ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

ପୁରୀ ୧ ୧/୮ (ପିପିଏସ) : ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ
Read More...

ଜଣେ ମାଫିଆ ଗୁରୁତର ୨ ପୋଲିସ କର୍ମଚାରୀ ଆହତ: ୩ ପିକ୍‌ଅପ୍ ଭ୍ୟାନ ଜବତ ୫ ଅଟକ

କେନ୍ଦୁଝର,୧ ୧/୮ (ପିପିଏସ) : କେନ୍ଦୁଝରରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ଚାଲାଣକାରୀ ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ
Read More...

ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂ

ନୂଆଦିଲ୍ଲୀ/ଭୁବନେଶ୍ୱର (ପିପିଏସ) ୧୧/୮: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ
Read More...

ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ : ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ

ଗଞ୍ଜାମ,୧୧/୮(ପିପିଏସ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ନେଇ
Read More...

ପୁଲିସ୍ – ଗୋରୁ ମାଫିଆ ମୁହାଁମୁହିଁ : ଜଣେ ଗୁରୁତର ୨ ଅଭିଯୁକ୍ତ ଫେରାର

କେନ୍ଦୁଝର,11/9(ପିପିଏସ) : ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ। କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ପୁଲିସ୍ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗୋରୁ ଗାଡିକୁ ଅଟକାଇବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ପୁଲିସ୍ ର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି।
Read More...

ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି

ଭୁବନେଶ୍ୱର,10/8 (ପିପିଏସ) : ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହାର ମୋଡାଲିଟି କଣ
Read More...

ଡବଲ ଇଞ୍ଜିନରେ ଡବଲ ଫାଇଦା

ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଦେଲା କେନ୍ଦ୍ର୬ ପ୍ରକଳ୍ପକୁ ମଞ୍ଜୁରୀନିର୍ମାଣ ହେବ ୬୪ ନୂଆ ଷ୍ଟେସନପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ /ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) :ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪
Read More...

ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ -ଧର୍ମେନ୍ଦ୍ର

ନୂଆଦିଲ୍ଲୀ-ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) - ଭାରତବର୍ଷର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିମୋର- ଲେସ୍ତେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କଲାର ଅଫ୍ ଦି ଅର୍ଡର’ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ
Read More...

ପ୍ରେମିକର ଘରେ ନିଆଁ ଲଗାଇଲା ପ୍ରେମିକା

ବାସୁଦେବପୁର :୧୦-୦୮-୨୪(ପି.ଟି.ଭି) ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ
Read More...

ଆଇଏସ୍‌ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ

ଭିଏନା : ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍‌ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା
Read More...