Odia news latest
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍
ନୂଆଦିଲ୍ଲୀ: ନିଶା ପାଇଁ କଫ୍ ସିରପ୍ର ଦୁରୁପଯୋଗ ବଢ଼ୁଥିବା ଅଭିଯୋଗ ମଧ୍ୟରେ ଏହାର ବିକ୍ରୟ ଉପରେ ନିୟମ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ୍ ସିରପ୍ ଭଳି ପ୍ରେସକ୍ରିପସନ୍ ଔଷଧ ବିକ୍ରି ନହେବା ନିଶ୍ଚିତ କରିବାକୁ ଔଷଧ ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରସ୍ତୁତ କେତେକ କଫ୍ ସିରପ୍ ପିଲାମାନଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ବ୍ୟବହାରକୁ ରୋକିବା ସହ ଔଷଧର […]
ଆଜିର ରାଶିଫଳ — ୧୭ ସେପ୍ଟେମ୍ବର ୨୦୨୬
ମେଷ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଧୁରା କାମ ସାରିବାକୁ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ: ଆର୍ଥିକ ଦିଗରେ ଆଶ୍ୱସ୍ତି ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ମିଳିପାରେ। ମିଥୁନ: ଆଜି ଯୋଗାଯୋଗ ଓ ଆଲୋଚନାରେ ଲାଭ ମିଳିବ। ଚାକିରିରେ ନୂଆ ପ୍ରସ୍ତାବ ଆସିପାରେ। ତରବରିଆ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ। କର୍କଟ: ଘରୋଇ ଦାୟିତ୍ୱ ବଢ଼ିପାରେ। ପୁରୁଣା ଆର୍ଥିକ ଚିନ୍ତା କିଛି ମାତ୍ରାରେ କମିବ। ନିଜ ଯୋଜନାକୁ […]
ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ
ରାଉରକେଲା: ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବା ପାଇଁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପିତ ହୋଇଥିଲା ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର। ହେଲେ ଏବେ ଏହାର ଅବସ୍ଥା ଶୋଚନୀୟ। ଡାଏରି ଫାର୍ମ ନିକଟ ପ୍ରାୟ ୨ ଏକର ଜମିରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ନିର୍ମିତ ଶୀତଳଭଣ୍ଡାରର ଭୂତକୋଠି ପାଲଟିଛି। ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କେତେକ ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଗୋଦାମ ଗୃହର ଝରକା, କବାଟ ଏପରିକି ଟାଇଲ୍ ଚଟାଣକୁ ମଧ୍ୟ […]
ଆଜିର ରାଶିଫଳ
ମେଷ ଆଜି ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଜମି କିମ୍ବା ଗାଡ଼ି ସମ୍ବନ୍ଧୀୟ ମାମଲା ଥିଲେ ଅନୁକୂଳ ଖବର ମିଳିପାରେ। ବୃଷ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିଲେ ସଫଳତା ମିଳିବ। ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିପାରିବେ। ମିଥୁନ ପ୍ରେମ ସମ୍ପର୍କରେ ଭଲ ପରିବର୍ତ୍ତନ ଆସିପାରେ। ଛାତ୍ରଛାତ୍ରୀ ଓ ଯୁବବର୍ଗ ନିଜ ସଫଳତାକୁ ନେଇ ଆତ୍ମବିଶ୍ୱାସୀ ରହିବେ। ନୂଆ […]
ଆଜିର ରାଶିଫଳ
♈ ମେଷ ଆଜି ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି। ଚାକିରିରେ ନିଜ ଦକ୍ଷତା ପ୍ରମାଣ କରିବେ। ଅଧିକ ଦାୟିତ୍ୱ ମିଳିଲେ ମଧ୍ୟ ଆତ୍ମବିଶ୍ୱାସର ସହ କାମ କରିପାରିବେ। ଆର୍ଥିକ ଦିଗରେ ଅପ୍ରତ୍ୟାଶିତ ଲାଭ ହୋଇପାରେ। ♉ ବୃଷ ଘରୋଇ ମାମଲାରେ ଆଜି ଆପଣଙ୍କ ନିଷ୍ପତ୍ତି ଗୁରୁତ୍ୱ ପାଇବ। ଜମି, ଘର କିମ୍ବା ସମ୍ପତ୍ତି ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରେ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିବ। ଖର୍ଚ୍ଚ ଉପରେ ନଜର ରଖନ୍ତୁ। ♊ ମିଥୁନ […]
