1 min read

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା; କହିଲେ ଛାତ୍ର-ଛାତ୍ରୀଙ୍କୁ ହାତ ବାରିଶି କରୁଚି ବିରୋଧୀ ଦଳ

ନୂଆଦିଲ୍ଲୀ, ୨୨/୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମୁଦ୍ଦା କରି କଂଗ୍ରେସ ସେମାନଙ୍କୁ ନିଜର ରାଜନୈତିକ ହାତବାରିସି ଭାବେ ବ୍ୟବହାର କରୁଛି ଏବଂ ଗୃହରେ କେବଳ ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ ନିଜ ‘ଏକ୍ସ’ (X) ପୋଷ୍ଟରେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଶିରୋନାମା ପାଇଁ […]

1 min read

RML ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଜେପି ନଡ୍ଡା

ନୂଆଦିଲ୍ଲୀ,୨୧/୭: ରାଜଧାନୀ ଦିଲ୍ଲୀରେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ସଂସଦ ଘେରାଉ ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡ ପରେ ସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବେଳେ, ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାମ ମନୋହର ଲୋହିଆ (RML) ହସ୍ପିଟାଲ ପରିଦର୍ଶନ କରି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ନେତା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା RML ହସ୍ପିଟାଲରେ […]

1 min read

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଉଥାଇନେଲା ପୋଲିସ୍।

ନୂଆଦିଲ୍ଲୀ, ୨୧/୭: ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନ୍ୟାୟ ଦାବିରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ପ୍ରବଳ ରାଜନୈତିକ ଉତ୍ତେଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ‘୭ ଲୋକ କଲ୍ୟାଣ ମାର୍ଗ’ ବାହାରେ ଧାରଣା ଦେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ବହୁ ବିରୋଧୀ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ସମସ୍ତ ନେତାଙ୍କୁ ପୋଲିସ ବସ୍‌ରେ ବସାଇ ପ୍ରଦର୍ଶନ ସ୍ଥଳରୁ ଅନ୍ୟତ୍ର […]

1 min read

ରାଜ୍ୟରେ ଆଗାମୀ ୫ ଦିନ ବଜ୍ରପାତ ଓ ଝଡ଼ପବନ ସମ୍ଭାବନା: ୨୦ ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’

ଭୁବନେଶ୍ୱର, (୨୧।୦୭): ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼, ବଜ୍ରପାତ ଓ ପ୍ରବଳ ପବନର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଜାରି କରାଯାଇଛି। ସୋମବାର ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ଟ୍ୱିଟ୍‌ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ପାଣିପାଗର ପୂର୍ବାନୁମାନ ନିମ୍ନମତେ ରହିଛି: ପାଣିପାଗ ପୂର୍ବାନୁମାନ ଓ ୱାର୍ଣ୍ଣିଂ ସୂଚୀ: ଆଶ୍ୱସ୍ତିର ଖବର: ପରବର୍ତ୍ତୀ ୨ […]

1 min read

ଭୀଷଣ ବର୍ଷା ନେଇ ଆଗାମୀ ୩ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ

ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର,୨୧।୦୭: ଭୀଷଣ ବର୍ଷା ନେଇ ଆଗାମୀ ୩ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ଠାରୁ ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।ଭୀଷଣ ବର୍ଷାର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, […]

1 min read

ପୁରୀ ରଥଯାତ୍ରାରେ ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୦୭: ଚଳିତ ବର୍ଷ ପୁରୀ ରଥଯାତ୍ରା ବେଳେ ଭିଡ ଭିତରେ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ଦୁଇ ଜଣ ଶ୍ରଦ୍ଧାଳୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ନିକଟତମ ଆତ୍ମୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏହି ସୂଚନା ଦିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଗତ […]

1 min read

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟ ପ୍ରଭାବିତ

ନୂଆଦିଲ୍ଲୀ, ଜୁଲାଇ ୨୦(PPS): ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ବିରୋଧୀଙ୍କ ହଙ୍ଗାମା ଯୋଗୁ ପ୍ରଭାବିତ ହୋଇଥିଲା । ରାମ ମନ୍ଦିରରେ ଦାନ ଚୋରି, ନିଟ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଜନ୍ତର ମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଉଭୟ ଗୃହକୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ […]

1 min read

CJP ପ୍ରତିନିଧି ଦଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ, ୨୦।୦୭: ‘କକରୋଚ ଜନତା ପାର୍ଟି’ (CJP) ର ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ସିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଦୀର୍ଘ ଆଲୋଚନା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ବେଶ୍ ଆଶାଜନକ ରହିଥିଲା ଏବଂ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ସମସ୍ତ ବିଷୟକୁ ଗୁରୁତ୍ୱର ସହ ଶୁଣିଥିବା ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସରକାରଙ୍କ ଆଗରେ ରଖାଗଲା ୩ଟି […]

1 min read

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସଙ୍କଟରେ; ଅଣ୍ଡା ଠାରୁ ପନିପରିବା ସବୁ ଆକାଶ ଛୁଆଁ

ଅସ୍ତରଙ୍ଗ, ୨୦/୦୭: ଥାଳିରେ ଭାତ, ଡାଲି ଆଉ ସାଙ୍ଗରେ ଗୋଟେ ଅଣ୍ଡା କି ପୋଷଣ ଲଡୁ। ରାଜ୍ୟ ସରକାରଙ୍କ ଏହି “ପୋଷଣ” ସ୍ୱପ୍ନ ଏବେ ବଜାର ଦର ଆଗରେ ମଳିନ ପଡୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମଧ୍ୟାହ୍ନ ଭୋଜନ ଯୋଜନା ଏବେ ବଡ ସଙ୍କଟ ଦେଇ ଗତି କରୁଛି। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ମୋଟ ୧୩ ସାଧନ କେନ୍ଦ୍ର ରହିଛି। ଏଥିରେ ୧୩୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ […]

1 min read

 ବର୍ଷାରେ ବୁଡିଲା ଚାଷୀଙ୍କ ସ୍ୱପ୍ନ: ନଦୀ ଜଳସ୍ତର ବୃଦ୍ଧିରୁ ହେକ୍ଟର ହେକ୍ଟର ଏକର ଜମି ଜଳମଗ୍ନ

ଅସ୍ତରଙ୍ଗ, ୨୦/୦୭: ଲଗାଣ ବର୍ଷା ସହ ଦ୍ୱିତୀୟ ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଠିକ୍ ତଳି ରୁଆ ସମୟରେ ଏଭଳି ବର୍ଷା ଯୋଗୁଁ ହଜାର ହଜାର ଚାଷୀଙ୍କ ମୁଣ୍ଡରେ ହାତ।କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ କନ୍ତିମଳା ସେତୁ ଦେଇ ପ୍ରବାହିତ ଜଳ କଜଳପାତିଆ, ସନ୍ତରସ, ସମା, କୋତାଙ୍ଗ ସହ ବଙ୍କୁରୀ ଅଞ୍ଚଳରେ ବ୍ୟାପକ ପ୍ରଭାବ ପକାଇଛି। ସେହିପରି ଅସ୍ତରଙ୍ଗ ବ୍ଲକ ଅଧୀନ ଦେବୀ ନଦୀର […]