prajatantra news
NEET ବିବାଦକୁ ନେଇ ସଂସଦରେ ବିରୋଧୀଙ୍କ ‘କଳା ଦିବସ’ ପାଳନ
ନୂଆଦିଲ୍ଲୀ, ୨୨/୭: NEET ପରୀକ୍ଷାରେ କଥିତ ଅନିୟମିତତା ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବୁଧବାର ସଂସଦରେ INDIA ମେଣ୍ଟର ସାଂସଦମାନେ ‘କଳା ଦିବସ’ ପାଳନ କରିଛନ୍ତି। ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ସାଂସଦ କଳା ପୋଷାକ ପିନ୍ଧି ସଂସଦ ପରିସରକୁ ଆସିଥିଲେ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର, ଝାରଖଣ୍ଡ ମୁକ୍ତି […]
ଓଡ଼ିଶାରେ ୪,୫୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସବୁଜ ସଙ୍କେତ: ସୃଷ୍ଟି ହେବ ୨୨,୮୦୦ରୁ ଅଧିକ ପଦବୀ
ଭୁବନେଶ୍ୱର, ୨୨/୭: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ବେଗବାନ୍ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି’ (SLSWCA) ବୈଠକରେ ୧୧ଟି ଜିଲ୍ଲାରେ ମୋଟ ୪,୫୭୩.୮୭ କୋଟି ଟଙ୍କାର ୨୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୨,୮୭୩ ଜଣଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। […]
ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ, ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍
ଭୁବନେଶ୍ୱର, ୨୨/୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟିବିଚ୍ୟୁତି ଏବଂ ଅନିୟମିତତା ମାମଲାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରାଯାଇଛି। ମାମଲାର ମୁଖ୍ୟ ବିବରଣୀ: ପୁଲିସ ମୁଖ୍ୟାଳୟର ପ୍ରେସ୍ ବିବୃତି: “ଏହି ମାମଲାର ସମ୍ପୂର୍ଣ୍ଣ ନିରପେକ୍ଷ […]
ବର୍ଷା ଦିନେ ବଢ଼ୁଛି ମଶାଙ୍କ ପ୍ରକୋପ? ଆପଣାନ୍ତୁ ଏହି ୭ଟି ସହଜ ଘରୋଇ ଉପାୟ, ରହନ୍ତୁ ସୁରକ୍ଷିତ
ବର୍ଷା ଦିନ ଆସିଲେ ପାଗ ଯେତିକି ମନୋରମ ହୋଇଥାଏ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସେତିକି ବୃଦ୍ଧି ପାଇଥାଏ। ବିଶେଷ କରି ଏହି ଋତୁରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ ଦେଖାଯାଏ, ଯାହା ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ। ତେବେ ବର୍ଷା ଦିନେ ମଶା ଦାଉରୁ ନିଜକୁ ଏବଂ ନିଜ ପରିବାରକୁ କିପରି ସୁରକ୍ଷିତ ରଖିବେ, ଆସନ୍ତୁ ଜାଣିବା କିଛି ସହଜ ଏବଂ ପ୍ରଭାବଶାଳୀ ଉପାୟ: ୧. ଘର ଆଖପାଖରେ […]
ଅଫିସ୍ରେ କାମ ଭିତରେ ପାଣି ପିଇବା ଭୁଲି ଯାଉଛନ୍ତି କି? ମସ୍ତିଷ୍କ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ, ଜାଣନ୍ତୁ ୭ଟି ଲକ୍ଷଣ
ଅଫିସ୍ରେ କାମ ଭିତରେ ପାଣି ପିଇବା ଭୁଲି ଯାଉଛନ୍ତି କି? ମସ୍ତିଷ୍କ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ, ଜାଣନ୍ତୁ ୭ଟି ଲକ୍ଷଣ କର୍ମକ୍ଷେତ୍ରରେ କାମର ଚାପ ଏତେ ଥାଏ ଯେ, ଗୋଟିଏ ମିଟିଂରୁ ଅନ୍ୟ ଏକ ମିଟିଂ, କିମ୍ବା ଡେସ୍କରେ ଘଣ୍ଟା ଘଣ୍ଟା ଧରି କାମ କରିବା ଭିତରେ ଅନେକ ସମୟରେ ଆମେ ପାଣି ପିଇବାକୁ ଭୁଲିଯାଉ। କିନ୍ତୁ ଆପଣ ଜାଣନ୍ତି କି, ଆବଶ୍ୟକ ପରିମାଣର ପାଣି ନ ପିଇବା ଦ୍ୱାରା ଏହା ଆପଣଙ୍କ ମସ୍ତିଷ୍କ ଉପରେ […]
