Popular News
ସମସ୍ୟାରେ ଉବୁଟୁବୁ କୋଣାର୍କ ,ସୁଯୋଗ ରହିଛି କିନ୍ତୁ ଆନ୍ତରିକତା ନାହିଁ।
କୋଣାର୍କ(, ପି ପି ଏସ):- ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କର ନାମ ଲିପିବଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଅତନ୍ତ୍ୟ ମନ ମୁଗ୍ଧକର। ହେଲେ କୋଣାର୍କରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗର ଅଭାବ ଜଳ ଜଳ ହୋଇ ଦେଖିବାକୁ ମିଳୁଛି । କୋଣାର୍କ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ରହିଥିବା ବେଳେ ହୀନମନ୍ୟତା, ରାଜନୈତିକ ବିଭେଦ ଓ ଆନ୍ତରିକତା ଅଭାବ […]
ଡକ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗୀତା |
ବାରିପଦା (ପିପିଏସ୍): ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ , ବାରିପଦା ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଡ଼କ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ, ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ଉଚ୍ଚ […]
ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ |
ସୁନ୍ଦରଗଡ଼, ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଦିନ ରେ ଆଜି ଜିଲ୍ଲାବ୍ୟାପୀ ‘ବର୍ଣ୍ଣବୋଧ ଉତ୍ସବ’ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଲୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଅଛି। ଏହି ଉତ୍ସବ ରେ କୁତ୍ରା ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉତ୍କର୍ଷ ବିଦ୍ୟାଳୟ, ଠାରେ “ବର୍ଣ୍ଣବୋଧ ଉତ୍ସବ” ଆୟୋଜିତ ହୋଇ ବର୍ଣ୍ଣବୋଧ ବହି ବଣ୍ଟନ […]
ନୀଳକଣ୍ଠେଶ୍ଵର ମନ୍ଦୀର ରେ ସମୂହ ବ୍ରତୋପନୟନ|
ଭୁବନେଶ୍ୱର – ତା ୭-୪-୨୫:-ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦୀର ତରଫରୁ ମନ୍ଦିର ପ୍ରାଙ୍ଗଣରେ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ସମସ୍ତ ଆଜି ରୀତି ନୀତି ଅନୁଯାୟୀ ସଂପାଦନ କରାଯାଇଅଛି ।ସକାଳ ୬ ଘଟିକାରୁ ବେଦପାଠ ଠୁଁ ଆରମ୍ଭ କରି ଚାରି କର୍ମ,ଭିକ୍ଷା ଗ୍ରହଣ କରିବା ପରେ ବ୍ରହ୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ଯାଇ ମହାଦେବ ଶ୍ରୀ ଲିଙ୍ଗରାଜ ଙ୍କ ଦର୍ଶନ କରିବା ପରେ ସନ୍ଧ୍ୟା ୮ ଘଟିକାରେ କାର୍ଯ୍ୟକ୍ରମ ସରିଥିଲା। ଏହା ଦୀର୍ଘ ୧୪ […]
କେନ୍ଦ୍ରାପଡା ସଦର ମହକୁମାରେ ମିଳିତ ଅଭିଯୋଗ ଶୁଣାଣି ଶିବିର|
କେନ୍ଦ୍ରାପଡା,(ପିପିଏସ):କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୭ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରମୋଦ କୁମାର ପ୍ରହରାଜ, ଏସଡିପିଓ, କେନ୍ଦ୍ରାପଡା, […]
ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁରୀରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର |
