1 min read

ଭାରତରେ କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା!

ନୂଆଦିଲ୍ଲୀ : ଭାରତରେ କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଦିନେ ଯେଉଁ ଦେଶ ଜନସଂଖ୍ୟା ବିସ୍ଫୋରଣକୁ ନେଇ ଚିନ୍ତିତ ଥିଲା, ଏବେ ସେହି ଦେଶ ସାମ୍ନାରେ ଜନ୍ମହାର ହ୍ରାସ ଓ ବୟସ୍କ ଜନସଂଖ୍ୟା ବୃଦ୍ଧିର ଚ୍ୟାଲେଞ୍ଜ।  ନଭେମ୍ବର ୪ ତାରିଖରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବା ଉପରେ ଥିବା କଟକଣାର ପ୍ରାସଙ୍ଗିକତା ଏବେ ପୁନର୍ବିଚାର ଆବଶ୍ୟକ […]

1 min read

ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରିବୁ : ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ହରିୟାଣା ଗସ୍ତରେ ଅଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରନାଲ୍‌ରୁ ଏକ କିଲୋମିଟର ଯାଏଁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାର ନେତୃତ୍ୱ ନେଇଥିଲେ। ମଞ୍ଚରୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ କଂଗ୍ରେସର ଅରାଜକତା ଏବଂ ତୁଷ୍ଟୀକରଣ ରାଜନୀତି ଏବେ ସମ୍ପୂର୍ଣ୍ଣ ଭାବରେ ଏକ୍ସପୋଜ୍ ହୋଇସାରିଛି। ଦେଶବାସୀ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ଆଜି ଆମର ବିଜେପି ଦ୍ୱାରା […]

1 min read

ବ୍ୟକ୍ତିଙ୍କୁ ଅଟକ ରଖିବାର ୨୪ ଘଣ୍ଟା ମଧ୍ୟରେ ହାଜର କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବ୍ୟକ୍ତିଙ୍କୁ ଅଟକ ରଖିବାର ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ପଡ଼ିବ। ବିଳମ୍ବ ହେଲେ ତାଙ୍କୁ ଛାଡ କରିବାକୁ ପଡ଼ିବ। ଏନେଇ ସୁପ୍ରିମକୋର୍ଟଙ୍କ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯେଉଁଥିରେ ଅଟକ ଏବଂ ଗିରଫ ମଧ୍ୟରେ ରାୟ ଦେଇଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପାଇଁ ୨୪ ଘଣ୍ଟା ସମୟ ଆନୁଷ୍ଠାନିକ ଗିରଫ ସମୟରୁ ନୁହେଁ, ଅଟକ […]

1 min read

ଦୈନିକ ରାଶିଫଳ ୫ ନଭେମ୍ବର ୨୦୨୬, ଗୁରୁବାର

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପୁରୁଣା ବିବାଦର ସମାଧାନ ହୋଇପାରେ। ବୃଷ: ଦିନଟି ଶୁଭଫଳଦାୟକ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ମିଥୁନ: ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଧୈର୍ଯ୍ୟ ରଖନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। କର୍କଟ: ଭାଗ୍ୟର […]

1 min read

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ନ ରଖି ପୁରୁଣା ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର […]

1 min read

୨୦ ଇରାନୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ ମାଛଧରା ଜାହାଜକୁ ଉଦ୍ଧାର କରିଛି, ଯାହାକୁ କିଛି ସପ୍ତାହ ପୂର୍ବେ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ। ଗତ ମାସ ଆରମ୍ଭରେ ‘ଆଜିନି’ ନାମକ ଏହି ଜାହାଜକୁ ଏକ ସଶସ୍ତ୍ର ଜଳଦସ୍ୟୁ ଦଳ ଅପହରଣ କରିଥିଲେ ବୋଲି ମଙ୍ଗଳବାର ନୌସେନା ପକ୍ଷରୁ କୁହାଯାଇଛି। ଏହି ଅପରେଶନର ସଫଳ ସମାପ୍ତି ଫଳରେ ସମସ୍ତ […]

