ଆନ୍ଦୋଳନ ସମୟରେ ହିଂସା କଲେ ମିଳିବନି ସରକାରୀ ଚାକିରି
ଲକ୍ଷ୍ନୌ: ବିଗତ କିଛି ମାସ ହେଲା ଦେଶବ୍ୟାପୀ ଭିନ୍ନଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। କିଛି ସ୍ଥାନରେ ତୀବ୍ର ଆନ୍ଦୋଳନ ମଧ୍ୟ ଦେଖାଯାଇଛି। ଏଥିରେ ଛାତ୍ରଛାତ୍ରୀ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ମଧ୍ୟ ସାମିଲ ହେଉଛନ୍ତି। ତେବେ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ସରକାରୀ ଚାକିରି ପାଇଁ ଚରିତ୍ର ଯାଞ୍ଚ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ରାଜରାସ୍ତାରେ ହିଂସା ସହିତ ଜଡ଼ିତ ରୁହନ୍ତି, ତାଙ୍କୁ […]
ଏଲ୍ ନିନୋର ଭୟଙ୍କର ପ୍ରଭାବ, ଭାରତରେ ୫୫ ହଜାର ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ : ଆକାଶରୁ ବର୍ଷିବ ନିଆଁ! ତାତିରେ ଜଳିବ ଭାରତ? ଏଲ୍ ନିନୋକୁ ନେଇ ଆସିଛି ଛାତିଥରାଇ ଦେବା ଭଳି ଆକଳନ। ନୂଆ ଟ୍ରାକର୍ର ଅନୁମାନ ଅନୁସାରେ, ଆସନ୍ତା ୬ ମାସରେ ବିଶ୍ୱରେ ଅତ୍ୟଧିକ ଗରମ ଯୋଗୁଁ ୩ ଲକ୍ଷ ୭୩ ହଜାରରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇପାରେ। ଏଥିରେ ଭାରତର ସ୍ଥିତି ସବୁଠାରୁ ଚିନ୍ତାଜନକ। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦେଶରେ ପ୍ରାୟ ୫୫ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଏହା […]
ଆମେରିକାକୁ ରାଜନାଥଙ୍କ ଚେତାବନୀ !
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାକୁ ଏକ ବଡ଼ ଏବଂ କଡ଼ା ଚେତାବନୀ ଦେଇଛନ୍ତି । ଫିଲିପାଇନ୍ସର ସେବୁ ଠାରେ ଅନୁଷ୍ଠିତ ୧୩ତମ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ-ପ୍ଲସ୍ ସମୟରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କୁ ଭେଟି ରାଜନାଥ ସିଂହ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି । ଆମେରିକା ସରକାର ପାକିସ୍ତାନକୁ ୬୪.୯ କୋଟି ଡଲାରର ଏଫ୍-୧୬ ସପୋର୍ଟ ଏବଂ ଅପଗ୍ରେଡ୍ ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି ନେଇଛି । ଏହି ପ୍ୟାକେଜ୍ ମଧ୍ୟରେ […]
ଆଜିର ରାଶିଫଳ: 29 ଅକ୍ଟୋବର 2026
ଜାଣନ୍ତୁ ଆପଣଙ୍କ ରାଶି ପାଇଁ ଆଜିର ଦିନ କେମିତି ରହିବ। ମେଷ: ଅଟକି ରହିଥିବା କାମ ଆଗକୁ ବଢ଼ିବ। ଘରେ ବଡ଼ମାନଙ୍କ ପରାମର୍ଶ ମାନନ୍ତୁ। ବୃଷ: ଆର୍ଥିକ ଦିଗରେ ଲାଭର ଯୋଗ ଅଛି, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମିଥୁନ: କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। କର୍କଟ: ମନ କିଛି ଚଞ୍ଚଳ ରହିବ। ପରିବାର ସହ ସମୟ କଟାଇଲେ ଶାନ୍ତି ମିଳିବ। ସିଂହ: ଆତ୍ମବିଶ୍ୱାସ ବଢ଼ିବ। ତେବେ କାହା […]
ପଶ୍ଚିମ ଏସିଆ ଯୁଦ୍ଧରେ ୨୨ ଭାରତୀୟଙ୍କ ମୃତ୍ୟୁ: ବିଦେଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଗତ ଆଠ ମାସ ହେଲା ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ଏହାର ୨୨ ଜଣ ନାଗରିକଙ୍କୁ ହରାଇଛି। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିବାବେଳେ ଏଥିରେ ତେହେରାନର ତତ୍କାଳୀନ ସର୍ବୋଚ୍ଚ ନେତାଙ୍କ ସମେତ ଦେଶର ଅନେକ ପ୍ରମୁଖ ନେତୃବର୍ଗଙ୍କ ମୃତ୍ୟୁ ହୋଇଥିଲା। ପଶ୍ଚିମ ଏସିଆରେ ସେବେଠାରୁ ଅଶାନ୍ତି ଲାଗି ରହିଥିବାବେଳେ ୨୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ ନାବିକ ମଧ୍ୟ ସାମିଲ ଅଛନ୍ତି ବୋଲି […]