ନୂଆଁଖାଇ: ପଶ୍ଚିମ ଓଡ଼ିଶାର ଏକତା ଓ ଭାଇଚାରାର ମହାପର୍ବ
ପୁରୁଣା ସମୟରେ ଦେବଦେବୀଙ୍କ ଉପାସନା ଓ ଆନନ୍ଦ ପ୍ରକାଶର ପରମ୍ପରା ଆଦିମ ସଭ୍ୟତାରୁ ରହିଆସିଛି। ସମୟ ବଦଳିବା ସହ ଏହାର ରୂପ ମଧ୍ୟ ବଦଳିଛି। ଏହି ପରମ୍ପରାର ଏକ ଅନନ୍ୟ ରୂପ ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ। ଏହାକୁ ନବାନ୍ନ ଭକ୍ଷଣର ପର୍ବ ମଧ୍ୟ କୁହାଯାଏ। ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ଦିନ ମହାସମାରୋହରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରାଯାଏ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପରିବାର ଏହି […]
ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ
ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ। ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ […]
ବର୍ଷା ଆସିଲେ ତେଲେନଡିହିବାସୀଙ୍କ ଦୁର୍ଦ୍ଦଶା: ନଦୀରେ ପାଣି, ବନ୍ଦ ହୋଇଯାଏ ଯାତାୟାତ
ସୁନ୍ଦରଗଡ଼: ପଚିଶ ଫୁଟ୍ରୁ ଅଧିକ ଉଚ୍ଚ ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ। ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରାନ୍ତି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହି ନଦୀ ପାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ବର୍ଷା ଦିନର ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଏହି ଗାଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ଏମ୍ସିଏଲ୍ ଅଧିକୃତ ଅଞ୍ଚଳରେ ରହିଛି। ଏମ୍ସିଏଲ୍ ଅଧିକୃତ […]
ଧାନ କ୍ଷେତରେ ରୋଗପୋକର ଦାଉ, ଉତ୍ପାଦନ ନେଇ ଚାଷୀଙ୍କ ଚିନ୍ତା
ଝାରସୁଗୁଡ଼ା, (ହି.ସ.) – ଚଳିତ ଖରିଫ ଋତୁରେ ଝାରସୁଗୁଡ଼ା ଜିଲ୍ଲାର ଧାନ ଚାଷ ଉପରେ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର ବର୍ଷା, ମେଘୁଆ ପାଗ ଏବଂ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଅନେକ ଅଂଚଳରେ ଧାନ ଗଛ ହଳଦିଆ ପଡ଼ିବା ସହ ଚକଡ଼ା ଓ ଗଣ୍ଠି ପୋକ ଭଳି କୀଟର ପ୍ରାଦୁର୍ଭାବ ଦେଖାଦେଇଛି। ଏହା ଧାନ ଫସଲର ବୃଦ୍ଧି ଓ ଆଗାମୀ ଉତ୍ପାଦନ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। କୋଲାବିରା […]
ଖଣିଜ ପାଣ୍ଠିରୁ ବିକାଶ କାମ, ବ୍ୟୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ
ଯାଜପୁର, (ପିପିଏସ୍): ଯାଜପୁର ଜିଲ୍ଲାର ଖଣିଜ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ଖଣିଜ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବ୍ୟୟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ତେବେ କେତେକ ପ୍ରକଳ୍ପର ଆବଶ୍ୟକତା, କାର୍ଯ୍ୟାନ୍ୱୟନ ଓ ବ୍ୟୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ଡ୍ରେନେଜ୍, ବନ୍ୟା ନିୟନ୍ତ୍ରଣ, ନାଳ ପୁନରୁଦ୍ଧାର ଓ ସୁରକ୍ଷା ପ୍ରାଚୀର ଭଳି କାମ ପାଇଁ ଖଣିଜ ପାଣ୍ଠିରୁ […]
