BRS TELENGANA
ତେଲେଙ୍ଗାନା ବିଧାନସଭାରୁ ନିଲମ୍ବିତ ହେଲେ ବିଆରଏସର ୧୯ ବିଧାୟକ
ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାରେ ବୁଧବାର ଲଗାତାର ତୃତୀୟ ଦିନ ପାଇଁ ହଟ୍ଟଗୋଳ ଜାରି ରହିଥିଲା। ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ଅଭିଯୋଗରେ ବିଆରଏସର ୧୯ ଜଣ ବିଧାୟକଙ୍କୁ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରାଯାଇଛି। ନିଲମ୍ବିତ ବିଧାୟକଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା କେ.ଟି. ରାମା ରାଓ (କେଟିଆର) ଓ ଟି. ହରିଶ ରାଓ ରହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡି. ଶ୍ରୀଧର ବାବୁ ବିରୋଧୀ ସଦସ୍ୟମାନଙ୍କ ବିରୋଧରେ ପ୍ରସ୍ତାବ ଆଗତ […]
