ନିଯୁକ୍ତି, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପକ୍ଷରୁ ଜୁନିୟର ଆସୋସିଏଟ୍ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପାଇଁ SBI Clerk Recruitment 2026 ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଭିଯାନରେ ମୋଟ ୯,୭୬୬ଟି ପଦବୀ ରହିଛି। ଏଥିରେ ୭,୬୮୦ଟି ନିୟମିତ ଏବଂ ୨,୦୮୬ଟି ବ୍ୟାକଲଗ୍ ପଦବୀ ସାମିଲ ଅଛି। ଅନଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧, ୨୦୨୬ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୩୧, ୨୦୨୬। ଶିକ୍ଷାଗତ ଯୋଗ୍ୟତା […]
