September 2026
ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶାକୁ ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ନିବେଶ ଆକର୍ଷଣ ଓ ଶିଳ୍ପ ବିକାଶ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିଛି। ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହା ମାଧ୍ୟମରେ ପ୍ରାୟ ୬,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଦେଶୀୟ ସେମିକଣ୍ଡକ୍ଟର ଏବଂ ପ୍ରଯୁକ୍ତି କମ୍ପାନୀ ସହ ନିବେଶ ଓ ଶିଳ୍ପ […]
ବିଧାନସଭା ଅଧିବେଶନ ୨୨ ତାରିଖରୁ
ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ। ପୁଲିସ କମିଶନରେଟ୍ ଅଧୀନରେ ଥିବା ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୁଲିସ କମିଶନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ୍ ଆଣ୍ଡ ପବ୍ଲିକ୍ ଅର୍ଡର […]
🌟 ଆଜିର ରାଶିଫଳ
♈ ମେଷ କର୍ମକ୍ଷେତ୍ର: ଆଜି ନୂଆ ପ୍ରୋଜେକ୍ଟ କିମ୍ବା ଅତିରିକ୍ତ ଦାୟିତ୍ୱ ମିଳିପାରେ। ଆପଣଙ୍କ ପରିଶ୍ରମ ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସିବ।ଆର୍ଥିକ: ଅଟକିଥିବା ଟଙ୍କା ଫେରିବାର ସମ୍ଭାବନା ରହିଛି।ପରିବାର: ଘରେ ସୁଖଦ ପରିବେଶ ରହିବ।ସ୍ୱାସ୍ଥ୍ୟ: ଅଧିକ କାମର ଚାପ ନେବେ ନାହିଁ। ♉ ବୃଷ ଆର୍ଥିକ: ରିଅଲ୍ ଇଷ୍ଟେଟ୍, ବ୍ୟାଙ୍କିଂ କିମ୍ବା ପ୍ରପର୍ଟି ସମ୍ବନ୍ଧୀୟ କାମରୁ ଲାଭ ମିଳିପାରେ। ପୁରୁଣା ନିବେଶରୁ ଭଲ ଫଳ ଆସିବ।ବ୍ୟବସାୟ: ପୁରୁଣା ଗ୍ରାହକଙ୍କଠାରୁ ପୁଣି କାମ ମିଳିପାରେ।ସମ୍ପର୍କ: ଦାମ୍ପତ୍ୟ ଜୀବନରେ ମଧୁରତା […]
ଦୈନିକ ରାଶିଫଳ
ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। କାମରେ ତତ୍ପରତା ରଖନ୍ତୁ, କିନ୍ତୁ ତରବରିଆ ନିଷ୍ପତ୍ତି ଏଡ଼ାନ୍ତୁ। ପରିବାରରେ ଆଲୋଚନା କରି ଆଗକୁ ବଢ଼ିବା ଭଲ। ବୃଷ: ବ୍ୟବସାୟ କିମ୍ବା ଚାକିରିରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ କାରବାରରେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖିବା ଲାଭଦାୟକ। ମିଥୁନ: ଯୋଗାଯୋଗ ଓ ଆଲୋଚନାରୁ ନୂଆ ସୁଯୋଗ ମିଳିପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କର୍କଟ: ପରିବାର ଓ ଘରୋଇ […]
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍
ନୂଆଦିଲ୍ଲୀ: ନିଶା ପାଇଁ କଫ୍ ସିରପ୍ର ଦୁରୁପଯୋଗ ବଢ଼ୁଥିବା ଅଭିଯୋଗ ମଧ୍ୟରେ ଏହାର ବିକ୍ରୟ ଉପରେ ନିୟମ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ୍ ସିରପ୍ ଭଳି ପ୍ରେସକ୍ରିପସନ୍ ଔଷଧ ବିକ୍ରି ନହେବା ନିଶ୍ଚିତ କରିବାକୁ ଔଷଧ ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରସ୍ତୁତ କେତେକ କଫ୍ ସିରପ୍ ପିଲାମାନଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ବ୍ୟବହାରକୁ ରୋକିବା ସହ ଔଷଧର […]
ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ
