1 min read

ତିନି ଦିନ ଧରି ବନ୍ୟା ପାଣି ଘେରରେ ମଣିପୁର ଗ୍ରାମବାସୀ, ବିଧାୟକଙ୍କ ଦ୍ଵାରା ଚୁଡା, ଚିନି, ବିସ୍କୁଟ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଗୋ ଖାଦ୍ୟ ବଣ୍ଟନ

ଭାପୁର, ୧/୮(ପିପିଏସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ଆସି ଭାପୁର ବ୍ଲକ୍‌ର ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମବାସୀ ଆଜକୁ ୩ଦିନ ଧରି ପାଣି ଘେରରେ ରହିଛନ୍ତି। ଖାଦ୍ୟ, ପିଇବା ପାଣି, ଗୋଖାଦ୍ୟ ଓ ଗମନା ଗମନକୁ ଦୁଷ୍ଟିରେ ରଖି ସ୍ଥାନୀୟ ବିଧାୟକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି, ବ୍ଳକ ପ୍ରଶାସନ ସହ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି। ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଚୁଡା, ଚିନି, ବିସ୍କୁଟ ବଣ୍ଟନ କରିଛନ୍ତି […]

1 min read

ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ; ଗାଈ ଫସିଲା, ମାଛ ଗୋଦାମ ଡୁବିଲା, କିନ୍ତୁ ପ୍ରଶାସନ ଆଶ୍ବସ୍ତି ନାହିଁ

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି […]

1 min read

ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ

ଅସ୍ତରଙ୍ଗ,୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର […]

1 min read

ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକାରୀ – ଠିକାଦାର ମିଲିଭଗତ; ଦିନରେ ଗୋଟେ ଠିକାଦାର, ରାତିରେ ଆଉ ଏକ ଠିକାଦାର 

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହିତ ତାର ଶାଖା ଦେବୀ ନଦୀ ମଧ୍ୟ ରୌଦ୍ର ରୂପ ଧାରଣ କରିଛି। ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ସଂଯୋଗ କରୁଥିବା ଅନେକ ସ୍ଥାନରେ ଅଂଚଳ ର ଲୋକ ଯେତେବେଳେ ଘର ବଞ୍ଚାଇବା ପାଇଁ ଚିନ୍ତା କରୁଛନ୍ତି, ସେତେବେଳେ ଜଗତସିଂହପୁର ଜଳସମ୍ପଦ ବିଭାଗ ର କିଛି ଅଧିକାରୀ ଓ ମିଲିଭଗତ ଠିକାଦାର ମାନେ ଚିନ୍ତା କରୁଛନ୍ତି କେମିତି ବନ୍ୟା ରୁ ଅଧିକ ଟଙ୍କା କମାଯିବ।ଆଶ୍ଚର୍ଯ୍ୟ ର […]

1 min read

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି 

ରଘୁନାଥପୁର, ୧/୮(ପିପିଏସ): ମହାନଦୀରେ ବନ୍ୟା ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ରଘୁନାଥପୁର ବ୍ଲକ ଅଞ୍ଚଳର ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପୂରଣ ଆଦିବାସୀ ସାହିରେ ବନ୍ୟାଜଳ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସ୍ଥଳେ ଲୋକମାନେ ଘରୁ ଯିବାକୁ ଅମଙ୍ଗ ହୋଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏଡିଏମ ଜ୍ୟୋତିଶଙ୍କର ରାୟ,ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆଇଆଇସି ପ୍ରେମଜିତ ଦାସ ଗତକାଲି ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ସେମାନଙ୍କୁ […]

1 min read

ନିଜ ଜୀବନ ବାଜି ଲଗାଇ ୨ଶହ ମଇଁଷି ଉଦ୍ଧାର କଲେ ଅସ୍ତରଙ୍ଗ-କୋଣାର୍କ ଅଗ୍ନିଶମ ବୀର।

କାକଟପୁର, ୦୧/୦୮: ଗୁରୁବାର ରାତି। ଦେବୀ ନଦୀ ମା “ଆଜି ରାଗି ଯାଇଥିଲେ।  ପୁରୀ ଜିଲ୍ଲା ଅସ୍ତରଙ୍ଗ ର ତାଳଦା ନିକଟ ଗୋଟେ ନିର୍ଜନ ଟାପୁ। ସେଠାରେ ୨ଶହ ରୁ ରୁ ଉର୍ଦ୍ଧ ମଇଁଷି। ସେମାନେ କେବଳ ମଇଁଷି ନୁହଁନ୍ତି। ସେମାନେ ହେଲେ ଗୋଟେ ଚାଷୀ ର ସ୍ୱପ୍ନ, ଗୋଟେ ପିଲା ର ପାଠ ପଢା, ଗୋଟେ ଘର ର ଚୁଲି।ହଠାତ ଜଳସ୍ତର ବଢିଲା। ଚାରି ପାଖୁ କେବଳ ପ୍ରଖର ସ୍ରୋତ। ମଇଁଷି ମାନେ ପାଣି ରେ […]