1 min read

ରାସ୍ତା ନିର୍ମାଣରେ ମାନ ଓ ଦାୟିତ୍ୱକୁ ନେଇ ପ୍ରଶ୍ନ

ସରକାରୀ ଅର୍ଥରେ ରାସ୍ତା ନିର୍ମାଣ, ମାନକୁ ନେଇ ଉଠିଲା ପ୍ରଶ୍ନ କଳାହାଣ୍ଡି ଜିଲ୍ଲାରେ ସରକାରୀ ଅର୍ଥରେ ଚାଲିଥିବା ରାସ୍ତା ନିର୍ମାଣକୁ ନେଇ କେତେକ ପ୍ରଶ୍ନ ଉଠିଛି। ବିଶେଷକରି ମୁଖିଗୁଡ଼ା–ମହୁଲପାଟଣ ଘାଟ ରାସ୍ତା ନିର୍ମାଣ କାମର ମାନ, ବ୍ୟବହୃତ ସାମଗ୍ରୀ ଓ କାର୍ଯ୍ୟର ଗୁଣବତ୍ତାକୁ ନେଇ ସ୍ଥାନୀୟ ମହଲରେ ଆଲୋଚନା ହେଉଛି। ସୂଚନା ଅନୁସାରେ, ଏହି କାମ ପାଇଁ ପ୍ରାୟ ୨ କୋଟି ୪୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା କୁହାଯାଉଛି। ତେବେ ନିର୍ମାଣ କାର୍ଯ୍ୟରେ ନିର୍ଦ୍ଧାରିତ ମାନଦଣ୍ଡ […]

1 min read

ଗଣେଶଙ୍କ ଜୀବନରୁ ମିଳେ ସଫଳତାର ୫ ସୂତ୍ର

ଆମ ଜୀବନରେ ପର୍ବପର୍ବାଣି ଓ ପୂଜାପାଠର ଏକ ବିଶେଷ ମହତ୍ତ୍ୱ ରହିଛି। ଆମ ଦେବଦେବୀମାନେ କେବଳ ଆସ୍ଥାର ପ୍ରତୀକ ନୁହନ୍ତି, ସେମାନଙ୍କ ଜୀବନ ଓ ପୁରାଣକଥା ମଧ୍ୟ ଆମକୁ ଜୀବନ ଜିଇବାର ଅନେକ ମୂଲ୍ୟବାନ ଶିକ୍ଷା ଦେଇଥାଏ। ଗଣେଶ ପୂଜା ମଧ୍ୟ ଏହିଭଳି ଏକ ପର୍ବ। ଜ୍ଞାନ, ବୁଦ୍ଧି ଓ ବିଚାରଶକ୍ତିର ପ୍ରତୀକ ଭାବେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ତାଙ୍କ ଜୀବନରୁ ପିଲାମାନେ ମଧ୍ୟ ଅନେକ ଶିକ୍ଷା ନେଇପାରିବେ। କର୍ତ୍ତବ୍ୟ ପ୍ରତି ନିଷ୍ଠା ଭଗବାନ ଗଣେଶଙ୍କ […]

1 min read

ବାଲେଶ୍ୱରରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର, ଦୀଘାରେ ଅଟକିଛି STF ତଦନ୍ତ

ବାଲେଶ୍ୱର/ଭୁବନେଶ୍ୱର/କୋଲକାତା, (ପିପିଏସ୍): ବାଲେଶ୍ୱର ଭୋଗରାଇରୁ ୫ଟି ଓରାଙ୍ଗଉଟାନ୍‌ (ବନମଣିଷ) ଉଦ୍ଧାର ଘଟଣାରେ ଏସ୍‌ଟିଏଫ୍‌ର ତଦନ୍ତ ଏବେ ଦୀଘାରେ ଅଟକିଛି। ଦୀଘାର ଏକ ହୋଟେଲ ଓ କଲାଗାଡ଼ିକୁ କେନ୍ଦ୍ର କରି ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଚୋରାଚାଲାଣରେ ହୋଟେଲ ମାଲିକ ବାପ-ପୁଅଙ୍କ ଭୂମିକା ନେଇ ସନ୍ଦେହ ଘନୀଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କାହାରି ଗିରଫଦାରି କିମ୍ବା ଅଟକ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଗତ ୫ ଦିନର ତଦନ୍ତରେ ଏସ୍‌ଟିଏଫ୍‌ ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। […]