ବାରାଣସୀରେ ଅଖିଲେଶଙ୍କ ବଡ଼ ବିଜୟ
ଉତ୍ତର ପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରାଣସୀରେ ସପାକୁ ମିଳିଛି ଦମଦାର ବିଜୟ। ବାରାଣସୀ ଶିକ୍ଷକଙ୍କ ଏମଏଲସି ସିଟ୍ ଓ ବାରାଣସୀ ଗ୍ରାଜ୍ୟୁଏଟ୍ସ ଆସନରେ ସପା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। କେବଳ ବାରାଣସୀ ନୁହେଁ, ଆଗ୍ରା ଟିଚର୍ସ ନିର୍ବାଚନୀ ମଣ୍ଡଳରେ ମଧ୍ୟ ସପା ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। ସପା ବାରାଣସୀରେ ଅଦ୍ଭୂତପୂର୍ବ ସଫଳତା ପାଇଥିଲେ […]
ନୂଆଦିଲ୍ଲୀ ଏସ୍ସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ନୂଆଦିଲ୍ଲୀ : ପାକିସ୍ତାନକୁ ନୂଆଦିଲ୍ଲୀ ଆସିବାକୁ ଭାରତର ନିମନ୍ତ୍ରଣ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ସୃଷ୍ଟି ହୋଇଥିବା ତିକ୍ତତା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି ଭାରତ। ଦିଲ୍ଲୀରେ ଅନୁଷ୍ଠିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍ସିଓ) ସମ୍ମିଳନୀରେ ଯୋଗ ଦେବାକୁ ଭାରତ ପକ୍ଷରୁ ପାକିସ୍ତାନକୁ କରାଯାଇଛି ନିମନ୍ତ୍ରଣ। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍ସିଓର ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରର […]
୨୦୦ ହାଲୁକା ୟୁଟିଲିଟି ହେଲିକପ୍ଟର କିଣିବ ସେନା
ନୂଆଦିଲ୍ଲୀ : ପୁରୁଣା ଚିତା ଓ ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରତିରକ୍ଷା ବାହିନୀ ଚିନ୍ତା କରୁଥିବା ବେଳେ ଭାରତୀୟ ସେନା ଏବଂ ବାୟୁସେନା ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଦ୍ୱାରା ବିକଶିତ ହେଉଥିବା ପ୍ରାୟ ୨୦୦ଟି ସ୍ୱଦେଶୀ ହାଲୁକା ୟୁଟିଲିଟି ହେଲିକପ୍ଟର କିମିବା ପାଇଁ ଯୋଜନା କରୁଛି । ସେନା ଓ ବାୟୁସେନାର ମୋଟ୍ ପ୍ରାୟ ୪୦୦ଟି ହାଲୁକା ହେଲିକପ୍ଟରର ଆବଶ୍ୟକତା ରହିଛି । ଏଥିମଧ୍ୟରୁ ୨୦୦ଟି ଲାଇଟ୍ ମଲ୍ଟିରୋଲ୍ ହେଲିକପ୍ଟରକୁ ପ୍ରକିରକ୍ଷା ଅଧିକଗ୍ରହଣ ପରିଷଦ […]
କେନ୍ଦ୍ର କ୍ୟାବିନେଟରେ ରହିବେ ହରଦୀପ ସିଂ
ନୂଆଦିଲ୍ଲୀ : ପୁଣି ହରଦୀପ ପୁରୀଙ୍କୁ ସୁଯୋଗ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଛି । ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳ ପୁରୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହା ତାଙ୍କ ପାଇଁ ମୋଦି କ୍ୟାବିନେଟରେ ରହିବା ପାଇଁ ବାଟ ଖୋଲିଛି । କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ବଜାୟ ରଖିବା ସସପେନ୍ସ ଉପରୁ ପରଦା ହଟିଛି […]
ପ୍ୟାରେ ମିଆଁଙ୍କୁ ଆଜୀବନ ଜେଲ୍ ସହ ୭୭.୬୪ ଲକ୍ଷ ଜରିମାନା
ଭୋପାଳ : ନାବାଳିକାଙ୍କୁ ଯୌନ ଶୋଷଣ ମାମଲାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଏକ ବଡ଼ ଏବଂ କଠୋର ରାଏ ଶୁଣାଇଛନ୍ତି । ଭୋପାଳର ଜଣେ ପୂର୍ବତନ ସମ୍ବାଦପତ୍ର ମାଲିକ ପ୍ୟାରେ ମିଆଁକୁ ୫ ଜଣ ନାବାଳିକାଙ୍କ ସହ ଜଡ଼ିତ ଅପରାଧରେ ୧୦ ଥର ଆଜୀବନ କାରାଦଣ୍ଡ ଏବଂ ୭୭ ଲକ୍ଷ ୬୪ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ତାଙ୍କ ସହଯୋଗୀ ରାନିଆ ବି […]
