1 min read

ଯାଜପୁର ଜିଲ୍ଲାରେ ବନ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ

ଯାଜପୁର ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ। ବନ୍ୟା ସ୍ଥିତି ତଦାରଖ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ବରିଷ୍ଠ ଅଧିକାରୀ, ଅବକାରୀ ବିଭାଗ କମିଶନର , ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଆଇ.ଏ.ଏସ, ଗତକାଲି ଯାଜପୁର ଜିଲ୍ଲାରେ ଯୋଗ ଦେବା ସହ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିଥିଲେ […]

1 min read

ଚାଷ କ୍ଷେତ୍ରରୁ ମେଡିକାଲ କଲେଜ; ଦୃଢ଼ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଲକ୍ଷ୍ମୀ ବାନରା।

କଳିଙ୍ଗନଗର, ୨୪/୭(ପିପିଏସ):  ଗରିବୀ କେବେ ବି ସ୍ୱପ୍ନ ଓ ସଫଳତାର ପଥରେ ବାଧା ସୃଷ୍ଟି କରିପାରେ ନାହିଁ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ  ମନୋବଳ ଥିଲେ ସଫଳତା ନିଶ୍ଚିତ ଏହାର ଜୀବନ୍ତ ଉଦାହରଣ ପାଲଟିଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ନାକେଦୀପୁର ଗ୍ରାମର ଜନଜାତି ଛାତ୍ରୀ ଲକ୍ଷ୍ମୀ ବାନରା । ଆର୍ଥକ ଅଭାବ ମଧ୍ଯରେ ବାପା ସିପାହୀ ବାନରାଙ୍କ ସଂଘର୍ଷ ପୂର୍ଣ୍ଣ ପରିବାରରେ ବଢ଼ି ଉଠିଥୁବା ଲକ୍ଷ୍ମୀ ନିଜର ଅକ୍ଲାନ୍ତ ପରିଶ୍ରମ […]

1 min read

ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ୍ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ

ବୌଦ୍ଧ, ୨୩/୭: ବୁଧବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାରଙ୍କୁ ଉପ ନିବନ୍ଧକ ଭାବେ ଦାୟିତ୍ବ ହସ୍ତାନ୍ତର କରା ଯାଇଛି | ତେଣୁ ସପ୍ତାହକୁ ଦୁଇ ଦିନ ୨୨ ଗୋଟି ଲେଖାଏଁ ଜମି ଜମା କ୍ରୟ ବିକ୍ରୟ ପଂଜିକରଣ କରା ଯାଉଛି l ବିକ୍ରେତା ମାନେ […]

1 min read

ତୁଳସୀ କ୍ଷେତ୍ରରେ ଶ୍ରୀଗୁଣ୍ଡିଚାଯାତ୍ରା ସେବାୟତଙ୍କ ଭାର ହେଲା ବାଧକଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ଫାଟି ପଡୁଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ପ୍ରସ୍ତୁତ ଥିଲା । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ । ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ । ବ୍ରହ୍ମ ତାଳଧ୍ୱଜ ରଥ ଉପରେ ମହାପ୍ରଭୁ ବଳଭଦ୍ର, […]