1 min read

ଇଂଲଣ୍ଡରେ ସଙ୍କଟଜନକ ସ୍ଥିତି: ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ଘୋଷଣା, ଜଳ ବ୍ୟବହାର ଉପରେ କଟକଣା

ଲଣ୍ଡନ, ୨୯ ଜୁଲାଇ: ଅତିମାତ୍ରାରେ କମ୍ ବର୍ଷା ଏବଂ ଅପ୍ରତ୍ୟାଶିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଇଂଲଣ୍ଡର ୫୦ ପ୍ରତିଶତରୁ ଅଧିକ ଭୂଭାଗରେ ଆଧିକାରିକ ଭାବେ ‘ମରୁଡ଼ି’ (Drought) ଘୋଷଣା କରାଯାଇଛି। ୟୁକେ ସରକାରଙ୍କ ‘ଏନଭାୟରନମେଣ୍ଟ ଏଜେନ୍ସି’ (Environment Agency) ବୁଧବାର ଏହି ଜରୁରୀ ସୂଚନା ଦେଇଛନ୍ତି। ଚଳିତ ଜୁଲାଇ ମାସଟି ଦେଶର ଇତିହାସରେ ସବୁଠାରୁ ଶୁଷ୍କ ମାସ ଭାବେ ରେକର୍ଡ କରିବାକୁ ଯାଉଥିବା ବେଳେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ […]

1 min read

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ମୁକ୍ତିଲାଭ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

ନୂଆଦିଲ୍ଲୀ / ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିର୍ମିତ ଆନିମେଟେଡ୍ ଚଳଚ୍ଚିତ୍ର “ମହାପ୍ରଭୁ ଜଗନ୍ନାଥ”ର ମୁକ୍ତିଲାଭ (ରିଲିଜ୍) ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ ମନା କରିଦେଇଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଆର୍. ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି । “କଳା କୃତି ଉପରେ କୋର୍ଟ ବିଚାରପତି ସାଜି ନିଷ୍ପତ୍ତି ଶୁଣାଇପାରିବେ ନାହିଁ” ବୋଲି ଶୀର୍ଷ ଆଦାଲତ କହିଛନ୍ତି । ଅଦାଲତ […]

1 min read

IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି କିଏ? ପରୀକ୍ଷା ସଂସ୍କାର ଟାସ୍କଫୋର୍ସ ସଦସ୍ୟଙ୍କୁ ‘ଗୋମୂତ୍ର ବିଶେଷଜ୍ଞ’ କହି କଟାକ୍ଷ କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : National Testing Agency (NTA) ର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଇନଫୋସିସ୍‌ ସହ-ସଂସ୍ଥାପକ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ସ୍ଥାନ ପାଇଛନ୍ତି IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି। ତେବେ ତାଙ୍କ ସାମିଲକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଦେଇଥିବା ବକ୍ତବ୍ୟ ପରେ ସଂସଦରୁ ରାଜପଥ ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ବିବାଦ। […]

1 min read

ଲଘୁଚାପ ଜନିତ ଲଗାଣ ବର୍ଷା, ପନିପରିବା ଫସଲ ନଷ୍ଟ, ବଜାରରେ ପରିବା ଦର ଆକାଶ ଛୁଆଁ

ଭାପୁର, ୨୮/୭(ପିପିଏସ): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଛି। ଆଜକୁ ପ୍ରାୟ ୧୨ ଦିନରୁ ଉର୍ଦ୍ଧ ହେବ ପ୍ରତ୍ୟେକ ଦିନ ନୟାଗଡ ଜିଲ୍ଲା ଭାପୁର ବ୍ଳକ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ସୋମବାର ରାତିରୁ ଲଗାତର ଭାବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲୋକମାନେ ବର୍ଷାରେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଯୁଆଡେ ଚାହିଁବ ଖାଲି ଜଳମୟ। ଲଗାଣ ବର୍ଷା ଯୋଗୁ ପନିପରିବା ଫସଲ ଯଥା […]

1 min read

ସୁପରଷ୍ଟାର ପ୍ରଭାସଙ୍କ ‘ସ୍ପିରିଟ’: କ୍ୟାଟ୍ରିନା କୈଫଙ୍କ ସ୍ୱତନ୍ତ୍ର କ୍ୟାମିଓ ଓ ତୃପ୍ତି ଡିମରିଙ୍କ ପ୍ରବେଶକୁ ନେଇ ଚର୍ଚ୍ଛା

