1 min read

କେନ୍ଦୁଝର ଢେଙ୍କିକୋଟରେ ବଡ ଦୁର୍ଘଟଣା

ଟ୍ରଲର ଧକ୍କାରେ ତିନି ଯୁବକଙ୍କର ମୃତ୍ୟୁ ଘଟଗାଁ/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା | ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା |  ଢେଂକିକୋଟରେ ଓବରବ୍ରିଜ […]

1 min read

ଦୁଇ ମହିଳା ସାମାଜିକ କର୍ମୀ ହାତାହାତି

ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଜୟଦେବଭବନ ପାର୍କିଂରେ ଦୁଇ ମହିଳା ସାମାଜିକ କର୍ମୀ ଶୁଭଲକ୍ଷ୍ମୀ ରାଉତ ଓ  ମୋନାଲିସା ମଲ୍ଲିକ ହାତାହାତି ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଅପରାହ୍ନରେ ଜଣେ ମହିଳା ସମାଜସେବୀ ଜୟଦେବଭବନ ପାର୍କିଂରେ ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଅନ୍ୟ ଜଣେ ସମାଜସେବୀ ସେଠାରେ ପହଞ୍ଚିଥିଲେ। ବାଇଟ୍‌ ଦେବାକୁ ତାଙ୍କୁ ମନା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆଜି […]

1 min read

ପରିବା ମାର୍କେଟରେ ନିଆଁ 

ତାଳଚେର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଏବେ  ଓଡ଼ିଶା କାହିଁକି ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶ ଛୁଆଁ , ସତେ ଯେମିତି ପରିବା ସ୍ଵର୍ଗରୁ ଚାଷ ହୋଇ ଆସୁଛି , ପରିବା କଳାବଜାରୀ ଏତେ ବଢ଼ିଛି ଯାହାକୁ ଛୁଇଁବ ୫୦,୬୦, ଟମାଟୋ କେଜି  ୧୦୦ , ବାଇଗଣ କେଜି ୬୦, ଆଳୁରେ ମାତ୍ର ୧୦ ଟଙ୍କା   ମାଇନସ୍ କେଜି ୪୦ , ଲଙ୍କା ୧୦୦  ଟଙ୍କା ଭାଉ ଚାଲିଛି  ,ଭେଣ୍ଡି ,ଝୁଡଙ୍ଗ କେଜି ୫୦ , ପାଞ୍ଚ […]

1 min read

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ୍‌, ଚାଳକ ଗୁରୁତର ୩ ଆହତ

ବ୍ରହ୍ମପୁର,୦୬-୧୦-୨୦୨୪ (ପିପିଏସ) : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଅଟୋ ଚାଳକଜଣଙ୍କ ହେଲେ ପଦ୍ମପୁର ଗ୍ରାମର ବିଜୟ ନାୟକ ଏବଂ ସାମାନ୍ୟ ଆହତ ହୋଇଥିବା ୩ଜଣ ମହିଳା ରଣ୍ଢା ହରିଜନ ସାହିର ବୋଲି ଜଣାପଡିଛି । ସୂଚନା ଅନୁଯାଇ ରବିବାର ସନ୍ଧ୍ୟା […]

1 min read

ଜଗତସିଂହପୁର ସଦର ପୋଲିସର ବଡ଼ ସଫଳତା

ଚଢ଼େଇଗାଁ ଶିବ ମନ୍ଦିର ଚୋରା ଘଟଣା ଫର୍ଧାଫାସ ଜଗତସିଂହପୁର,୦୬-୧୦-୨୦୨୪ (ପିପିଏସ) :   ଆଜି ଜଗତସିଂହପୁର  ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ମାସ ୨୬ତାରିଖ ରାତ୍ରରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତୁମ୍ଭା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଚଢେଇଗା ସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଓ ମାଁ ବୁଢ଼ୀ ବାସୁଲି ମନ୍ଦିର ସମେତ ବିଭିନ୍ନ ମନ୍ଦିର ରୁ ଚୋରିକରି ନେଉଥିବା ଏକ ମନ୍ଦିର ଚୋର ରାକେଟ ର ଫର୍ଦା ଫାସ କରିଛନ୍ତି ଏସପି ଭବାନୀ ଶଙ୍କର ଉଦଗତା। ଡି […]

1 min read

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୢାଗିଂ ଘଟଣା

୧୭ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବ୍ରହ୍ମପୁର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୢାଗିଂ ଘଟଣାକୁ ନେଇ ଶୃଙ୍ଗଳା କମିଟିର ତଦନ୍ତ ପରେ ୧୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଗତ ମାସ ୨୧ ତାରିଖ ରାତିରେ ନୂତନ […]

1 min read

ତେଲ ୧୦୦ ଡଲାର ଛୁଇଁବ!

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ ଆକଳନରେ କୁହାଯାଇଛି। ଗୋଲ୍‌ଡମ୍ୟାନ ସାଚ୍ସ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦ରୁ ୨୦ ଡଲାର ବୃଦ୍ଧି ଘଟିପାରେ।  ଯଦି ଦୈନିକ ୨ […]

1 min read

ଜିଆରଏସ ପଦକୁ ପୁଣି ଫେରାଇନେବା ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ,୦୬-୧୦-୨୦୨୪ (ପିପିଏସ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିବା ଗ୍ରାମରୋଜଗାର ସେବକ(ଜିଆରଏସ)ଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବା ପାଇଁ ୨୦୨୪, ସେପ୍ଟେମ୍ବର ୨୫ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ହାଇକୋର୍ଟ‌ ମାମଲାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ, ଜିଲ୍ଲା […]

1 min read

ଟ୍ରକ୍‌-କଣ୍ଟେନର ଦୁର୍ଘଟଣାଗ୍ରସ୍ତ: ଜଣେ ଡ୍ରାଇଭର ମୃତ, ହେଲପର ଗୁରୁତର

୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ ଟ୍ରକ ଓ ଗୋଟିଏ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। କୁଚିଣ୍ଡା/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ବଡରମା ଘାଟି ତଳ କଦଳିପାଲ ନିକଟରେ ଏକ […]

1 min read

ପାରିବାରିକ ପର୍ବରୁ ସାମାଜିକ ମହୋତ୍ସବ

କଟକରେ ଦୁର୍ଗାପୂଜା ଓ ସୁନାଚାନ୍ଦି ମେଢ଼ କଟକ,୦୬-୧୦-୨୦୨୪ (ପିପିଏସ) : ଓଡ଼ିଶାରେ ଦଶହରାରେ ମୃଣ୍ମୟୀ ପୂଜାର ପରମ୍ପରା ଖୁବ୍‌ ଲୋକପ୍ରିୟ। କିନ୍ତୁ ଏହା ସ୍ବକୀୟ ଉତ୍କଳୀୟ ପରମ୍ପରା ନୁହେଁ। ରାଜ୍ୟର ପ୍ରାଚୀନ ସହର କଟକର ବଙ୍ଗୀୟ ଅଧିବାସୀ ଏହାର ମୂଳଦୂଆ ପକାଇଥିଲେ ବୋଲି କୁହାଯାଏ। ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ବଙ୍ଗରେ ଦୁର୍ଗାପୂଜା ଧନୀ ଜମିଦାରଙ୍କ ପାରିବାରିକ ପର୍ବ ଭାବେ ପାଳନ କରାଯାଉଥିଲା। ତେବେ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ବେଳକୁ ଦୁର୍ଗାପୂଜା ଏକ ଗଣପର୍ବରେ ପରିଣତ ହୋଇ […]