1 min read

ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜକୁ ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଦୃଢ଼ ନିନ୍ଦା କରିଛି

ନୂଆଦିଲ୍ଲୀ, ୨୨/୭: କକ୍ରୋଚ ଜନତା ପାର୍ଟି (ସିଜେପି) ର ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜକୁ ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଦୃଢ଼ ନିନ୍ଦା କରିଛି। ଏହି ଘଟଣାରେ ଅନେକ ଛାତ୍ର ଏବଂ ଆଇନଜୀବୀ ଗୁରୁତର ଆହତ ହୋଇଥିବା ବେଳେ ବାର୍ ଆସୋସିଏସନ ଏହା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ପ୍ରତିକ୍ରିୟା: ମୁଖ୍ୟ ଦାବି: ଏହାବ୍ୟତୀତ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ […]

1 min read

ଆରଆରବି ଟେକ୍ନିସିଆନ୍ ନିଯୁକ୍ତି: ୬,୫୫୭ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ଟେକ୍ନିସିଆନ୍ ଗ୍ରେଡ୍-I ଏବଂ ଟେକ୍ନିସିଆନ୍ ଗ୍ରେଡ୍-III ବର୍ଗରେ ମୋଟ ୬,୫୫୭ଟି ପଦବୀ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଫିସିଆଲ୍ ୱେବସାଇଟ୍‌ରେ ଆବେଦନ କରିପାରିବେ। ପଦବୀ ଓ ଦରମା ବିବରଣୀ: ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା: ଚୟନ ପ୍ରକ୍ରିୟା (Selection Process): ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates):

1 min read

ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ, ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍

ଭୁବନେଶ୍ୱର, ୨୨/୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟିବିଚ୍ୟୁତି ଏବଂ ଅନିୟମିତତା ମାମଲାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରାଯାଇଛି। ମାମଲାର ମୁଖ୍ୟ ବିବରଣୀ: ପୁଲିସ ମୁଖ୍ୟାଳୟର ପ୍ରେସ୍ ବିବୃତି: “ଏହି ମାମଲାର ସମ୍ପୂର୍ଣ୍ଣ ନିରପେକ୍ଷ […]

1 min read

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ: ଆଇସିୟୁ କିମ୍ବା ସର୍ଜରୀ ଖବରକୁ ଖଣ୍ଡନ କଲେ ‘ବିଗ୍ ବି’

ନୂଆଦିଲ୍ଲୀ / ମୁମ୍ବାଇ, ୨୨/୭: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ଓ ଆଶଙ୍କା ଉପରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତାଙ୍କର ଏକ ସମ୍ପ୍ରତିକ ବ୍ଲଗ୍ ପୋଷ୍ଟକୁ ନେଇ ସେ ଆଇସିୟୁରେ ଅଛନ୍ତି କିମ୍ବା ତାଙ୍କର ଅସ୍ତ୍ରୋପଚାର (ସର୍ଜରୀ) ହୋଇଛି ବୋଲି ପ୍ରଶଂସକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥିଲା। ତେବେ ଏହି ସମସ୍ତ ଗୁଜବକୁ ନିଜେ ଅମିତାଭ ବଚ୍ଚନ ସ୍ପଷ୍ଟ କରିବା ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। […]

1 min read

ସୋନମ୍ ୱାଙ୍ଗଚୁକ୍‌ଙ୍କ NEET ଦାବି: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ, ଦାବି ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ, ୨୨/୭: NEET-UG ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ କରିଥିବା ଦାବିକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି କୁହାଯାଇଛି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ। ସୂତ୍ର ଅନୁଯାୟୀ, PMO ଏହା ମଧ୍ୟ ସ୍ପଷ୍ଟ କରିଛି ଯେ NEET ପରୀକ୍ଷା ପରିଚାଳନାରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତା’ର ତଦନ୍ତ କରାଯିବ। ତଦନ୍ତରେ […]

