1 min read

ଗଭୀର ସମୁଦ୍ରରୁ ନିଖୋଜ ୧୫ ମତ୍ସ୍ୟଜୀବୀ

ଭୋଗରାଇ, ୧୦୲୭ (ଉଦୟ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଝଡ଼ତୋଫାନ ମଧ୍ୟରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୫ ଜଣ ମତ୍ସ୍ୟଜୀବୀ ବିଗତ ୬ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକ ଥିବା ବେଳେ, ଏଥିରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଗୋଟିଏ ପରିବାରର ୩ ଜଣ ସହୋଦର ଭାଇ ରହିଛନ୍ତି। […]

1 min read

ନବରଙ୍ଗପୁରରେ ନିନ୍ଦନୀୟ ଘଟଣା: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର

ନବରଙ୍ଗପୁର, ୧୦।୭ (ବ୍ୟୁରୋ ରିପୋର୍ଟ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତତ୍ପରତା ପ୍ରକାଶ କରି ଜଣେ ନାବାଳକକୁ ଅଟକ ରଖିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖେଳୁଥିବା ସମୟରେ ଘଟିଲା ଅଭାବନୀୟ କାଣ୍ଡ ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ସନ୍ଧ୍ୟା ସମୟରେ […]

1 min read

କେରଳର ଲଗାତାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ

ଥିରୁବନନ୍ତପୁରମ, ୭|୭(ବ୍ୟୁରୋ): କେରଳର ୱାୟନାଡ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଅବିରତ ବର୍ଷାର ପ୍ରଭାବରେ କଲ୍ଲାଡି ଟନେଲ ନିର୍ମାଣ ସ୍ଥଳ ନିକଟରେ ଭୂସ୍ଖଳନ ଘଟିଥିବାରୁ ରାସ୍ତା ଅବରୋଧ ହେବା ସହ ଅନେକ ଶ୍ରମିକ ବିପଦରେ ପଡ଼ିଥିଲେ। ଘଟଣା ପରେ ତୁରନ୍ତ ପ୍ରଶାସନ, ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକମାନେ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାଥମିକ ସୂଚନା ଅନୁସାରେ, ଭୂସ୍ଖଳନ ସମୟରେ ପ୍ରାୟ ୧୦ ଜଣ ମାଟି ତଳେ ଫସି […]

1 min read

ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ମାମଲା

ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ, ସନ୍ଦେହଘେରରେ ଭୁବନେଶ୍ୱରର ଏଏସ୍‌ଆଇ କଟକ, ୭|୭ (ବ୍ୟୁରୋ ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି (IIC) ବିଉଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ବିଉଟିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ଶ୍ବାସରୁଦ୍ଧ ହେବା କାରଣରୁ ହିଁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା କଟକ କମିସନରେଟ୍‌ ପୁଲିସ ମୃତ ଅଧିକାରୀଙ୍କ ମୋବାଇଲ୍ ଫୋନ୍‌ରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାଗ ହାସଲ କରିଛି, ଯାହା […]

1 min read

ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁରୀରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର |   

ପୁରୀ ଠାରେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପୁରୀ ମନ୍ଦିର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କଡାକଡି ଆଇନ ବ୍ୟବସ୍ତା ଲାଗୁ କରାଯାଇ ନଥିବାରୁ ଅନେକ ସମୟରେ ଖବର ପରିବେଷଣ ସମୟରେ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ପୁରୀରେ ଗତକାଲି ଘଟିଥିବା ଘଟଣା ରାଜ୍ୟରେ ବାରମ୍ବାର […]

1 min read

ଭୟାଭୟ ଅଗ୍ନିକାଣ୍ଡରେ ୫ବଖରା ଘର ପୋଡି ପାଉଁଶ।

ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]

1 min read

ଅଗ୍ନିକାଣ୍ଡ ରେ ଜଳିଗଲା ପାଞ୍ଚ ବଖରା ଘର|

ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]

1 min read

ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର

ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଲା ଗୁରୁତର ଟିଟିଲାଗଡ଼, 4/4  ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଆଜି ସକାଳୁ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ନେଇ ଜଣେ ମହିଲା ଦୂତିଆ ଭୋଇ ପୋଡି ହୋଇ ଗୁରୁତର ହୋଇଛନ୍ତି l ବିସ୍ପୋରଣ ନେଇ ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଛି l ସୂଚନା ଯେ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗ୍ରାମର ଋଷଭ ଜାନିଙ୍କ ପତ୍ନୀ ପ୍ରସୂତି ନେଇ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ […]

1 min read

କାଳ ବୈଶାଖି ଝଡ଼ର ତାଣ୍ଡବଲୀଳା

ଫିରିଙ୍ଗିଆ,୪l୪: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଳକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ କାଳ ବୈଶାଖି ଝଡ଼ର ତାଣ୍ଡବ ଯୋଗୁଁ ନୀରିହ ଜନତା ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି ।ଘଟଣାରୁ ଜଣାପଡ଼ିଛି ଯେ ଗତକାଲି ଅପରାହ୍ନ ୨ଟା ସମଯରେ ହଠାତ ଏକ କଳାହାଣ୍ଡିଆ ମେଘ ମାଡ଼ିଅସିଥିଲା ଓ ପ୍ରଥମେ ଧିରେ ଧିରେ ପବନ ବହିଥିଲା ଓ ପରେ ସାଧାରଣ ବର୍ଷା ଆରମ୍ଭ ହୋଇଥିଲା ପରେ ପରେ ତୀବ୍ରଗତିରେ ପବନ ସମେତ ବର୍ଷା ଓ କୁଆପଥର ମାଡ଼ ହେବାରୁ […]

1 min read

ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ, 

 ଟିଟିଲାଗଡ଼, 3/4 ଟିଟିଲାଗଡ଼ ରେଳ ଜଙ୍କସନରୁ କେସିଙ୍ଗା ରେଳଧାରଣାର ସହରର ସିରଭଟା ରେଳବାଇ ଅଣ୍ଡରବ୍ରିଜ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସ୍ଥାନୀୟ ଜିଆରପି ପୁଲିସ ଉଦ୍ଧାର କରିଛି l ମୃତକ ସ୍ଥାନୀୟ ବ୍ଲକ ପଡାର କୃଷ୍ଣ ସାହୁଙ୍କ ପୁତ୍ର ସୁନିଲ ସାହୁ (45) ବୋଲି ଜଣାପଡିଛି l ମୃତ ସୁନିଲଙ୍କ ଶରୀର ଟ୍ରେନରେ କଟି ଅଣ୍ଟାରୁ ଦୁଇ ଫାଳ ହୋଇଥିବା ଦେଖାଯାଇଥିଲା l ମୃତକଙ୍କ ପତ୍ନୀ ତଥା ଦୁଇ ସନ୍ତାନ ରହିଛନ୍ତି l ଏନେଇ ଜିଆରପି ପକ୍ଷରୁ […]