ରାଜନୀତି
ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ;ଓଡ଼ିଶାରେ ନିବେଶ ନେଇ ପ୍ରତ୍ୟକ୍ଷ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ ବୃଦ୍ଧି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍ସୋ ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଚିରିପାଲ୍ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ର ସିଇଓ ତଥା ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍ସ ଟ୍ରାଏର ସିଇଓ […]
‘ଅମିତ ଶାହଙ୍କ ନାଁ ଶୁଣିଲେ ଭୁଲ୍ କରୁଥିବା ଲୋକେ ଥରିଯାଆନ୍ତି’: କିରଣ ରିଜିଜୁ
ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଓ ସ୍ଲୋଗାନବାଜିକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିରୋଧୀଙ୍କ ସ୍ଲୋଗାନବାଜି ଏବେ ଏକ ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି। ରିଜିଜୁ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ଶୁଣିଲେ ହିଁ ଆତଙ୍କବାଦୀ ଓ ଉଗ୍ରବାଦୀମାନେ ଭୟଭୀତ ହୋଇପଡ଼ନ୍ତି। ସଂସଦରେ ଯେଉଁ ଦିନ ଗୃହମନ୍ତ୍ରୀ ନିଜର ବୟାନ ରଖିବେ, ସେଦିନ ବିରୋଧୀଙ୍କ ପାଇଁ ପରିସ୍ଥିତି କଠିନ ହେବ ବୋଲି ସେ ଦାବି କରିଛନ୍ତି। କିରଣ ରିଜିଜୁଙ୍କ […]
ନୂଆଦିଲ୍ଲୀରେ ନୀତିନ ନବୀନଙ୍କୁ ଭେଟିଲେ ମନମୋହନ ସାମଲ: ଓଡ଼ିଶାରେ ସଂଗଠନ ସୁଦୃଢ଼ୀକରଣ ଓ ଆଗାମୀ ରଣନୀତି ଉପରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ନେତୃତ୍ୱ ନୀତିନ ନବୀନଙ୍କୁ ଓଡ଼ିଶା ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ସମୟରେ ଓଡ଼ିଶାରେ ଦଳୀୟ ସଂଗଠନର ବର୍ତ୍ତମାନର ସ୍ଥିତି, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ବିଭିନ୍ନ ସମସାମୟିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ସକାରାତ୍ମକ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ୀକରଣ ଓ […]
Gen Zକୁ ନେଇ ମୋହନ ଭାଗବତଙ୍କ ବଡ଼ ବୟାନ: ‘ପ୍ରତିବାଦ କଲେ ଦେଶ ବିରୋଧୀ ନୁହେଁ’
ନୂଆଦିଲ୍ଲୀ, ୬/୮: Gen Zକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। Gen Z ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଗଣତନ୍ତ୍ରରେ ନିଜ ସ୍ବର ଶୁଣାଯାଉନଥିଲେ ପ୍ରତିବାଦ କରିବାର ଅଧିକାର ରହିଛି। ତେବେ ପ୍ରତିବାଦର ଉଦ୍ଦେଶ୍ୟ ବିଭାଜନ ସୃଷ୍ଟି କରିବା ନୁହେଁ, ବରଂ ସହମତି ଗଠନ ଓ ବ୍ୟବସ୍ଥାରେ ସୁଧାର ଆଣିବା ହେବା ଉଚିତ ବୋଲି ସେ କହିଛନ୍ତି। ଭାଗବତ କହିଛନ୍ତି ଯେ, […]
୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଖର୍ଚ୍ଚ
ନୂଆଦିଲ୍ଲୀ, ୬/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ସଂସଦରେ ଖର୍ଚ୍ଚର ହିସାବ ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଗୁରୁବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୨୦୨୧ରେ ୩୬ କୋଟିରୁ ଅଧିକ, ୨୦୨୨ରେ ୫୫ କୋଟି, ୨୦୨୩ରେ ୯୩ କୋଟି, ୨୦୨୪ରେ ୧୦୯ କୋଟି ଏବଂ […]
ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧାମନଗରରେ ସମୀକ୍ଷା
ଧାମନଗର,୦୬/୦୮() : ଧାମନଗର ଅଞ୍ଚଳର ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ। ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ଼ ଗସ୍ତ ସମୟରେ ବିଭିନ୍ନ ଲୋକ ଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ। ପରେ ଉକ୍ତ ୱାର୍ଡ଼ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର କୁ […]
ନୂଆ ରାଜ୍ୟସଭା ସାଂସଦଙ୍କୁ ମୋଦିଙ୍କ ମନ୍ତ୍ର:‘ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ’
ନୂଆଦିଲ୍ଲୀ, ୫/୮: ରାଜ୍ୟସଭାକୁ ନିର୍ବାଚିତ ଭାଜପାର ୩୭ ଜଣ ନୂଆ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଆମ୍ ଆଦମୀ ପାର୍ଟି ଛାଡ଼ି ଭାଜପାରେ ଯୋଗ ଦେଇଥିବା କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସଂସଦର କାର୍ଯ୍ୟକଳାପ ଯେପରି ସୁଚାରୁରୂପେ ଚାଲିବ, ସେଥିପାଇଁ ସାଂସଦମାନେ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଦେଶର ଭବିଷ୍ୟତ ପାଇଁ କ’ଣ ଭଲ ହେବ, ସେ […]
ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’
ଢାକା, ୫/୮: ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ବୋଧନ ଦେଇ ହାସିନା କହିଛନ୍ତି ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ରେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଭାଷଣ ସମୟରେ ଭାବବିହ୍ୱଳ ହୋଇ ଶେଖ ହାସିନା ଗତ ଦୁଇ ବର୍ଷ ଧରି […]
କମିଶନ ରିପୋର୍ଟ ଫାଇଲ୍ ଗାଏବ ମାମଲା: ପୂର୍ବତନ CMO କର୍ମଚାରୀଙ୍କୁ ୪ ଘଣ୍ଟା ଜେରା
ଭୁବନେଶ୍ୱର, ୫।୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ CMOର ପୂର୍ବତନ ଡେସ୍କ ଅଫିସର ବି.ଏନ୍. ମହାରଣାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ଆଶୁତୋଷ ମିଶ୍ର ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ମହାରଣାଙ୍କ ବାସଭବନରେ ପହଞ୍ଚି ଫାଇଲ୍ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ବିଶେଷକରି ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ CMOରେ […]
ପାକିସ୍ତାନରେ ସାମରିକ ଓଲଟପାଲଟ ଆଶଙ୍କା: ଶେହବାଜ ସରକାରଙ୍କ ଉପରେ ସେନାର ଚାପ ଏବଂ ରାଜନୈତିକ ସଙ୍କଟ
ପାକିସ୍ତାନରେ ନାଗରିକ ସରକାରକୁ ଏଡ଼ାଇ ସେନାର ନିୟନ୍ତ୍ରଣ ବୃଦ୍ଧି ପାଇବା ନେଇ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ରାଜଧାନୀ ଇସଲାମାବାଦକୁ ସିଲ୍ କରାଯିବା ସହ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ଗାଦି ବିପଦରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
