Highlight
Popular News
ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ!
ଏକ ସଦ୍ୟ ପ୍ରକାଶିତ ବିଶ୍ବସ୍ତରୀୟ ଅନୁଧ୍ୟାନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ଏକବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଏକ ସଦ୍ୟ ପ୍ରକାଶିତ ବିଶ୍ବସ୍ତରୀୟ ଅନୁଧ୍ୟାନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ଏକବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ […]
ଯୁଗାବସାନ: ଶାନ୍ତ, ଭଦ୍ରତାର ପ୍ରତୀକ
ଜଣେ ପ୍ରାଣୀପ୍ରେମୀସାଧାରଣ ଲୋକଙ୍କ କଥା ଚିନ୍ତା କରୁଥିଲେ ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ଆଜି ‘ଅନୁଷ୍ଠାନ’ ହୋଇ […]
ଜୟା ଅମିତାଭଙ୍କ ସହ ଭେଟ କରାଇ ନଦେବାରୁ ଲୁଚିଲୁଚି ହସ୍ପିଟାଲ ଯାଇଥିଲେ ରେଖା
ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ୭୦ ଦଶକରୁ ନେଇ ଏଯାବତ ରେଖା ଏବଂ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହି ଆସିଛି। ଯଦିଓ ସେମାନଙ୍କର ପ୍ରେମ ସଫଳ ହୋଇପାରିବ ନାହିଁ ତଥାପି ସେମାନଙ୍କ ସମ୍ପର୍କ ଆଜି ବି ଆଲୋଚନା ହୋଇଥାଏ।ରେଖା ଓ ଅମିତାଭଙ୍କ ପ୍ରେମ ସମୟରେ ଅନେକ ଘଟଣା ଘଟିଛି। ଯେତେବେଳେ ଜୟା ଅମିତାଭଙ୍କ ଜୀବନକୁ ଆସିଥିଲେ ସେ ରେଖା ଏବଂ ଅମିତାଭ ବଚ୍ଚନଙ୍କ ସାକ୍ଷାତରେ କଟକଣା ଲଗାଇ ଦେଇଥିଲେ। ଏହି ସମୟରେ ରେଖା […]
ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସାରା ରାଜ୍ୟ ଦୁର୍ଗା ପୂଜା ଲାଗି ଉତ୍ସବମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି।
ଖୋଲିଲା ବିବାଦୀୟ ‘ହୁଡ୍ଦଙ୍ଗ୍’ ବାର୍
୧୨ ଦିନଧରି ସିଲ୍ ହୋଇଥିବା ବିବାଦୀୟ ‘ହୁଡ୍ଦଙ୍ଗ୍ ବାର୍’ ଶେଷରେ ଖୋଲିଛି। ପାନପୋଷ ରୋଡ୍ରେ ଥିବା ଏହି ବାର୍ ବୁଧବାରଠାରୁ ଖୋଲିଛି। ନାବାଳିକାଙ୍କୁ ବାର୍ ଭିତରେ ଅସଦାଚରଣ ଘଟଣା ଓ ସଂପୃକ୍ତ ନାବାଳିକାଙ୍କୁ ଉକ୍ତ ରାତିରେ ବିଭିନ୍ନ ସ୍ଥାନରେ ସିରିଏଲ ଗଣଦୁଷ୍କର୍ମ ଏଯାଏ ଜନମାନସରୁ ଲିଭି ନାହିଁ। ରାଉରକେଲା/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଯାବତୀୟ ବେନିୟମ କାର୍ଯ୍ୟକଳାପ ଯୋଗୁଁ ୧୨ ଦିନଧରି ସିଲ୍ ହୋଇଥିବା ବିବାଦୀୟ ‘ହୁଡ୍ଦଙ୍ଗ୍ ବାର୍’ ଶେଷରେ ଖୋଲିଛି। ପାନପୋଷ ରୋଡ୍ରେ ଥିବା […]
ରେକର୍ଡ କଲା ଓଡ଼ିଆ ଚଳଚିତ୍ର ‘କର୍ମ’
ପ୍ରଥମ ଦିନରେ ୩୭ ଲକ୍ଷର ବ୍ୟବସାୟ ‘ଭିଲେନ୍’, ‘ଦୁର୍ଗା’, ‘ଖୋକାଭାଇ ତୁମ ପାଇଁ’ ଦେଖିବାକୁ ଭିଡ଼ଦ୍ବିତୀୟ ଥର ମୈଦାନକୁ ଆସିଥିବା ‘ଦମନ’ ବି ପଛରେ ନାହିଁ ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଗୋଟିଏ ରେକର୍ଡ କରିଛି। ରିଲିଜ୍ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର […]
ପୂଜାମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ […]
ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ
ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। […]
ନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ
ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି । ତ୍ରିଚି/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ […]
ମହାଷ୍ଟମୀରେ ମାଆଙ୍କ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମଣ୍ଡପରେ ମା’ଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଜାରି ରହିଛି। ଶ୍ରଦ୍ଧାଳୁମାନେ ପରିବାରର ଶୁଭକାମନା ମନାସୀ ମା’ ଦୁର୍ଗତିନାଶିନୀଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଗହଳି ଲାଗିଛି। ଭୁବନେଶ୍ବରର ପ୍ରମୁଖ ଛକରେ ଲୋକାରଣ୍ୟ ହୋଇଛି। ଡମଣା ଦୁର୍ଗାପୂଜା ବାଲିପାଟଣା ଦୁର୍ଗାପୂଜା ଚନ୍ଦ୍ରଶେଖରପୁର ଗଣ୍ଡରପୁର, ଭୁବନେଶ୍ବର ଚନ୍ଦ୍ରଶେଖରପୁର, ଭୁବନେଶ୍ବର ବିଡିଏ କଲୋନି, ଭୁବନେଶ୍ବର ଡମଣା ଦୁର୍ଗାପୂଜା ଝାରପଡ଼ା, ଭୁବନେଶ୍ବର ରସୁଲଗଡ଼, ଭୁବନେଶ୍ବର ବମିଖାଲ, ଭୁବନେଶ୍ବର ନୟାପଲ୍ଲୀ, […]
