1 min read

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ଯୋଗୁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଏବେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିଥିବାରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ବାରିପଦା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ […]

1 min read

ଅଖା ଭିତରେ ମହିଳାଙ୍କ ମୃତଦେହ

ଝାରସୁଗୁଡ଼ା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର l ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡ଼ିର ୱାଗନରୁ ଅଖା ବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି l ଝାରସୁଗୁଡା ଜିଲ୍ଲା ପୁଲିସ, ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମହିଳାଙ୍କ ପରିଚୟ ମିଳିନଥିବାବେଳେ ଛତିଶଗଡ଼ ଅଗଲତାରାରୁ […]

1 min read

ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା

ଉଠାଜଳସେଚନ ବିଭାଗକୁ ୩୯୦ଟି ପ୍ରକଳ୍ପ ପାଇଁ ୬୩ କୋଟି ୮୩ ଲକ୍ଷ ଟଂକା ପାଇଥିବା ବେଳେ ଏଥିରୁ ୩୪ କୋଟି ୬୪ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଜିଲ୍ଲା ଶିକ୍ଷା ବଭାଗକୁ ୭୫୮ଟି କାର୍ଯ୍ୟ ପାଇଁ ୪୯ କୋଟି ୨ ଲକ୍ଷ ଟଂକା ଏଷ୍ଟିମେଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୨ କୋଟି ୧୫ ଲକ୍ଷ ଟଂକା ଆସିଛି। -ସେତୁ ଯୋଜନାରେ ୩୬୩ କୋଟିରୁ ୨୧୬ କୋଟି ଖର୍ଚ୍ଚ ହେଲାଣି-ଜଳ ଓ ପରିମଳ ବିଭାଗ ଗୋଟିଏ ବି […]

1 min read

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ଶନିବାର ସମସ୍ତ ସ୍କୁଲ ବନ୍ଦ ରହିବ। ଭଦ୍ରକ/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ ‌ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। […]

1 min read

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) :  କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର […]

1 min read

ଏସ୍‌ସିବିରେ ଦ୍ବିତୀୟ ଯକୃତ ପ୍ରତିରୋପଣ

ଦେଢ଼ମାସ ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମାନସ ଦେଢ଼ମାସ ପରେ ଏସ୍‌ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍‌) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ କରାଯାଇଥିଲା। କଟକ,୨୩-୧୦-୨୦୨୪(ପିପିଏସ ) : ଦେଢ଼ମାସ ପରେ ଏସ୍‌ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍‌) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର […]

1 min read

ଭାରତର ବାଘ ମଣିଷ

ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ବନ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‘ବାଘ ମଣିଷ’ ନାମରେ ଖ୍ୟାତ ଏଭଳି ତିନିଜଣ ବିରଳ ବନ୍ୟପ୍ରାଣୀ […]

1 min read

ପୋତି ହୋଇଯାଉଛି ଇନ୍ଦ୍ରାବତୀ ଡ୍ୟାମ୍‌

ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍‌ ନିରାପତ୍ତା ସମୀକ୍ଷା ପ୍ୟାନେଲ୍‌ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।  ଭବାନୀପାଟଣା,ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍‌ ନିରାପତ୍ତା […]

1 min read

ଡିଜିଟାଲ୍‌ ପ୍ରଦୂଷଣ

ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍‌ନେଟ୍‌, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍‌ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍‌ ଷ୍ଟୋର୍‌, ଯୁବକମାନଙ୍କର ବୃତ୍ତିଗତ  ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର.. ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍‌ନେଟ୍‌, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍‌ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍‌ ଷ୍ଟୋର୍‌, ଯୁବକମାନଙ୍କର […]

1 min read

ହାଇଆଲର୍ଟରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍‌ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକ/ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍‌ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିଆଳି, କଣ୍ଟାପଡ଼ା ତଥା  ବିଭିନ୍ନ […]