1 min read

ଯାଜପୁର ଜିଲା ରେ ମାନସିକ ଭିନ୍ନକ୍ଷମ ବି ପାଇଛନ୍ତି ହୋମଗାର୍ଡ ଚାକିରି

ଯାଜପୁର (ପିପିଏସ ): ଯାଜପୁର ଜିଲା ସବୁବେଳେ ବିଭିନ୍ନ ଦୁର୍ନୀତି ନେଇ ଚର୍ଚ୍ଚା ରେ ରହିଆସିଛି l ଏବେ କିଛିଦିନ ତଳେ ଲାଇଟ ଦୁର୍ନୀତି ରେ ଭିଜିଲାନ୍ସ ତଦନ୍ତ ସରିନାହିଁ ପୁଣି ହୋମଗାର୍ଡ ନିଯୁକ୍ତି ରେ ଦୁର୍ନୀତି ପ୍ରମାଣ ଆସିଲାଣି l ହୋମଗାର୍ଡ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା  ନେଇ ଗତ ତିନି ଦିନ ତଳେ ଅନେକ ଆଶାୟୀ ପ୍ରାର୍ଥୀ  ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।   ଜୈନିକ ପ୍ରାୟ ୮୦ ପ୍ରତିଶତ ମାନସିକ ଭିନ୍ନକ୍ଷମ ଭତ୍ତା […]

1 min read

ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧାମନଗରରେ ସମୀକ୍ଷା

ଧାମନଗର,୦୬/୦୮() : ଧାମନଗର ଅଞ୍ଚଳର ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ। ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ଼ ଗସ୍ତ ସମୟରେ ବିଭିନ୍ନ ଲୋକ ଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ। ପରେ ଉକ୍ତ ୱାର୍ଡ଼ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର କୁ […]

1 min read

ଛତିଶଗଡ଼ ରୁ ଆସୁଛି ନକଲି ସାର; ଅସ୍ତରଙ୍ଗରେ ୟୁରିଆ କଳାବଜାର, ଦୁଇ ଗୁଣା ଦରରେ ବିକ୍ରି !

ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ […]

1 min read

କମିଶନ ରିପୋର୍ଟ ଫାଇଲ୍ ଗାଏବ ମାମଲା: ପୂର୍ବତନ CMO କର୍ମଚାରୀଙ୍କୁ ୪ ଘଣ୍ଟା ଜେରା

ଭୁବନେଶ୍ୱର, ୫।୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ CMOର ପୂର୍ବତନ ଡେସ୍କ ଅଫିସର ବି.ଏନ୍. ମହାରଣାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ର ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ମହାରଣାଙ୍କ ବାସଭବନରେ ପହଞ୍ଚି ଫାଇଲ୍‌ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ବିଶେଷକରି ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ CMOରେ […]

1 min read

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି ଅଭିଯୋଗ

ଭୁବନେଶ୍ବର, ୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ପାଠ୍ୟପୁସ୍ତକରେ ପୁଣି ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂଶୋଧନ ପରେ ମଧ୍ୟ ବହିରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ବର୍ଣ୍ଣମାଳାରେ ‘ଅ, ଆ’ ବଦଳରେ ‘ଚ’ ଠାରୁ ଆରମ୍ଭ ହୋଇଥିବା ଏବଂ ଏହା ପରେ ‘ଟ, ମ, ଗ, ର’ ରହିଥିବା ନେଇ ପ୍ରଶ୍ନ ଉଠିଛି। ସେହିପରି ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦର ବନାନକୁ ନେଇ ମଧ୍ୟ ଆପତ୍ତି ଉଠିଛି। ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିବା […]

1 min read

ପିଲା କଳିକୁ ନେଇ ହଣାକଟା, ଥାନାରେ ମାମଲା, ଜଣେ ଗିରଫ 

ଭାପୁର, ୦୪/୦୮(ପିପିଏସ): ପିଲା କଳିକୁ ନେଇ ଗୋଟିଏ ପରିବାରର ବାପା ମାଆ, ପୁଅ ହୋହୁ ଏବଂ ଭଉଣୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ଆଣି ଅଟକ ରଖିଛି. ପୋଲିସ ସୂତ୍ରରୁ ପ୍ରକାଶ, ବାଇଗୁଣିଆ ଗ୍ରାମର ପଞ୍ଚୁ ମହାପାତ୍ର(୭୨), ସ୍ତ୍ରୀ ଭାସ୍କର ମହାପାତ୍ର(୬୫), ପୁଅ ରଞ୍ଜନ ମହାପାତ୍ର(୩୩),ବୋହୁ ମିନତୀ ସାହୁ(୨୮) ଏବଂ ଝିଅ ବନିତା ସାହୁ(୩୦) ଗୋଟିଏ ଘରେ ରୁହନ୍ତି. ଝିଅ ବନିତା ଖଣ୍ଡପଡ଼ା ଅଞ୍ଚଳରେ ବିବାହ କରିଥିବା ବେଳେ […]

1 min read

ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନୟାଗଡ଼।, ୪/୮: ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ୬୦ରୁ ଅଧିକ […]

1 min read

ଜନନୀ ଗୌରବ ପରିଷଦର ସାମ୍ବାଦିକ ସମ୍ମିଳନୀ

ଧାମନଗର,୦୪/୦୮ : ଧାମନଗରରେ ଦେଖା ଦେଇଥିବା ଗମ୍ଭୀର ବନ୍ୟା ପରିସ୍ଥିତିକୁ ସଫଳତାର ସହିତ ପରିଚାଳନା କରିବା କ୍ଷେତ୍ରରେ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଦକ୍ଷତା ଦେଖାଇଛନ୍ତି। ସେ କହିଥିବା ବିପଦ ବେଳେ ଓଳି ତଳେ ଛିଡ଼ା ହେବି କଥାକୁ ସେ ବନ୍ୟା ଭଳି ବଡ଼ ବିପତ୍ତି ସମୟରେ ପ୍ରମାଣିତ କରିଛନ୍ତି ବୋଲି ମଙ୍ଗଳବାର ଧୂଷୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନନୀ ଗୌରବ ପରିଷଦ ପକ୍ଷରୁ କୁହାଯାଇଛି।ଭଦ୍ରକ ଜିଲ୍ଲା ପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷ ରଞ୍ଜିତା […]

1 min read

ଧୁଷୁରୀରେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ପରେ ମାରଣାନ୍ତକ ଆକ୍ରମଣ, କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଅସୁରାଳି (ପିପିଏସ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ପଞ୍ଚାୟତର ଘୋଡ଼ାସାହି ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ସମୟରେ ମାନସୀ ଆରଣ ଔଷଧ ଆଣିବା ପାଇଁ ଯାଉଥିବା ବେଳେ ବିଚିତ୍ର ଆରଣ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ମାନସୀ ଚିତ୍କାର କରିବା ପରେ ପୂର୍ବରୁ ଲୁଚି ରହିଥିବା ବିରଞ୍ଚି ଆରଣ, ରବୀନ୍ଦ୍ର […]

1 min read

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍‌ଘାଟନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ […]