1 min read

ହଦଗଡ଼ ଡ୍ୟାମ୍‌ର ୪ ଗେଟ୍‌ ଖୋଲିବା ପରେ ଭଦ୍ରକରେ ବନ୍ୟା ପରିସ୍ଥିତି

ଭଦ୍ରକ, ୩୦୲୦୭: ହଦଗଡ଼ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲିବା ପରେ ଭଦ୍ରକ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ, ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଜଳ ସିଧାସଳଖ ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଭିତରକୁ ପ୍ରବେଶ କରିଛି। ଗତ ତିନି ଦିନ ହେବ ସାଳନ୍ଦୀର ବନ୍ୟା ପାଣିରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ସହର ଓ ଗ୍ରାମାଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ […]

1 min read

ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢ଼ୁଛି ସନ୍ଦେହ

ଧାମନଗର, ୨୯ ଜୁଲାଇ: ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି-ଧାମନଗର ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ନିକଟସ୍ଥ ଚୂଡ଼ାକୁଟି ବଜାର ନିକଟରେ ଥିବା ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଚାନ୍ଦବାଲି ବ୍ଲକ୍ ଘଣ୍ଟେଶ୍ୱର ଅଞ୍ଚଳର ଗୟାଧର ସାମଲଙ୍କ ୩୦ ବର୍ଷୀୟ ପୁଅ ତୀର୍ଥଙ୍କର ସାମଲ। ଏହି ଘଟଣା ପରେ ମୃତକଙ୍କ ଭଉଣୀ ଇତିଶ୍ରୀ ସାମଲ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର […]

1 min read

ଧାମନଗରରେ ବୈତରଣୀ ଓ ଗେଙ୍ଗୁଟିର ପ୍ରଳୟଙ୍କରୀ ବନ୍ୟା: ୩୦ ପଞ୍ଚାୟତ ଜଳମଗ୍ନ, ୧.୬୦ ଲକ୍ଷ ପ୍ରଭାବିତ

ଧାମନଗର, ୨୯ ଜୁଲାଇ: ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟିରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଜଳ ପ୍ରବେଶ କରିବା ଫଳରେ ଧାମନଗର ବ୍ଲକ୍‌ର ୩୦ଟି ପଞ୍ଚାୟତର ୧୪୩ଟି ଗାଁର ପ୍ରାୟ ୧ ଲକ୍ଷ ୬୦ ହଜାର ୨୦୩ ଜଣ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଓ ଜଅ ନଦୀର ବନ୍ୟାଜଳ ପଶିବାରୁ ଧାମନଗର ଏନ୍‌ଏସି (NAC) ର […]

1 min read

ଯାଜପୁର ଜିଲ୍ଲାରେ ବନ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ

ଯାଜପୁର ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ। ବନ୍ୟା ସ୍ଥିତି ତଦାରଖ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ବରିଷ୍ଠ ଅଧିକାରୀ, ଅବକାରୀ ବିଭାଗ କମିଶନର , ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଆଇ.ଏ.ଏସ, ଗତକାଲି ଯାଜପୁର ଜିଲ୍ଲାରେ ଯୋଗ ଦେବା ସହ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିଥିଲେ […]

1 min read

ଖରାପ ପାଗ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା

ଭଦ୍ରକ, ୨୮୲୭: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଜିଲ୍ලାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ୍) ସ୍କୁଲ୍ ପାଇଁ ସମାନ […]

1 min read

କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି

ବ୍ରାହ୍ମପୁର, ୨୮୲୭: ରାଜ୍ୟ ସରକାର ପ୍ରସ୍ତାବିତ କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏଆଇକେଏମଏସ୍) ଓ ଅଖିଳ ଭାରତ ଆଦିବାସୀ ମଞ୍ଚ ବିରୋଧ କରିଛି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଏହି ମେଡିକାଲ କଲେଜର ନାମକରଣ କରିବାର ଥିଲା । କିନ୍ତୁ ସରକାର ନିଜର ସଂକୀର୍ଣ୍ଣ ରାଜନୈତିକ […]

1 min read

ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ

ଅସ୍ତରଙ୍ଗ, ୨୮/୦୭: ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗରୁ ଭୁବନେଶ୍ୱର ଯିବା ମାନେ ଏବେ ଲୁଟ୍‌ର ଶିକାର ହେବା। ଘରୋଇ ବସ୍ ମାଲିକ ଓ କର୍ମଚାରୀମାନେ ଆଇନକୁ ବୃଦ୍ଧାଙ୍ଗୁଳି ଦେଖାଇ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି। ଆଉ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ସବୁ ଦେଖି ବି ଅନ୍ଧ, କାଲା  ସାଜିଛନ୍ତି। ନା ଗାଡିରେ ସରକାରୀ ଭଡା ତାଲିକା, ନା କମ୍ପ୍ୟୁଟର୍ ରସିଦ୍। ଅଛି କେବଳ କଣ୍ଡକ୍ଟରଙ୍କ ମନମାନି ଆଉ ହାତ ଲେଖା କାଗଜ ଟୁକୁରା। ଏହି ଅସ୍ତ୍ରରେ ସେମାନେ ଲୋକ […]

1 min read

ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ଯ ବନ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି 

ଯାଜପୁର, ୨୮୲୭(ପିପିଏସ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ  ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ​ଏହି […]

1 min read

ମହାନଦୀରେ ବନ୍ୟା, ଚାଷଜମି ଜଳମଗ୍ନ

 ବାଙ୍କୀ, ୨୮୲୭ : ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଉଦୃତ ଜଳ ନିଷ୍କାସନ ପରେ ମହାନଦୀ ରେ ବନ୍ୟା ସୃଷ୍ଟି ହୋଇଛି ଫଳରେ ବାଙ୍କୀ ଅଞ୍ଚଳର ବିଭିନ୍ନ ତଳିଆ ଓ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରତେକ ଭଳି ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ […]

1 min read

ଲଘୁଚାପ ନୁହେଁ, ଡ୍ରେନେଜ-ଜଳସମ୍ପଦ ବିଭାଗର ନିଦ୍ରାରେ ଉଜୁଡିଲା ଶହ ଶହ ଏକର।

ଅସ୍ତରଙ୍ଗ, ୨୭/୦୭: ଲଘୁଚାପ ଆସିଲା, ବର୍ଷା ହେଲା। ଆଉ ପୁରୀ ଜିଲ୍ଲା ଅସ୍ତରଙ୍ଗର ଚାଷୀଙ୍କ କପାଳ ଫାଟିଲା। କାରଣ ଚାରି ଆଡେ ଧାନ କ୍ଷେତ ନୁହେଁ, ଦେଖିଲେ ଲାଗୁଛି ଯେମିତି ନୂଆ ନଈ ବହୁଛି। ଧାନ କ୍ଷେତ ସୃଷ୍ଟି କରୁଛି ନଈର ଭ୍ରମ  – ଏହା ପ୍ରକୃତିର ଦୋଷ ନୁହେଁ, ଏହା ବିଭାଗର ଅବହେଳାର ପ୍ରମାଣ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଟି ପଂଚାୟତ  ଅଧୀନ ବିଭିନ୍ନ ଗାଁ ଶିଶୁଅ, କୋରଣା, ଇନାୟିତିପୁର, ବେଳଙ୍ଗ, ବଡସିରେଇ, […]