ଘଟଣା-ଦୁର୍ଘଟଣା
କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ
କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ଯାହା ଦ୍ବାରା ସେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇପାରିଛନ୍ତି ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏବେ ଇଓଡବ୍ଲୁ […]
ଗାଁ ନଛାଡିଲେ ମୃତ୍ୟୁଦଣ୍ଡ
ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଦୁଇ ଗାଁର ୮ ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଛନ୍ତି ନକ୍ସଲ। ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଭୋଗିବେ ବୋଲି ନକ୍ସଲ ଧମକ ଦେଇଛନ୍ତି ମାଲକାନଗିରି/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଦୁଇ ଗାଁର ୮ ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଛନ୍ତି ନକ୍ସଲ। ତୁରନ୍ତ ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଭୋଗିବେ ବୋଲି […]
ଅବସର ପୂର୍ବରୁ ହଟହଟା
କଟକ ଏସ୍ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ କଟକ/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ଏସ୍ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ପ୍ରଦୀପ ମହାନ୍ତିଙ୍କ ଘର ସମେତ ୯ଟି ଠିକଣାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଶ୍ରୀ ମହାନ୍ତିଙ୍କ ଭୁବନେଶ୍ବର ମୈତ୍ରୀବିହାରସ୍ଥିତ ଘର, ଖୋର୍ଦ୍ଧା ଟାଙ୍ଗୀସ୍ଥିତ ପୈତୃକଘର, କଟକସ୍ଥିତ ସରକାରୀ କାର୍ଯ୍ୟାଳୟ, ଖୋର୍ଦ୍ଧା, […]
ଭୁବନେଶ୍ବରରେ ୬୧ ପିଲା ଦେଲେନି ମାଟ୍ରିକ ପରୀକ୍ଷା: ସହର ଛାଡ଼ି ପଳାଇଲେ
ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା ଜଣେ ଛାତ୍ରୀ ବିବାହ କରିଛନ୍ତି। ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା […]
ଅନ୍ଧାରରେ କଟୁଛି ୩୫୦୦ ପରିବାରଙ୍କ ଜୀବନ
୨୭୪ ପଡ଼ା ଗାଁରେ ନାହିଁ ବିଜୁଳି ଆଲୁଅ ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ସରକାରୀ ରେକର୍ଡରେ ଏହି ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ନବରଙ୍ଗପୁର/ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି […]
ବିରଳ ରୋଗରେ ପୀଡିତ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ
ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ିଆଲି ଗ୍ରାମର ବାପା ହେରମ୍ବ ଗିରି ଓ ମାତା ବିଳାସ ଗିରିଙ୍କ କୋଳରେ ୭ ବର୍ଷ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଏକ ବର୍ଷ ପରେ ଦେହ ପୋଡି ଯିବା ଭଳି ଦେଖା ଦେଇଥିଲା। ସୂର୍ଯ୍ୟ କିରଣ ପଡିଲେ ଦେହ ଜଳାପୋଡ଼ା ହେଉଛି ବୌଦ୍ଧ/ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ିଆଲି ଗ୍ରାମର ବାପା ହେରମ୍ବ ଗିରି ଓ ମାତା ବିଳାସ ଗିରିଙ୍କ […]
ପରିବର୍ତ୍ତନକାରୀ ସହରୀ ଅଭିବୃଦ୍ଧିରେ ‘ଅଙ୍କୁର’ ଗୁରୁତ୍ବପୂର୍ଣ୍ଣ
ଅଟଳ ନେଟୱାର୍କ ଫର୍ ନଲେଜ୍, ନଗରୀକରଣ ଏବଂ ସଂସ୍କାର (ଅଙ୍କୁର) ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନକାରୀ ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାରେ ସହରାଞ୍ଚଳ ନବସୃଜନ, ସହଯୋଗ ଏବଂ ସୁଶାସନକୁ ପ୍ରୋତ୍ସାହିତ କରିବା ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ (ଏଚ ଆଣ୍ଡ ୟୁଡି) ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ […]
ସୈନିକ ସ୍କୁଲ୍ ସ୍ଥାନାନ୍ତର ପ୍ରସଙ୍ଗ
ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର ସର୍ବପୁରାତନ ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର ସର୍ବପୁରାତନ ଇଂରାଜୀ ମାଧ୍ୟମ ସ୍କୁଲ ଭାବେ […]
କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍ରେ ଯୌନ ନିର୍ଯାତନା ରୋକ
ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍ ନିରାପତ୍ତା ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍ ନିରାପତ୍ତା ପାଇଁ ବିଶ୍ୱବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପଡ଼ିବ। […]
ସାରଥିଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି: ବାରିମୂଳ ଆଶ୍ରମ ମନା
ସାରଥି ବାବାଙ୍କ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି ଦେଇଛନ୍ତି। ତାଙ୍କୁ ବାରିମୂଳରେ ଥିବା ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି କଟକ ୦୫-୦୩-୨୦୨୫(ପିପିଏସ) : ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ତାଙ୍କୁ ବାରିମୂଳରେ ଥିବା ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।ବୁଧବାର ଦିନ ଓଡ଼ିଶା ହାଇକୋର୍ଟ ରାୟ […]