ପୁରୀ ଠାରେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପୁରୀ ମନ୍ଦିର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କଡାକଡି ଆଇନ ବ୍ୟବସ୍ତା ଲାଗୁ କରାଯାଇ ନଥିବାରୁ ଅନେକ ସମୟରେ ଖବର ପରିବେଷଣ ସମୟରେ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ପୁରୀରେ ଗତକାଲି ଘଟିଥିବା ଘଟଣା ରାଜ୍ୟରେ ବାରମ୍ବାର […]
ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଚାରିଛକ,( ପି ପି ଏସ) ଆଜି ପବିତ୍ର ରାମନବମୀରେ ନିମାପଡ଼ା ସ୍ଥିତ ପ୍ରାକଟିସିଂ ସରକାରୀ ଉନ୍ନୀତ ବିଦ୍ୟାଳୟରେ ୨୦୯୮-୯୯ ମସିହା ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗଦେବା ସହିତ ସେତେବେଳର ଶିକ୍ଷକ – ଶିକ୍ଷୟତ୍ରୀ ମାନଙ୍କୁ ନିମନ୍ତ୍ରିତ କରିବା ସହିତ ବର୍ତ୍ତମାନର ଶିକ୍ଷକ – ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ […]
ବ୍ରହ୍ମପୁର ଇସ୍କନ୍ ମନ୍ଦିରରେ ରାମ ନବମୀ ପାଳିତ|
ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର, ହରେକୃଷ୍ଣ ମନ୍ଦିରରେ ଶ୍ରୀ ରାମ ନବମୀ ମହୋତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁର ଭଜନ ଓ କୀର୍ତ୍ତନ ହେବା ସହ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀରାମଚନ୍ଦ୍ରଙ୍କ ଅପୂର୍ବ ଦିବ୍ୟ ଲୀଳା କଥା ପ୍ରବଚନ ହୋଇଥିଲା । ଶେଷରେ ଭୋଗ ଆରତୀ ଅନୁଷ୍ଠିତ ହେବା ସହ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ନିଶୁଳ୍କ ପ୍ରସାଦ ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମର […]
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ବିଜୟ|
ପାରାଦୀପ – ଶ୍ରୀ ରାମ ନବମୀ ପବିତ୍ର ଦିବସ ଅବସରରେ ପାରାଦୀପ ସବଷ୍ଟେସନ ଛକ ପଡିଆ ଠାରେ ମିଡ଼ିଆ କ୍ରିକେଟ ଟିମ ଏବଂ କେଆଇସିଟିପିଏଲ କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧o ଓଭର ରେ ପ୍ରଥମେ ବ୍ୟାଟିଙ୍ଗ କରି କେଆଇସିଟିପିଏଲ ଦଳ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲେ l ଏହାର ଜବାବ ରେ ମିଡ଼ିଆ କ୍ରିକେଟ ଟିମ […]
କଳିଙ୍ଗ ନଗରରେ ଶ୍ରୀରାମନବମୀ ଓ ଶୋଭାଯାତ୍ରା ଅନୁଷ୍ଠିତ |
ଯାଜପୁର /କଳିଙ୍ଗନଗର(ପିପିଏସ ) ରବିବାର ଦିନ ପବିତ୍ର ଶ୍ରୀରାମ ନବମୀ ଅବସରରେ କଳିଙ୍ଗ ନଗର ଅଞ୍ଚଳରେ ବଜରଙ୍ଗଦଳ ଓ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ସହ ଶ୍ରୀରାମନବମୀ ପାଳିତ ହୋଇଯାଇଛି। ଦାନଗଦି ବ୍ଲକର ମାନଗୋବିନ୍ଦପୁର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବଜରଙ୍ଗୀ ଭାଇ ମାନେ ବେଙ୍ଗପାଟିଆ, ଓଲ୍ଲଳ, କଣ୍ଟିପୁର, ଧୂଳିଗଡ଼, ତ୍ରିଜଙ୍ଗା, ଦାନଗଦି, ସିଙ୍ଗାଗଡିଆ, ସୁଆଁଲ ଅତିକ୍ରମ କରି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାପନ କରିଥିଲେ।ଏହି ଶୋଭାଯାତ୍ରାରେ ଵଜରଙ୍ଗଦଳ ପ୍ରଖଣ୍ଡ ସଂଯୋଜକ […]