1 min read

 ବିଶ୍ୱର ସର୍ବଶ୍ରେଷ୍ଠ ଫେସନ ସୋ ଲଣ୍ଡନରେ  ପ୍ରଦର୍ଶିତ ହେବ ହାବସପୁରୀ ପାଟ ଓ ସମ୍ବଲପୁରୀ ବସ୍ତ୍ର

ଭବାନୀପାଟଣା/ଜୁନାଗଡ଼, ୨୨/୭: ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାସନ ସୋ “ଲଣ୍ଡନ ଫ୍ୟାଶନ ୱିକ୍” ପାଇଁ ଡିଜାଇନ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନର ମାନଙ୍କ ପ୍ରସ୍ତୁତ ଡିଜାଇନମାନ ଭାଗ ନେଇଥିଲା। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଆନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ୍ ମେହେରଙ୍କ ହାବସପୁରୀ ପାଟ ଶାଢ଼ୀ ପ୍ରଦର୍ଶିତ ପାଇଁ ଚୟନ ହୋଇଛି। ଆସନ୍ତା ନଭେମ୍ବର ୨୧/୨୨ ତାରିଖରେ ନୋଭୋଟେଲ ଲଣ୍ଡନ ହାମର୍‌ସ୍ମିଥ୍ ଠାରେ ଏହି ଫ୍ୟାଶନ […]

1 min read

ବୌଦ୍ଧ ଗସ୍ତରେ OSSAAT ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l

ବୌଦ୍ଧ, ୨୧/୦୭: ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAST)ର ନିର୍ଦ୍ଦେଶକ  ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି  ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ […]

1 min read

ବାଉଁଶୁଣୀ ବାଘନଦୀ ନିକଟରୁ ୯ ଗୋରୁଙ୍କୁ ଉଦ୍ଧାର କଲା ବଜରଙ୍ଗ ଦଳ, ୫ ଚାଲାଣକାରୀ ଅଟକ

ବୌଦ୍ଧ, ୨୨/୭ : ମଙ୍ଗଳବାର ବିଳମ୍ବିତ ରାତି ୧.୧୫ ମିନିଟ୍ ସମୟରେ ଜାତୀୟ ରାଜପଥ ନଂ ୫୭ ର ବାଉଁଶୁଣୀ ବାଘନଦୀ ନିକଟ ବଙ୍ଗଳା ସମ୍ମୁଖରୁ ୯ ଗୋରୁଙ୍କୁ ଉଦ୍ଧାର କରିଛି ବଜରଙ୍ଗ ଦଳ l ଗୋ ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଧରି ଗୋରୁ ସହ ବାଉଁଶୁଣୀ ପୋଲିସକୁ ଜିମା ଦିଆ ଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ୯ ଗୋଟି ଗୋରୁଙ୍କୁ ଚଲାଇ ଚଲାଇ ମନମୁଣ୍ଡା ଆଡକୁ ନିଆଯାଉଥିବା […]

1 min read

ରାଜ୍ୟରେ ଆଉ ୫ ଦିନ ଧୂଆଁଧାର ବର୍ଷା: ଘୂର୍ଣ୍ଣିବଳୟ ପ୍ରଭାବରେ ଅଶାନ୍ତ ପାଣିପାଗ

ଭୁବନେଶ୍ଵର, ୨୨/୭: ଓଡ଼ିଶାରେ ଜାରି ରହିଛି ମୌସୁମୀ ବର୍ଷାର ତାଣ୍ଡବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସହିତ ଦୁଇଟି ମୌସୁମୀ ଟ୍ରଫ୍-ଲାଇନ୍ (Trough lines) ର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ପ୍ରକୋପ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ।ତେବେ ବର୍ତ୍ତମାନ […]

1 min read

ଆଗାମୀ ଅଗଷ୍ଟ ମାସରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।

ଭୁବନେଶ୍ୱର, ୨୨/୭: ରାଜ୍ୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ରାଜ୍ୟର ତିନୋଟି ପ୍ରମୁଖ ସହର— ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପରିଦର୍ଶନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରାରମ୍ଭିକ ଖସଡ଼ା ପ୍ରସ୍ତୁତ କରାଯାଇ ଓଡ଼ିଶା ସରକାରଙ୍କୁ […]