ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ
ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁଣି ଥରେ ରାସନ କାର୍ଡ!-->…
Read More...
Read More...
ଅସ୍ତରଙ୍ଗ ରାକ୍ଷୀ ବଜାରରେ ଭିଡ଼
:-ଫ୍ୟାନସି, ଷ୍ଟୋନ ରାକ୍ଷୀର ଚାହିଦା ବେଶୀ:-ଅନଲାଇନି କାରଣରୁ ବ୍ୟବସାୟୀ ମାନ୍ଦାଅସ୍ତରଙ୍ଗ :୧୭-୦୮-୨୪ (ପିପିଏସ ):ଭାଇ ଭଉଣୀ ଙ୍କ ସ୍ନେହ ପ୍ରୀତିର ବନ୍ଧନର ରାକ୍ଷୀ। ରାକ୍ଷୀ ପାଇଁ ଏବେ ଅସ୍ତରଙ୍ଗ ବଜାର ଚଳଚଞ୍ଚଳ। ଅଗଷ୍ଟ ୧୯ତଥା ରାତି ପାହିଲେ ରକ୍ଷା ବନ୍ଧନ ଥିବା ବେଳେ ରଙ୍ଗ ବେରଙ୍ଗର!-->…
Read More...
Read More...
ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା
ନୂଆଦିଲ୍ଲୀ/ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ!-->…
Read More...
Read More...
ସାଢେ ସାତ ମାସର ଦାୟିତ୍ବ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା:ଅରୁଣ ଷଡ଼ଙ୍ଗୀ
କଟକ /୧୭-୦୮-୨୪ (ପିପିଏସ ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ଅବସରରେ ଅରୁଣ କୁମାର ଷଡ଼ଙ୍ଗୀ ଓଡ଼ିଶା ପୁଲିସର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ସହଯୋଗ ଯୋଗୁଁ ସେ ସାଢେ ସାତ ମାସର ଆହ୍ବାନକୁ ସଫଳତାର ସହ!-->…
Read More...
Read More...
ଥାନା ସାମ୍ନାରେ ଅଭାବନୀୟ କାଣ୍ଡ
ପେଟ୍ରୋଲ୍ ଢାଳି ଦେହରେ ନିଆଁ ଲଗାଇଲେ ମହିଳା
କଟକ/ମାହାଙ୍ଗା ୧୭-୦୮-୨୪ (ପିପିଏସ ): କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ଆଜି ଜଣେ ମହିଳା ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ!-->!-->!-->…
Read More...
Read More...
କମାଲ କଲା ‘ସ୍ତ୍ରୀ-୨’
କମାଲ କଲା ‘ସ୍ତ୍ରୀ-୨’ ୨ଦିନରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କଲା ଫିଲ୍ମ
ମୁମ୍ବାଇ /ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼!-->!-->!-->…
Read More...
Read More...
ଦୁଷ୍କର୍ମ ପୀଡିତା ଚିକିତ୍ସିତ ଅବସ୍ଥାରେ ମୃତ
ନୂଆଦିଲ୍ଲୀ /ଭୁବନେଶ୍ୱର ୧୭-୦୮-୨୪(ପିପିଏସ ): କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ!-->…
Read More...
Read More...
ଅତି ଜରୁରୀ ନଥିଲେ ଏସସିବି ଆସନି:ଅଧୀକ୍ଷକ
କଟକ: /୧୬/୦୮/୨୪(ପିପିଏସ ) କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅଧୀକ୍ଷକ । ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ!-->…
Read More...
Read More...
୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା
* ପୁରସ୍କାର ତାଲିକାରେ ଓଡ଼ିଆ ସିନେମା ‘ଦମନ’
*ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି ।!-->!-->!-->!-->!-->…
Read More...
Read More...
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କର୍ପୋରଟର ବନ୍ଦିତା ପାଲ
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଏମସି କର୍ପୋରଟର। ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ!-->…
Read More...
Read More...