ନୂଆଦିଲ୍ଲୀ: ରିୟଲ-ଇଷ୍ଟେଟ୍ ଅନିୟମିତତା ମାମଲାରେ ହରିୟାଣା ଲୋକହିତ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଚଢ଼ାଉ କରିଛି। ଗୁରୁଗ୍ରାମରେ ଥିବା କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଏହି ତଲାସି ଚାଲିଥିବା ଜଣାପଡ଼ିଛି। ଜଣେ ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାଟିକା ଲିମିଟେଡ୍ ବିରୋଧରେ ଏକ ବଡ଼ ରିୟଲ-ଇଷ୍ଟେଟ୍ ଠକେଇ ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ଅଧୀନରେ ଥିବା ୪ଟି ପ୍ରକଳ୍ପରେ ୬୬୧ ଜଣ […]
ରୁଷ ତେଲ କିଣା ସହ ସାଲିସ କରିବନି ଭାରତ
ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ପ୍ରସଙ୍ଗରେ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆମେରିକାର ସମ୍ଭାବ୍ୟ ଚାପ ସତ୍ତ୍ୱେ ଦେଶର ଶକ୍ତି ସୁରକ୍ଷା ଓ ଆର୍ଥିକ ସ୍ୱାର୍ଥକୁ ଆଧାର କରି ତେଲ ଆମଦାନି ନେଇ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର କ୍ଷମତା ଆମେରିକୀୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ସମ୍ପର୍କିତ ଏକ ବିଲ୍ ଆମେରିକୀୟ କଂଗ୍ରେସରେ ପାରିତ […]
ଟ୍ରମ୍ପଙ୍କ ୧୦୦% ଶୁଳ୍କ ଚାପ ଆଗରେ ନଇଁବ ନାହିଁ ଭାରତ
ନୂଆଦିଲ୍ଲୀ: ରୁଷରୁ ତେଲ କ୍ରୟକୁ ନେଇ ଆମେରିକାର ଚାପ ମଧ୍ୟରେ ଭାରତ ନିଜର ଶକ୍ତି ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବ ବୋଲି ସ୍ପଷ୍ଟ କରିଛି। ରୁଷ ଓ ଇରାନ ଉପରେ ନୂତନ କଟକଣା ଲାଗୁ କରିବା ସମ୍ପର୍କିତ ଆମେରିକୀୟ କଂଗ୍ରେସର ପଦକ୍ଷେପ ଉପରେ ଭାରତ ନଜର ରଖିଛି। ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ସରକାର କହିଛନ୍ତି […]
କାମରେ ଆସୁନି ବସ୍ଷ୍ଟାଣ୍ଡର ମାର୍କେଟ୍ କମ୍ପେ୍ଲକ୍ସ
ଖଣ୍ଡପଡ଼ା: ବହୁ ଆଡ଼ମ୍ବର ସହକାରେ ‘ଆମ ବସ୍ଷ୍ଟାଣ୍ଡ’ ଉଦ୍ଘାଟିତହୋଇଥିଲା। ସମ୍ପ୍ରତି ଏହାର ସ୍ଥିତି ବଦଳି ଯାଇଛି। ବସ୍ଷ୍ଟାଣ୍ଡର ଅନେକ ସ୍ଥାନରୁରଙ୍ଗ ଛାଡ଼ିଯାଇଥିବା ବେଳେ କାନ୍ଥରେ ଫାଟ ସୃଷ୍ଟି ହେଉଛି। କେବଳଏହାନୁହେଁ ବସ୍ଷ୍ଟାଣ୍ଡ୍ ପରିସରରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ ଏଯାଏଁ ବ୍ୟବହାରହୋଇପାରିନାହିଁ। ରାଜ୍ୟ ପୁଲିସ ହାଉସିଂ ବୋର୍ଡ୍ ଦ୍ୱାରା ପ୍ରାୟ ୬ କୋଟିରୁଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବସ୍ଷ୍ଟାଣ୍ଡ୍ଟି ୨୦୨୪ ଫେବ୍ରୁଆରି ୧୫ରେଉଦ୍ଘାଟିତ ହୋଇଥିଲା। ପରିସର ମଧ୍ୟରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥାସାଙ୍ଗକୁ ଯାତ୍ରୀ ବିଶ୍ରାମଗାର, ଶୁଦ୍ଧ ପାନୀୟ ଜଳ […]
ଆଜିର ରାଶିଫଳ — ୧୭ ସେପ୍ଟେମ୍ବର ୨୦୨୬
ମେଷ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଧୁରା କାମ ସାରିବାକୁ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ: ଆର୍ଥିକ ଦିଗରେ ଆଶ୍ୱସ୍ତି ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ମିଳିପାରେ। ମିଥୁନ: ଆଜି ଯୋଗାଯୋଗ ଓ ଆଲୋଚନାରେ ଲାଭ ମିଳିବ। ଚାକିରିରେ ନୂଆ ପ୍ରସ୍ତାବ ଆସିପାରେ। ତରବରିଆ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ। କର୍କଟ: ଘରୋଇ ଦାୟିତ୍ୱ ବଢ଼ିପାରେ। ପୁରୁଣା ଆର୍ଥିକ ଚିନ୍ତା କିଛି ମାତ୍ରାରେ କମିବ। ନିଜ ଯୋଜନାକୁ […]
