big-b
ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ: ଆଇସିୟୁ କିମ୍ବା ସର୍ଜରୀ ଖବରକୁ ଖଣ୍ଡନ କଲେ ‘ବିଗ୍ ବି’
ନୂଆଦିଲ୍ଲୀ / ମୁମ୍ବାଇ, ୨୨/୭: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ଓ ଆଶଙ୍କା ଉପରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତାଙ୍କର ଏକ ସମ୍ପ୍ରତିକ ବ୍ଲଗ୍ ପୋଷ୍ଟକୁ ନେଇ ସେ ଆଇସିୟୁରେ ଅଛନ୍ତି କିମ୍ବା ତାଙ୍କର ଅସ୍ତ୍ରୋପଚାର (ସର୍ଜରୀ) ହୋଇଛି ବୋଲି ପ୍ରଶଂସକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥିଲା। ତେବେ ଏହି ସମସ୍ତ ଗୁଜବକୁ ନିଜେ ଅମିତାଭ ବଚ୍ଚନ ସ୍ପଷ୍ଟ କରିବା ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। […]