Prajatantra
ହର୍ନିଆକୁ ଅଣଦେଖା କରନ୍ତୁନି; ଜୀବନଶୈଳୀର ଏହି ଅଭ୍ୟାସ ବଢ଼ାଇପାରେ ସମସ୍ୟା
ଭୁବନେଶ୍ୱର: ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ଏବଂ ଶାରୀରିକ ଚାପ ଯୋଗୁଁ ହର୍ନିଆ ସମସ୍ୟା ଦେଖାଦେଇପାରେ। ଶରୀରର କୌଣସି ଅଙ୍ଗ ବା ତନ୍ତୁ ପେଶୀର ଦୁର୍ବଳ ସ୍ଥାନ ଦେଇ ବାହାରକୁ ଠେଲି ଆସିଲେ ଏହାକୁ ସାଧାରଣତଃ ହର୍ନିଆ କୁହାଯାଏ। ପେଟର ତଳଭାଗ ଓ ଜଙ୍ଘ ନିକଟ ଅଞ୍ଚଳରେ ଏହା ଅଧିକ ଦେଖାଯାଏ। କେଉଁ ଅଭ୍ୟାସରେ ବଢ଼ିପାରେ ବିପଦ? ଭାରୀ ଜିନିଷ ବାରମ୍ବାର ଉଠାଇବା, ଅତ୍ୟଧିକ ଜୋର ଲଗାଇବା, ଦୀର୍ଘଦିନର କୋଷ୍ଠକାଠିନ୍ୟ ଏବଂ ଲଗାତାର କାଶ ଭଳି ପରିସ୍ଥିତିରେ […]
ସୁପରଷ୍ଟାର ପ୍ରଭାସଙ୍କ ‘ସ୍ପିରିଟ’: କ୍ୟାଟ୍ରିନା କୈଫଙ୍କ ସ୍ୱତନ୍ତ୍ର କ୍ୟାମିଓ ଓ ତୃପ୍ତି ଡିମରିଙ୍କ ପ୍ରବେଶକୁ ନେଇ ଚର୍ଚ୍ଛା
ହାଇଦ୍ରାବାଦ / ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ସ୍ପିରିଟ’ (Spirit) କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଚର୍ଚ୍ଚିତ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏହି ବିଗ୍-ବଜେଟ୍ ପ୍ରୋଜେକ୍ଟରେ ଏବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାମିଓ (Special Cameo) ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଛା ହେଉଛି। କ୍ୟାଟ୍ରିନା କୈଫଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଫିଲ୍ମ ନିର୍ମାତାମାନେ […]
କୁଳ ଖାଉଛି କଳାହାଣ୍ଡିର ୬୩ରୁ ଊର୍ଦ୍ଧ୍ବ ଗାଁ; ବର୍ଷା ଆସିଲେ ଭୟଭୀତ କଳାହାଣ୍ଡି ଜିଲ୍ଲା
ଭବାନୀପାଟଣା, ୨୩/୭: କଳାହାଣ୍ଡି ଜିଲ୍ଲାରେ ବର୍ଷା ଆସିଲେ ଲୋକଙ୍କ ନଦୀ କୁଳିଆ ଗାଁ କଥା ମନେପଡେ । ରାଜନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନଦୀ କୂଳ ଆଡିବନ୍ଧ ପାଇଁ ଆଶ୍ୱାସନା ଓ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ବର୍ଷା ପରେ ଭୁଲିଯାନ୍ତି। ପ୍ରାୟ ୬୩ରୁ ଊର୍ଦ୍ଧ୍ବ ଗାଁର କୂଳ ଖାଉଥିବା ଯୋଗୁଁ ସେମାନଙ୍କ ସ୍ଥିତି ହରାଇବା ଆଶଙ୍କା ରହିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଉଦନ୍ତୀ ନଦୀ କୂଳରେ ଥିବା ଗୋଲାମୁଣ୍ଡା ବ୍ଲକର […]
ଆଜିର ରାଶିଫଳ (ତା୧୨୵୦୭୵୨୦୨୬ରିଖ)
ମେଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ବୃଷ: ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ମିଥୁନ: କୌଣସି ଶୁଭ ଖବର ମିଳିପାରେ। ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଭଲ। କର୍କଟ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଧୈର୍ଯ୍ୟର ସହ କାମ କଲେ ସଫଳତା ମିଳିବ। ସିଂହ: ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। […]