1 min read

ପ୍ରଥମ ମୁସଲିମ୍ ସିନେଟର ଭାବେ ନିର୍ବାଚିତ ହେଲେ ଅବଦୁଲ୍ ଏଲ୍-ସାୟେଦ

ୱାଶିଂଟନ୍: ଆମେରିକା ରାଜନୀତିରେ ସୃଷ୍ଟି ହୋଇଛି ଏକ ନୂତନ ଇତିହାସ। ଆମେରିକା ମିଡଟର୍ମ ନିର୍ବାଚନରେ ମିଚିଗାନ୍ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସିନେଟ୍ ଆସନରୁ ବିଜୟୀ ହୋଇ ଡେମୋକ୍ରାଟିକ୍ ନେତା ଅବଦୁଲ୍ ଏଲ୍-ସାୟେଦ ପ୍ରଥମ ମୁସଲିମ୍ ଆମେରିକୀୟ ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ କଡ଼ା ମୁକାବିଲାରେ ପରାସ୍ତ କରିଛନ୍ତି। ଅବସର ନେଉଥିବା ଡେମୋକ୍ରାଟିକ୍ ସିନେଟର ଗ୍ୟାରୀ ପିଟର୍ସଙ୍କ ସ୍ଥାନ ସେ ଗ୍ରହଣ କରିବେ। ମିଚିଗାନର ଡେଟ୍ରୋଏଟରେ ଜନ୍ମିତ […]

1 min read

ଭାରତ ପାଇଁ ଖୋଲା ଅଛି ହର୍ମୁଜ୍ ଗେଟ୍ : ଇରାନ

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ରଣନୈତିକ ଉତ୍ତେଜନା ଏବଂ ହରମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ କଠୋର କଟକଣା ମଧ୍ୟରେ, ତେହେରାନ ଭାରତକୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଏବଂ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି । ଇରାନ ଏହି ରଣନୈତିକ ସମୁଦ୍ର ମାର୍ଗ ଦେଇ ଜାହାଜ ଚଳାଚଳ ପାଇଁ ଭାରତ, ଚୀନ୍, ଇରାକ ଏବଂ କାତାରକୁ ସ୍ୱତନ୍ତ୍ର ଛାଡ ପ୍ରଦାନ କରିଛି । ବିଶ୍ୱ ଶକ୍ତି ସଙ୍କଟ ଏବଂ ଯୋଗାଣ ଶୃଙ୍ଖଳା ବିଭ୍ରାଟ ନେଇ […]

1 min read

ସପା- କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ଗୋରଖପୁରରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉପରେ ଖୁବ୍ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, କଂଗ୍ରେସ ସପାର ଉଦ୍ଦେଶ୍ୟ ଭାରତ ଏବଂ ସମ୍ବିଧାନକୁ କାଠଗଡ଼ାରେ ଛିଡ଼ା କରିବାରେ ଅଛି । ଯେଉଁ ସାମ୍ବିଧାନିକ ସଂସ୍ଥା ବଳ ଉପରେ ଦେଶର ଲୋକତନ୍ତ୍ର ଛିଡ଼ା ହୋଇଛି ତାକୁ କମଜୋର କରିବାର ଷଡ଼ଯନ୍ତ୍ରକୁ ଗ୍ରହଣ କରାଯାଇପାରିବ ନାହିଁ। ସିଏମ୍ ଯୋଗୀ ସମାଜବାଦୀ ପାର୍ଟିର […]

1 min read

ଜମ୍ମୁ-କାଶ୍ମୀର ରାଜକୁମାରଙ୍କ ରିସେପ୍ସନ୍‌ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାଜପରିବାରର ରାଜକୁମାର ମାର୍ତ୍ତଣ୍ଡ ସିଂହ ଏବଂ ରିଆ ବାଦଲଙ୍କ ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବରାଜ ବିକ୍ରମାଦିତ୍ୟ ସିଂହ ଏବଂ ଚିତ୍ରାଙ୍ଗଦା ରାଜେଙ୍କ ପୁଅ ରାଜକୁମାର ମାର୍ତ୍ତଣ୍ଡ, ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ଜାତୀୟ ଉପସଭାପତି ମନପ୍ରୀତ ସିଂହ ବାଦଲଙ୍କ ଝିଅ ରିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜିତ ହୋଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ […]