1 min read

ନଭେମ୍ବର ୧ରୁ ଦିଲ୍ଲୀରେ ନୂଆ ‘ଜିଆରଏପି’ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ଗୁଣବତ୍ତା ସୁଧାରିବା ପାଇଁଆସନ୍ତା ୨୦୨୬ ନଭେମ୍ବର ୧ ତାରିଖ (ରବିବାର) ରୁ ସଂଶୋଧିତ ଗ୍ରେଡେଡ୍ ରେସପୋନ୍ସ ଆକ୍ସନ୍ପ୍ଲାନ୍ (ଜିଆରଏପି) ଅଧୀନରେ ନୂଆ ନିୟମାବଳୀ ଲାଗୁ ହେବାକୁ ଯାଉଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁସୋସିଆଲ ମିଡିଆ ”ଏକ୍ସ” ରେ ସୂଚନା ଦିଆଯାଇଛି ଯେ, ବାହାର ରାଜ୍ୟରୁ ଦିଲ୍ଲୀକୁ ଆସୁଥିବାଯାନବାହନଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରି ଯାତ୍ରା କରିବାକୁଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ନୂତନ କଟକଣା ଅନୁଯାୟୀ, ଆସନ୍ତା ନଭେମ୍ବର […]

1 min read

ଶେଷ ହୋଇଯିବ ଆମେରିକାର ଖେଳ – ଏଲନ ମସ୍କ

ନୂଆଦିଲ୍ଲୀ : ନଭେମ୍ବର ୩ ତାରିଖରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, ବିଶ୍ୱରସବୁଠାରୁ ଧନୀ ବ୍ୟବସାୟୀ ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏକ ପ୍ରମୁଖ ରାଜନୈତିକବୟାନ ଦେଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଡେମୋକ୍ରାଟିକ୍ ପାର୍ଟି ୨୦୨୮ନିର୍ବାଚନରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ, ସିନେଟ୍ ଏବଂ ରାଷ୍ଟ୍ରପତି ଆସନ ଜିତିଯାଏ, ତେବେଆମେରିକାର ରାଜନୈତିକ ଭବିଷ୍ୟତ ପରିବର୍ତ୍ତନ ହୋଇପାରେ । ମସ୍କ ସୋସିଆଲ ମିଡିଆପ୍ଲାଟଫର୍ମ X ରେ ଲେଖିଛନ୍ତି, “ଆମେରିକାର ଖେଳ ଶେଷ ହୋଇଯିବ । […]

1 min read

ମହାୟୁତି ମେଣ୍ଟରେ ଫାଟ!

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ପରାଜୟ ପରେ ଶାସକ ମହାୟୁତି ମେଣ୍ଟରେ ଫାଟସୃଷ୍ଟି ହୋଇଛି। ବିଜେପି ଓ ଶିବସେନା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ। ଏହି ବିବାଦ ଏବେମେଣ୍ଟର ଏକତା ଉପରେ ପ୍ରଶ୍ନ ଉଠାଇଛି। ଶିବସେନା ନେତା ନିଲେଶ ରାଣେ ବିଜେପି ମୁଖପାତ୍ର ନବନାଥବନ୍‌ଙ୍କୁ କଡ଼ା ଶବ୍ଦରେ ଜବାବ ଦେଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନାକରିବା ପୂର୍ବରୁ ନିଜ ସୀମା ମଧ୍ୟରେ ରହିବାକୁ ସେ ବନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସିନ୍ଦେଙ୍କ ବିଷୟରେ କଥାହେବାବେଳେ ନିଜ ମର୍ଯ୍ୟାଦା ରଖିବା ଉଚିତ […]

1 min read

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ଏକବଡ଼ ମଡ୍ୟୁଲର ପର୍ଦ୍ଦାଫାଶ କରିବାରେ ଜମ୍ମୁ-କାଶ୍ମୀର ପୁଲିସ ସଫଳ ହୋଇଛି। ଏହି ବେଆଇନକାର୍ଯ୍ୟକଳାପରେ ସମ୍ପୃକ୍ତ ୧୦ ଜଣ ଓଭରଗ୍ରାଉଣ୍ଡ ୱର୍କର୍ ଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ପୁଲିସଅଧିକାରୀମାନେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀସଂଗଠନଗୁଡ଼ିକୁ ଚାନ୍ଦା ଏବଂ ଆର୍ଥିକ କାରବାର ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଥିବା ନେଇ ଗୁପ୍ତସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଏକ ପ୍ରତ୍ୟକ୍ଷ ତଦନ୍ତ ଅଭିଯାନ ଆରମ୍ଭ କରାଯାଇଥିଲା।ଏହିଅଭିଯାନରେ ଗିରଫ ହୋଇଥିବା ୧୦ ଜଣ […]

1 min read

ନୌସେନାର ଶକ୍ତି ବଢ଼ାଇବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମରିକ ଶକ୍ତି ବଢ଼ାଇବା ସହ ସମୁଦ୍ର ସୀମାର ସୁରକ୍ଷାକୁ ଅଧିକମଜବୁତ କରିବା ଲାଗି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୪୦ ହଜାର କୋଟି ଟଙ୍କାରୁ ଅଧିକବ୍ୟୟରେ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିମଞ୍ଜୁରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଏହି ନିଷ୍ପତ୍ତିହୋଇଛି। ଏହି ୮ଟି ଯୁଦ୍ଧଜାହାଜ ମଧ୍ୟରୁ ୫ଟି କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ଜାହାଜ ନିର୍ମାଣ ସଂସ୍ଥାଓ ୩ଟି ଗୋଆ ଜାହାଜ ନିର୍ମାଣ ସଂସ୍ଥା ତିଆରି କରିବ। ଆସନ୍ତା […]

1 min read

ଫାଟିଲା ଗ୍ଲାସିଆଲ୍ ଲେକ୍; ଭାରତ ପାଇଁ ବନ୍ୟା ସତର୍କତା ଜାରି

ନୂଆଦିଲ୍ଲୀ : ଭୁଟାନର ଗାସା ଜିଲ୍ଲାରେ ଏକ ହିମଶ୍ରେଣୀ ହ୍ରଦ (ଗ୍ଲାସିଆଲ୍ ଲେକ୍) ଫାଟିବା ପରେଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବନ୍ୟା ବିପଦର ସମ୍ମୁଖୀନ ହେବା ନେଇ ଆଶଙ୍କା ରହିଛି।ଭାରତ ସରକାର ପଶ୍ଚିମବଙ୍ଗ ଏବଂ ଆସାମରେ ନିମ୍ନ ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପରାମର୍ଶ ଜାରିକରିଛନ୍ତି। ଭୁଟାନରୁ ପ୍ରବାହିତ ସାନକୋଶ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କାରହିଛି। ଫଳସ୍ୱରୂପ, ଆସାମର ଧୁବ୍ରି ଜିଲ୍ଲାର କର୍ତ୍ତୃପକ୍ଷ ଏବଂ ଉତ୍ତର ବଙ୍ଗର ଦାର୍ଜିଲିଂ,ଆଲିପୁରଦୁଆର, ଜଳପାଇଗୁଡ଼ି ଏବଂ କୁଚ୍ ବିହାର […]

1 min read

ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏକହତ୍ୟା ମାମଲାକୁ କେବଳ ରାଜନୈତିକ ବିବାଦ ଭାବରେ ଦେଖିବା ଭୁଲ ହେବ। ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟଜାରି ରହିଥିବା ଏବଂ ବିଚାର ସମୟରେ ସାକ୍ଷୀମାନଙ୍କୁ ପଚରାଉଚରା କରାଯିବ ବୋଲି ଉଲ୍ଲେଖ କରି, କୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ […]

1 min read

ବନାସକାଣ୍ଠା ଦେଶର ପରମ୍ପରାକୁ ଜୀବନ୍ତ ରଖିଛି : ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ବାନାସକାଣ୍ଠାରେ, ପ୍ରଧାନମନ୍ତ୍ରୀ ମୋଦି ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଗୁଡ଼ିକର ଉଦଘାଟନ କରିଛନ୍ତି। ଏହା ସହିତ,ସେ ‘ପିଏମ-କିସାନ’ ଯୋଜନାର ୨୪ତମ କିସ୍ତି ମଧ୍ୟ ଜାରି କରିଛନ୍ତି, ଯାହାର ପରିମାଣ ପ୍ରାୟ ୧୯,୦୦୦କୋଟି ଟଙ୍କା ଅଟେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳଗୁଡ଼ିକ ଉପରେ କଡ଼ାଆକ୍ରମଣ କରି କହିଲେ, ‘ସେମାନେ ଦେଶକୁ ଅସୁବିଧାରେ ଦେଖିବାକୁ ଚାହାଁନ୍ତି। ଦେଶ ଯେତେବେଳେକୌଣସି ସଙ୍କଟର ସମ୍ମୁଖୀନ ହୁଏ, […]

1 min read

୧୦ ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କଲା ନର୍ଥ କୋରିଆ

ନୂଆଦିଲ୍ଲୀ : ୧୦ ବାଲାଷ୍ଟିକ୍ ମିଶାଇଲ୍ ଦାଗିଲା ନର୍ଥ କୋରିଆ । ଟେନସନ୍‌ ରେ ଜାପାନ ଓ ସାଉଥ୍ କୋରିଆ । ଗୁରୁବାର ନର୍ଥ କୋରିଆ ତାର ପୂର୍ବ ତଟରୁ ଜାପାନ ସାଗର ଆଡକୁ ୧୦ଟି ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କରିଛି । ଫଳରେ ଜାପାନ ଓ ସାଉଥ୍ କୋରିଆ ନିଜ ନିଜ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଏହି କ୍ଷେପଣାସ୍ତ୍ର ଗୁଡ଼ିକ ସମୁଦ୍ରରେ ଖସିପଡ଼ିଛି । ଜାପାନ କୋଷ୍ଟଗାର୍ଡ ପକ୍ଷରୁ ଏନେଇ ସୂଚନା […]

1 min read

ନଭେମ୍ବର ୧ରେ ‘ରାମଲୀଳା ମାର୍ଚ୍ଚ’ !

ନୂଆଦିଲ୍ଲୀ : ନଭେମ୍ବର ୧ ତାରିଖରେ ‘ରାମଲୀଳା ମାର୍ଚ୍ଚ’ରେ ବ୍ୟାପକ ସଂଖ୍ୟାରେ ଯୋଗଦେବାକୁ ଯୋଗ ଦେବାକୁ ଦେଶବାସୀଙ୍କୁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ଏହା କୌଣସି ଗୋଟିଏ ରାଜନୈତିକ ଦଳର ଆନ୍ଦୋଳନ ନୁହେଁ, ବରଂ ଦେଶର ଆତ୍ମା, ଗଣତନ୍ତ୍ର ଏବଂ ସମ୍ବିଧାନକୁ ରକ୍ଷା କରିବାର ଏକ ମହାସଂଗ୍ରାମ । ଲୋକଙ୍କୁ ଉତ୍ସାହିତ କରି ରାହୁଲ ଗାନ୍ଧୀ କହିଛନ୍ତି, “ପୁଲିସ କିମ୍ବା ଲାଠିକୁ ଆଦୌ ଚିନ୍ତା କରନ୍ତୁ […]