1 min read

ଆଜିର ରାଶିଫଳ — ୧୩ ସେପ୍ଟେମ୍ବର ୨୦୨୬

୧୩ ସେପ୍ଟେମ୍ବର ୨୦୨୬ ରବିବାର। ଜ୍ୟୋତିଷ ଗଣନା ଅନୁସାରେ ଏହି ଦିନ ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସହ କିଛି ରାଶି ପାଇଁ କାର୍ଯ୍ୟ, ଅର୍ଥ ଓ ପାରିବାରିକ କ୍ଷେତ୍ରରେ ଭିନ୍ନ ପ୍ରଭାବ ଦେଖାଯାଇପାରେ। ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। ଯାତ୍ରା କିମ୍ବା ଯାନବାହନ ସମ୍ବନ୍ଧୀୟ ଖର୍ଚ୍ଚ ବଢ଼ିପାରେ। ତରବରିଆ ନିଷ୍ପତ୍ତିରୁ ଦୂରେ ରୁହନ୍ତୁ। ବୃଷ: ନିଜ କାର୍ଯ୍ୟକୁଶଳତାରୁ ଆଜି ପ୍ରଶଂସା ପାଇବେ। ପରିବାରର ବଡ଼ମାନଙ୍କ ପରାମର୍ଶ ଉପକାରୀ ହେବ। ଘରୋଇ ଆବଶ୍ୟକତାରେ ଖର୍ଚ୍ଚ ହୋଇପାରେ। ମିଥୁନ: […]

1 min read

ପାଟିରୁ କାହିଁକି ଆସେ ଦୁର୍ଗନ୍ଧ? ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ?

ପାଟିରୁ ଦୁର୍ଗନ୍ଧ: କାହିଁକି ଆସେ ଓ କିପରି ଦୂର କରିବେ? ପାଟିରୁ ଦୁର୍ଗନ୍ଧ ଆସିବା ଏକ ସାଧାରଣ ସମସ୍ୟା, କିନ୍ତୁ ଏହା ଯୋଗୁଁ ଲୋକଙ୍କୁ ଅନେକ ସମୟରେ ଅତି ଅପମାନିତ ହେବାକୁ ପଡ଼ିଥାଏ। ଅନେକ ଲୋକଙ୍କର ଅଭିଯୋଗ ଥାଏ ଯେ ସେମାନେ ପ୍ରତିଦିନ ସକାଳେ ଭଲ ଭାବରେ ବ୍ରଶ୍ କରିଥାନ୍ତି, କିନ୍ତୁ କାହା ସହ କଥା ହେବା ସମୟରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ଦୁର୍ବଳ କରେ ନାହିଁ, ବରଂ ଚିନ୍ତାର କାରଣ […]

1 min read

ଗ୍ଲୋବାଲ ସାଉଥକୁ ନିୟମ ନିର୍ଦ୍ଧାରକ ହେବାକୁ ପଡ଼ିବ: ମୋଦୀ

ନୂଆଦିଲ୍ଲୀ, (ପିପିଏସ): ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଗ୍ଲୋବାଲ ସାଉଥକୁ କେବଳ ନିଷ୍ପତ୍ତିର ପ୍ରଭାବିତ ନୁହେଁ, ବରଂ ‘ନିୟମ ନିର୍ଦ୍ଧାରକ’ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଶନିବାର ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସେ ଏହା କହିଛନ୍ତି। ମୋଦୀ କହିଛନ୍ତି, ବ୍ରିକ୍ସ ବିଶ୍ୱ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି। ଏହି ଗୋଷ୍ଠୀ କାହା ବିରୋଧରେ ନୁହେଁ। ବରଂ ସମସ୍ତ ଦେଶର ସ୍ୱରକୁ ସମାନ ଗୁରୁତ୍ୱ ଦେଇ ସହଯୋଗ […]

1 min read

ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍‌ ଉଦ୍ଧାର: ଅବୈଧ ଚାଲାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, (ପିପିଏସ): ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଛନ୍ତି ଏବଂ […]

1 min read

ଖଣ୍ଡପଡ଼ାରେ ୧୦୫ କୋଟିର ୭ ପ୍ରକଳ୍ପର ଶିଳାନ୍ୟାସ

ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ: ଭର୍ତ୍ତୃହରି ମହତାବ ଭାପୁର/ଖଣ୍ଡପଡ଼ା : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ଭାପୁର ବ୍ଲକର ୫ଟି ପ୍ରକଳ୍ପ ପାଇଁ ମୋଟ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ […]

1 min read

ଆଜିର ରାଶିଫଳ: ୧୨ ରାଶି ପାଇଁ କେମିତି ରହିବ ଦିନ?

ମେଷ: ଆଜି ନୂଆ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ବୃଷ: ଆର୍ଥିକ ଦିଗରୁ ଦିନଟି ଭଲ ରହିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହଯୋଗ ମିଳିବ। ମିଥୁନ: ଆଜି ନିଷ୍ପତ୍ତି ନେବା ସମୟରେ ତରବର ହୁଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍କଟ: ପରିବାର ସହ ଭଲ […]

1 min read

ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା […]