1 min read

କମିଶନ ରିପୋର୍ଟ ଫାଇଲ୍ ଗାଏବ ମାମଲା: ପୂର୍ବତନ CMO କର୍ମଚାରୀଙ୍କୁ ୪ ଘଣ୍ଟା ଜେରା

ଭୁବନେଶ୍ୱର, ୫।୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ CMOର ପୂର୍ବତନ ଡେସ୍କ ଅଫିସର ବି.ଏନ୍. ମହାରଣାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ର ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ମହାରଣାଙ୍କ ବାସଭବନରେ ପହଞ୍ଚି ଫାଇଲ୍‌ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ବିଶେଷକରି ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ CMOରେ […]

1 min read

ଭାରତ-ମିଆଁମାର ସୀମାରେ ବଡ଼ ଖବର! ଜମି ଅଦଳବଦଳ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୫।୮: ଭାରତ-ମିଆଁମାର ସୀମା ବିବାଦର ସମାଧାନ ପାଇଁ ଜମି ଅଦଳବଦଳ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ, ବରଂ ଏକ ପ୍ରସ୍ତାବ ଉପରେ ବିଚାର ଚାଲିଥିବା ରିପୋର୍ଟ ରହିଛି। ଭାରତ ଓ ମିଆଁମାର ମଧ୍ୟରେ ପ୍ରାୟ ୧,୬୪୩ କିଲୋମିଟର ଲମ୍ବା ଅନ୍ତର୍ଜାତୀୟ ସୀମା ରହିଛି। ଏହା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମ ଦେଇ ଯାଇଛି। ଘଞ୍ଚ ଜଙ୍ଗଲ, ପାହାଡ଼ ଓ ନଦୀ ଯୋଗୁଁ ଏହି ସୀମାରେ […]

1 min read

ଆମେରିକାରେ ବଢୁଛି ‘କ୍ୟାଣ୍ଡିଡା ଅରିସ୍’ ଆତଙ୍କ!

ୱାଶିଂଟନ, ୫।୮: ଆମେରିକାରେ ଚିନ୍ତା ବଢ଼ାଇଛି ଏକ ଘାତକ ଫଙ୍ଗସ୍‌ ସଂକ୍ରମଣ ‘କ୍ୟାଣ୍ଡିଡା ଅରିସ୍’ (Candida auris)। ୨୦୨୬ରେ ଦେଶର ୨୩ଟି ରାଜ୍ୟରେ ଏହି ଫଙ୍ଗସ୍‌ ସଂକ୍ରମଣର ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ଆସିଛି। ଜୁଲାଇ ୧୮ ପର୍ଯ୍ୟନ୍ତ ଆମେରିକାରେ ୩,୦୦୦ରୁ ଅଧିକ କ୍ଲିନିକାଲ୍ ମାମଲା ରେକର୍ଡ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ଟେକ୍ସାସରେ ୭୦୬ଟି ମାମଲା ଥିବା ବେଳେ ମିଚିଗାନରେ ୫୦୩ ଏବଂ ଇଲିନୋଇସରେ ୩୬୬ଟି ମାମଲା ଚିହ୍ନଟ ହୋଇଛି। ତେବେ ମାମଲା ବଢ଼ିବାର ଅର୍ଥ […]

1 min read

ମେଟା ପାଇଁ ବଢ଼ିଲା ଅଡୁଆ! ‘ସେଫ୍ ହାର୍ବର’ ନେଇ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୫।୮: ମେଟାର ପ୍ଲାଟଫର୍ମରେ ଆପତ୍ତିଜନକ କଣ୍ଟେଣ୍ଟ, ଡିପ୍‌ଫେକ୍ ଏବଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପକ୍ଷରୁ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଥିବା ଦାବି ହୋଇଛି। ସେପଟେ ମେଟାକୁ ‘ଇଣ୍ଟରମିଡିଆରି’ର ସଂଜ୍ଞା ଅଧୀନରେ ନ ରଖିବା ଏବଂ ‘ସେଫ୍ ହାର୍ବର’ ସୁବିଧା ଉପରେ ପ୍ରଶ୍ନ ଉଠିଛି। ଯଦି ପ୍ଲାଟଫର୍ମ କେଉଁ କଣ୍ଟେଣ୍ଟ କେଉଁ ୟୁଜରଙ୍କ ପାଖକୁ ପହଞ୍ଚିବ, ତାହା ନିଜେ ନିର୍ଦ୍ଧାରଣ […]

1 min read

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି ଅଭିଯୋଗ

ଭୁବନେଶ୍ବର, ୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ପାଠ୍ୟପୁସ୍ତକରେ ପୁଣି ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂଶୋଧନ ପରେ ମଧ୍ୟ ବହିରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ବର୍ଣ୍ଣମାଳାରେ ‘ଅ, ଆ’ ବଦଳରେ ‘ଚ’ ଠାରୁ ଆରମ୍ଭ ହୋଇଥିବା ଏବଂ ଏହା ପରେ ‘ଟ, ମ, ଗ, ର’ ରହିଥିବା ନେଇ ପ୍ରଶ୍ନ ଉଠିଛି। ସେହିପରି ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦର ବନାନକୁ ନେଇ ମଧ୍ୟ ଆପତ୍ତି ଉଠିଛି। ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିବା […]

1 min read

୨୦୩୦ କମନୱେଲ୍ଥ ଗେମ୍ସ: ଅହମ୍ମଦାବାଦ ହାତରେ ଆୟୋଜନ ଦାୟିତ୍ୱ, ଗ୍ଲାସଗୋରୁ ଆସିଲା ବ୍ୟାଟନ୍‌ ଓ ଫ୍ଲାଗ୍‌

ଅହମ୍ମଦାବାଦ: ୨୦୩୦ କମନୱେଲ୍ଥ ଗେମ୍ସ ଆୟୋଜନ ନେଇ ଅହମ୍ମଦାବାଦର ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଗ୍ଲାସଗୋରେ ୨୦୨୬ କମନୱେଲ୍ଥ ଗେମ୍ସର ଉଦ୍‌ଯାପନୀ ସମାରୋହରେ ଅହମ୍ମଦାବାଦକୁ ହୋଷ୍ଟ ବ୍ୟାଟନ୍‌ ଓ କମନୱେଲ୍ଥ ଗେମ୍ସ ଫ୍ଲାଗ୍‌ ହସ୍ତାନ୍ତର କରାଯାଇଛି। ଏହା ସହ ଗ୍ଲାସଗୋରୁ ଅହମ୍ମଦାବାଦକୁ ଆୟୋଜନ ଦାୟିତ୍ୱର ଔପଚାରିକ ପରିବର୍ତ୍ତନ ହୋଇଛି। ୨୦୩୦ କମନୱେଲ୍ଥ ଗେମ୍ସ ଐତିହାସିକ ହେବାକୁ ଯାଉଛି। କାରଣ, ଏହା କମନୱେଲ୍ଥ ଗେମ୍ସର ଶତବାର୍ଷିକୀ ସଂସ୍କରଣ। ୧୯୩୦ ମସିହାରେ କାନାଡାର ହାମିଲଟନ୍‌ରେ ପ୍ରଥମ କମନୱେଲ୍ଥ ଗେମ୍ସ […]

1 min read

ଆମେରିକାରେ ଭାରତକୁ ସମ୍ମାନ: ଅଗଷ୍ଟ ୧୫କୁ ‘ଭାରତ ଦିବସ’ ଘୋଷଣା କଲେ ମାସାଚୁସେଟ୍ସ ରାଜ୍ୟପାଳ

ୱାଶିଂଟନ: ଭାରତର ସ୍ୱାଧୀନତା ଦିବସକୁ ସମ୍ମାନ ଜଣାଇ ଆମେରିକାର ମାସାଚୁସେଟ୍ସ ରାଜ୍ୟରେ ଅଗଷ୍ଟ ୧୫କୁ ‘ଭାରତ ଦିବସ’ ଭାବେ ଘୋଷଣା କରାଯାଇଛି। ରାଜ୍ୟପାଳ ମୌରା ହେଲି ଏନେଇ ଏକ ଘୋଷଣାପତ୍ର ଜାରି କରିଛନ୍ତି। ମାସାଚୁସେଟ୍ସର ବିକାଶରେ ଭାରତୀୟ-ଆମେରିକୀୟ ସମୁଦାୟର ଅବଦାନକୁ ସ୍ୱୀକୃତି ଦେବା ସହ ସ୍ୱାଧୀନତା ଦିବସ ପାଳନରେ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ଜାରି ଘୋଷଣାପତ୍ରରେ ଭାରତୀୟ-ଆମେରିକୀୟ ସମୁଦାୟର ସାମାଜିକ ସେବା, ସାଂସ୍କୃତିକ ଆଦାନପ୍ରଦାନ ଓ ନାଗରିକ ସମ୍ପର୍କ […]