ହାଇଦ୍ରାବାଦ / ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ସ୍ପିରିଟ’ (Spirit) କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଚର୍ଚ୍ଚିତ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏହି ବିଗ୍-ବଜେଟ୍ ପ୍ରୋଜେକ୍ଟରେ ଏବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାମିଓ (Special Cameo) ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଛା ହେଉଛି। କ୍ୟାଟ୍ରିନା କୈଫଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଫିଲ୍ମ ନିର୍ମାତାମାନେ […]

1 min read

IPL ଟ୍ରେଡ୍‌: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର ଯୋଜନା, ରେସ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ, ୨୮୲୭:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ପୂର୍ବରୁ ଏକ ବଡ଼ ଧରଣର ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଛା ଜୋର୍ ଧରିଛି। ପାଞ୍ଚଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଧିନାୟକ ତଥା ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିବା ପାଇଁ ମନସ୍ଥ କରିଥିବା ଜଣାପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ଚୁକ୍ତି ବିଫଳ ହେବା ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ […]

1 min read

ଅଗଷ୍ଟରୁ ପାର୍ବଣ ଋତୁ ପୂର୍ବରୁ ବଢ଼ିବ ମହଙ୍ଗା ମାଡ଼: ଚା’ଠାରୁ କାର୍‌ ଯାଏଁ ସବୁ ଜିନିଷର ଦର ୬-୮% ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ, ୨୮୲୭: ଆସନ୍ତା ଅଗଷ୍ଟ ମାସରୁ ଉତ୍ସବ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ଏକ ବଡ଼ ଝଟକା। ସକାଳର ଚା’ ନିଶାରୁ ଆରମ୍ଭ କରି କାର୍‌ କିଣିବା ପର୍ଯ୍ୟନ୍ତ—ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଗୃହଉପକରଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ବର୍ଷ ୨୦୨୬ରେ ଏହା କ୍ରମାଗତ ତୃତୀୟ ଥର ପାଇଁ ହେବ, ଯେତେବେଳେ ପ୍ରମୁଖ ଉପଭୋକ୍ତା ସାମଗ୍ରୀ (FMCG) ଓ ନିର୍ମାତା କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। […]

1 min read

ଚୀନ୍‌ର ‘କୃତ୍ରିମ ସୂର୍ଯ୍ୟ’ ପ୍ରକଳ୍ପକୁ ବଡ଼ ସଫଳତା: ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବେଇଜିଙ୍ଗ, ୨୮୲୭: ବିଶ୍ୱବ୍ୟାପୀ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍‌ ଏକ ଯୁଗାନ୍ତକାରୀ ସଫଳତା ହାସଲ କରିଛି। ଦେଶର ଚର୍ଚ୍ଚିତ ‘ଆର୍ଟିଫିସିଆଲ୍ ସନ୍’ (କୃତ୍ରିମ ସୂର୍ଯ୍ୟ) ପ୍ରକଳ୍ପ ପାଇଁ ଚୀନ୍‌ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion Magnet) ନିର୍ମାଣ କରିବା ସହ ଏହାର ସଫଳ ପରୀକ୍ଷଣ ଶେଷ କରିଛି। ୫୮୨ ଟନ୍ ଓଜନବିଶିଷ୍ଟ ଏହି ମ୍ୟାଗନେଟ୍ ଆଗାମୀ ଦିନରେ ବିନା କାର୍ବନ ନିର୍ଗମନରେ ବିପୁଳ ପରିମାଣର ବିଦ୍ୟୁତ୍ ଉତ୍ପାଦନ […]

1 min read

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିକ୍ଷୋଭ, ପୋଲିସ କାର୍ଯ୍ୟାନୁଷ୍ଠାନ ଓ ନାଗରିକ ଅଧିକାର ଉପରେ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮୲୭: ସାମ୍ବିଧାନିକ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ଏବଂ ଆଇନ ଶୃଙ୍ଖଳା ରକ୍ଷା ନାମରେ ପୋଲିସର ଅତ୍ୟାଚାରକୁ ନେଇ ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି (CJI) ସ୍ପଷ୍ଟ କରିଛନ୍ତି ଯେ, ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ। ଏଥିସହିତ, ପୋଲିସ ବଳର ଅତ୍ୟଧିକ ଓ ବେଆଇନ ପ୍ରୟୋଗ ନେଇ ଅଭିଯୋଗ […]

1 min read

ଖରାପ ପାଗ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା

ଭଦ୍ରକ, ୨୮୲୭: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଜିଲ୍ලାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ୍) ସ୍କୁଲ୍ ପାଇଁ ସମାନ […]