1 min read

ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି

ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍‌ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]

1 min read

୨ ଦିନ ପାଇଁ ଚାରିଧାମ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ : ଖରାପ ପାଣିପାଗ ଯୋଗୁଁ ଚାରିଧାମ ଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖା ଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇ ଥିବା ବର୍ଷାର ‘ରେଡ୍’ ଏବଂ ‘ଅରେଞ୍ଜ’ ଆଲର୍ଟକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର-ଏହି ଦୁଇ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ପାଣିପାଗ ବିଭାଗ ଉତ୍ତରାଖଣ୍ଡର ଅଧିକାଂଶ ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଡ଼ୱାଲ କମିଶନର ଆନନ୍ଦ ସ୍ୱରୂପ […]

1 min read

ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]

1 min read

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍‌୩ଏମ୍‌ ହୁରୁନ୍‌ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ହୁରୁନ୍‌ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର […]

1 min read

ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା, ବିସିସିଆଇରେ ନୂଆ ମୁଖ୍ୟ ଚୟନ ନେଇ ଆଲୋଚନା

ନୂଆଦିଲ୍ଲୀ: ଅଜିତ ଅଗରକର ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ଅନ୍ୟଜଣ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସିଲେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆହତ ଖେଳାଳିଙ୍କ ପରିଚାଳନା ଏବଂ ଭାରତ ‘ଏ’ ଦଳର ମ୍ୟାଚ୍‌ ସୂଚୀକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ୨୦୨୩ ଜୁଲାଇରେ ମୁଖ୍ୟ ଚୟନକର୍ତ୍ତା ହୋଇଥିବା […]

1 min read

ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସ୍‌ (LPG) ସିଲିଣ୍ଡର ଯୋଗାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ ସବସିଡି ବା ରିଆତି ମୂଲ୍ୟରେ ଘରୋଇ LPG ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କିମ୍ବା e-KYC ବାଧ୍ୟତାମୂଳକ ହେବ। ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି କିମ୍ବା ଏହା କରିବାକୁ ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଆଉ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ଏଭଳି ଗ୍ରାହକଙ୍କୁ ବଜାର […]

1 min read

୮ମ ବେତନ ଆୟୋଗ: ଏରିୟରକୁ ନେଇ ବଢ଼ିଲା ଆଶା, ଜାଣନ୍ତୁ କେତେ ହୋଇପାରେ ରାଶି

ନୂଆଦିଲ୍ଲୀ, ୨୨/୯: ୮ମ କେନ୍ଦ୍ରୀୟ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ଓ ଅନ୍ୟ ପକ୍ଷଙ୍କ ମତାମତ ନେଉଛି। ସରକାରୀ ସୂଚନା ଅନୁଯାୟୀ, ଆୟୋଗକୁ ରିପୋର୍ଟ ଦେବା ପାଇଁ ୧୮ ମାସର ସମୟ ଦିଆଯାଇଛି। ଆୟୋଗ ଚଳିତ ବର୍ଷ ଜୟପୁର, ପୁଡୁଚେରୀ ଓ ଚଣ୍ଡିଗଡ଼ ସମେତ ବିଭିନ୍ନ ସ୍ଥାନରେ ଆଲୋଚନା ଓ ବୈଠକ କରିଛି। ଆୟୋଗର ଅଧିକାରିକ ୱେବସାଇଟ୍‌ ଅନୁଯାୟୀ, ଆସନ୍ତା ୭ ଓ ୮ ଅକ୍ଟୋବର […]

1 min read

ମା’ ବଗଳାମୁଖୀଙ୍କ ଦର୍ଶନ ପୂର୍ବରୁ ଅଘଟଣ, ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଛି ଅତ୍ୟନ୍ତ ଦୁଃଖଦ ଅଘଟଣ। ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅଗର ମାଲୱା ଜିଲ୍ଲା ନଳଖେଡ଼ା ଅଞ୍ଚଳରେ ଏକ କାର୍‌ ଝରଣାର ପ୍ରବଳ ସ୍ରୋତରେ ଭାସିଯିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ମଧ୍ୟପ୍ରଦେଶ […]

1 min read

ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ରିୟଲ-ଇଷ୍ଟେଟ୍ ଅନିୟମିତତା ମାମଲାରେ ହରିୟାଣା ଲୋକହିତ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଚଢ଼ାଉ କରିଛି। ଗୁରୁଗ୍ରାମରେ ଥିବା କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଏହି ତଲାସି ଚାଲିଥିବା ଜଣାପଡ଼ିଛି। ଜଣେ ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାଟିକା ଲିମିଟେଡ୍‌ ବିରୋଧରେ ଏକ ବଡ଼ ରିୟଲ-ଇଷ୍ଟେଟ୍ ଠକେଇ ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ଅଧୀନରେ ଥିବା ୪ଟି ପ୍ରକଳ୍ପରେ ୬୬୧ ଜଣ […]

1 min read

ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦବିଜେପିରେ ଯୋଗଦେବେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ଟିଏମସି ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୨୦ ଜଣ ସାଂଦଙ୍କୁ ନେଇ ଆସିଛି ବଡ଼ ଖବର। ଏହି ବିଦ୍ରୋହୀ ସାଂସଦମାନେ ଲୋକସଭାର ମୌସୁମୀ ଅଧିବେଶନ ପୂର୍ବରୁ କମ ପରିଚିତ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ ବାଏନସିପିଆଇରେ ଯୋଗ ଦେଇଥିଲେ। ଏବେ ସେମାନଙ୍କ ମଧ୍ୟରୁ ୧୭ ଜଣ ଆଗାମୀ ଦୁର୍ଗାପୂଜା ପୂର୍ବରୁ କିମ୍ବା ପରେ ଏନସିପିଆଇ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ। ବିଦ୍ରୋହୀ […]