1 min read

ଫର୍ଚ୍ୟୁନ୍‌ର ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ନମ୍ବର-୧, ଜାଣନ୍ତୁ କାହିଁକି ମିଳିଲା ଏହି ସ୍ଥାନ

ମୁମ୍ବାଇ: ଫର୍ଚ୍ୟୁନ୍‌ ଇଣ୍ଡିଆର ‘ମୋଷ୍ଟ ପାୱାରଫୁଲ୍ ଓମେନ୍ ୨୦୨୬’ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ନୀତା ଏମ୍. ଅମ୍ବାନୀ। ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ରିଲାଏନ୍ସ ଫାଉଣ୍ଡେସନ୍‌ ମାଧ୍ୟମରେ ଜନକଲ୍ୟାଣ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଧାର କରି ତାଙ୍କୁ ଏହି ସ୍ଥାନ ମିଳିଛି। ରିଲାଏନ୍ସ ଫାଉଣ୍ଡେସନ୍‌ର ବିଭିନ୍ନ ପଦକ୍ଷେପ ମାଧ୍ୟମରେ କୋଟି କୋଟି ଲୋକ ଉପକୃତ ହୋଇଥିବା ଫର୍ଚ୍ୟୁନ୍‌ ପକ୍ଷରୁ କୁହାଯାଇଛି। ମୁମ୍ବାଇର ଫୋର୍ ସିଜନ୍ସ ହୋଟେଲରେ ଫର୍ଚ୍ୟୁନ୍‌ ଇଣ୍ଡିଆ ପକ୍ଷରୁ ‘ମୋଷ୍ଟ ପାୱାରଫୁଲ୍ ଓମେନ୍ […]

1 min read

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଭାରତୀୟ ମହିଳା ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ସମ୍ପନ୍ନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ (Commonwealth Games 2026) ରେ ଭାରତୀୟ ଆଥଲେଟ୍‌ମାନେ ପୁଣି ଥରେ ବିଶ୍ୱ କ୍ରୀଡ଼ା ମଞ୍ଚରେ ଦେଶର ଧ୍ୱଜା ଉଡ଼ାଇଛନ୍ତି। ବିଶେଷ କରି ଏହି ସଂସ୍କରଣରେ ଭାରତୀୟ ନାରୀ ଶକ୍ତିର ଅପୂର୍ବ ଦକ୍ଷତା, ସଂକଳ୍ପ ଓ ପ୍ରଭୁତ୍ୱ ସାରା ବିଶ୍ୱକୁ ଚକିତ କରିଛି। ଭାରତ ହାସଲ କରିଥିବା ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ କେବଳ ମହିଳା ଖେଳାଳିମାନେ ୮ଟି ସ୍ୱର୍ଣ୍ଣ କବଜା କରିଛନ୍ତି, ଯାହା ମୋଟ […]

1 min read

ପାକିସ୍ତାନରେ ସାମରିକ ଓଲଟପାଲଟ ଆଶଙ୍କା: ଶେହବାଜ ସରକାରଙ୍କ ଉପରେ ସେନାର ଚାପ ଏବଂ ରାଜନୈତିକ ସଙ୍କଟ

ପାକିସ୍ତାନରେ ନାଗରିକ ସରକାରକୁ ଏଡ଼ାଇ ସେନାର ନିୟନ୍ତ୍ରଣ ବୃଦ୍ଧି ପାଇବା ନେଇ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ରାଜଧାନୀ ଇସଲାମାବାଦକୁ ସିଲ୍ କରାଯିବା ସହ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଗାଦି ବିପଦରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।