ବୌଦ୍ଧ ଗସ୍ତରେ OSSAAT ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l
ବୌଦ୍ଧ, ୨୧/୦୭: ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAST)ର ନିର୍ଦ୍ଦେଶକ ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ […]
ଆଗାମୀ ଅଗଷ୍ଟ ମାସରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।
ଭୁବନେଶ୍ୱର, ୨୨/୭: ରାଜ୍ୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ରାଜ୍ୟର ତିନୋଟି ପ୍ରମୁଖ ସହର— ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପରିଦର୍ଶନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରାରମ୍ଭିକ ଖସଡ଼ା ପ୍ରସ୍ତୁତ କରାଯାଇ ଓଡ଼ିଶା ସରକାରଙ୍କୁ […]
ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା; କହିଲେ ଛାତ୍ର-ଛାତ୍ରୀଙ୍କୁ ହାତ ବାରିଶି କରୁଚି ବିରୋଧୀ ଦଳ
ନୂଆଦିଲ୍ଲୀ, ୨୨/୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମୁଦ୍ଦା କରି କଂଗ୍ରେସ ସେମାନଙ୍କୁ ନିଜର ରାଜନୈତିକ ହାତବାରିସି ଭାବେ ବ୍ୟବହାର କରୁଛି ଏବଂ ଗୃହରେ କେବଳ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ ନିଜ ‘ଏକ୍ସ’ (X) ପୋଷ୍ଟରେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଶିରୋନାମା ପାଇଁ […]
RML ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଜେପି ନଡ୍ଡା
ନୂଆଦିଲ୍ଲୀ,୨୧/୭: ରାଜଧାନୀ ଦିଲ୍ଲୀରେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ସଂସଦ ଘେରାଉ ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡ ପରେ ସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବେଳେ, ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାମ ମନୋହର ଲୋହିଆ (RML) ହସ୍ପିଟାଲ ପରିଦର୍ଶନ କରି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ନେତା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା RML ହସ୍ପିଟାଲରେ […]
ବର୍ଷାଦିନେ କେମିତି କରିବେ ସୁସ୍ୱାଦୁ ପାଳଙ୍ଗ ପକୁଡ଼ି? ଜାଣନ୍ତୁ ସହଜ ରେସିପି
ଭୁବନେଶ୍ୱର, ୨୧/୭: ବର୍ଷା ଦିନରେ ଗରମାଗରମ ପାଳଙ୍ଗ ପକୁଡ଼ି ସହ ଏକ କପ୍ ଚା’ର ମଜା ନିଆରା। ଘରେ ଥିବା ସାଧାରଣ ସାମଗ୍ରୀରେ ଆପଣ ଅତି ସହଜରେ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଆବଶ୍ୟକ ସାମଗ୍ରୀ ପାଳଙ୍ଗ ଶାଗ – ୨ କପ୍ (ଧୋଇ କଟା)ବେସନ – ୧ କପ୍ଚାଉଳ ଗୁଣ୍ଡ – ୨ ଚାମଚକଟା ପିଆଜ – ୧ଟିକଞ୍ଚା ଲଙ୍କା – ୨ଟିଅଦା ବଟା – ୧ ଚାମଚଜିରା – ୧/୨ ଚାମଚଲଙ୍କା ଗୁଣ୍ଡ […]