ବିଲରେ ପଶିବାରୁ ଷଣ୍ଢକୁ କଟୁରିରେ ହାଣି ହତ୍ୟା
କେନ୍ଦ୍ରାପଡ଼ା, ୧୧୵୭(ଉଦୟ): ବିଲରେ ପଶି ଧାନ ତଳି ଖାଇଯିବା ଭଳି ଏକ ସାଧାରଣ କଥାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅମାନୁଷିକ କାଣ୍ଡ। ବିଲରେ ଷଣ୍ଢ ପଶିବାରୁ ଉତ୍କ୍ଷିପ୍ତ ହୋଇ ଜଣେ ଅବସରପ୍ରାପ୍ତ ସୈନିକ ଗୋଟିଏ ଷଣ୍ଢକୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଷଣ୍ଢକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ତପ୍ତରତା ଦେଖାଇ ଅଭିଯୁକ୍ତ ପୂର୍ବତନ ସୈନିକଙ୍କୁ ଗିରଫ କରି କୋର୍ଟ […]
ବର୍ଷା ଦିନେ ବଢ଼ୁଛି ସାପ ଭୟ; କିପରି ପାଇବେ ମୁକ୍ତି?
ଜୀବନଚର୍ଯ୍ୟା ରିପୋର୍ଟ (ଉଦୟ): ମୌସୁମୀ ଆଗମନ ସହ ରାଜ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯାଇଛି। ବର୍ଷା ହେବା ମାତ୍ରେ ପ୍ରକୃତି ସବୁଜ ସୁନ୍ଦର ଦେଖାଯାଉଥିଲେ ବି ଏହି ଦିନରେ ଘର ଭିତରକୁ ବିଭିନ୍ନ ପ୍ରକାରର ପୋକଜୋକ ଏବଂ ବିଷଧର ସାପ ପଶି ଆସିବାର ଆଶଙ୍କା ବହୁତ ବଢ଼ିଯାଏ। ବିଶେଷ କରି ଯେଉଁମାନଙ୍କ ଘର ପାଖରେ ପାର୍କ, ଜଙ୍ଗଲ, ବିଲ, ପୋଖରୀ କିମ୍ବା ନାଳ ରହିଛି, ସେମାନଙ୍କ ପାଇଁ ଏହି ସମସ୍ୟା ଅଧିକ ଜଟିଳ ହୋଇଥାଏ। ଏଭଳି ପରିସ୍ଥିତିରେ […]
ନବରଙ୍ଗପୁରରେ ନିନ୍ଦନୀୟ ଘଟଣା: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର
ନବରଙ୍ଗପୁର, ୧୦।୭ (ବ୍ୟୁରୋ ରିପୋର୍ଟ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତତ୍ପରତା ପ୍ରକାଶ କରି ଜଣେ ନାବାଳକକୁ ଅଟକ ରଖିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖେଳୁଥିବା ସମୟରେ ଘଟିଲା ଅଭାବନୀୟ କାଣ୍ଡ ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ସନ୍ଧ୍ୟା ସମୟରେ […]
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ମୁତୟନ ହେବେ ୧୨ ହଜାର ପୁଲିସ
ପୁରୀ, ୭ⵏ୭(ଉଦୟ): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା–୨୦୨୬କୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରସ୍ତୁତିକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଅନ୍ତିମ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି। ବୈଠକରେ ବିଭିନ୍ନ ବିଭାଗ ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ପର୍ବକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ, ରଥଯାତ୍ରା […]
ପ୍ରଜାତନ୍ତ୍ର ଦୈନିକ ରାଶିଫଳ
୧୨ ଟି ରାଶିର ଆଜିର ରାଶିଫଳ ଏଠାରେ ପ୍ରଦତ୍ତ କରାଗଲା: ବିଶେଷ ସୂଚନା: ସମସ୍ତ ରାଶିଫଳ ଜ୍ୟୋତିର୍ବିଦଙ୍କ ଅନୁସାରେ ଏଥିରେ ପ୍ରଜାତନ୍ତ୍ର ପ୍ରଚାର ସମିତି ର କୌଣସି ଭୂମିକା ନାହିଁ।