1 min read

Old Monkରୁ McDowell’s ପର୍ଯ୍ୟନ୍ତ: କିଛି ମଦ ବ୍ରାଣ୍ଡର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ FSSAIର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୬/୮: ଦେଶର କିଛି ଲୋକପ୍ରିୟ ରମ୍ ଓ ହ୍ୱିସ୍କିର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ମଦ ଶିଳ୍ପରେ ଚର୍ଚ୍ଚା ଆରମ୍ଭ ହୋଇଛି। Old Monk, McDowell’s, Royal Challenge, Bagpiper ଓ Antiquity Blue ଭଳି ଲୋକପ୍ରିୟ ବ୍ରାଣ୍ଡର କିଛି ନିର୍ଦ୍ଦିଷ୍ଟ ଭାରିଆଣ୍ଟ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟାମକଙ୍କ ଯାଞ୍ଚ ପରିସରକୁ ଆସିଛି। ତେବେ ଏହି […]

1 min read

ଓଡ଼ିଶାରେ ଆଗାମୀ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, କଟକ ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୬/୮: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ଚାରି ଦିନ ଧରି ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ କହିଛି ଯେ, ଗୁରୁବାରଠାରୁ ବର୍ଷାର ପ୍ରଭାବ ବଢ଼ିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। କଟକ ଓ ମୟୂରଭଞ୍ଜକୁ […]

1 min read

Gen Zକୁ ନେଇ ମୋହନ ଭାଗବତଙ୍କ ବଡ଼ ବୟାନ: ‘ପ୍ରତିବାଦ କଲେ ଦେଶ ବିରୋଧୀ ନୁହେଁ’

ନୂଆଦିଲ୍ଲୀ, ୬/୮: Gen Zକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। Gen Z ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଗଣତନ୍ତ୍ରରେ ନିଜ ସ୍ବର ଶୁଣାଯାଉନଥିଲେ ପ୍ରତିବାଦ କରିବାର ଅଧିକାର ରହିଛି। ତେବେ ପ୍ରତିବାଦର ଉଦ୍ଦେଶ୍ୟ ବିଭାଜନ ସୃଷ୍ଟି କରିବା ନୁହେଁ, ବରଂ ସହମତି ଗଠନ ଓ ବ୍ୟବସ୍ଥାରେ ସୁଧାର ଆଣିବା ହେବା ଉଚିତ ବୋଲି ସେ କହିଛନ୍ତି। ଭାଗବତ କହିଛନ୍ତି ଯେ, […]

1 min read

୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ, ୬/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ସଂସଦରେ ଖର୍ଚ୍ଚର ହିସାବ ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଗୁରୁବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୨୦୨୧ରେ ୩୬ କୋଟିରୁ ଅଧିକ, ୨୦୨୨ରେ ୫୫ କୋଟି, ୨୦୨୩ରେ ୯୩ କୋଟି, ୨୦୨୪ରେ ୧୦୯ କୋଟି ଏବଂ […]

1 min read

ସମଗ୍ର ଦେଶରେ ଆସନ୍ତା ଅଗଷ୍ଟ ମାସ 10 ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ

 ସମସ୍ତ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା 1 ରୁ 19 ବର୍ଷ ଯାଏଁ ଛାତ୍ର ଛାତ୍ରୀଙ୍କୁ ଏହି ଦିନ କୃମି ବାଟିକା ଖାଇବାକୁ ଦିଆଯିବ I ଏଥିପାଇଁ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଓଡଗାଁ ବ୍ଲକ ଅନ୍ତର୍ଗତ ସମସ୍ତ ସିଆରସିସି,ସରକାରୀ ଓ ବେସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି I ନନ୍ଦିଘୋର ଉଚ୍ଚ ବିଦ୍ୟାଳୟ ଏବଂ ରଘୁନାଥ ବିଦ୍ୟାପୀଠରେ ପ୍ରାୟ 200 ଶିକ୍ଷକଙ୍କୁ ଡା ରାକେଶ […]

1 min read

ନାହିଁ ଶୀତଳ ଭଣ୍ଡାର, ପକେଟ କୁ ବାଧୁଛି ପନିପରିବା ଦର; କଞ୍ଚା ଲଙ୍କା ୨ଶହ, ଝୁଡ଼ଙ୍ଗ ୧୨୦ଟଙ୍କା

ଅସ୍ତରଙ୍ଗ, ୦୬/୦୮: ସାରା ରାଜ୍ୟରେ ଗତ କିଛି ଦିନ ହେଲା ପରିବା ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି। କାରଣ ଲଗାଣ ବର୍ଷା ଶହ ବନ୍ୟା ଯୋଗୁଁ ନଦୀ ପଠା ମାନଙ୍କରେ ହେଉଥିବା ଫସଲ ପୁରା ଧୋଇ ହୋଇ ଯାଇଛି। ତେଣୁ ସ୍ଥାନୀୟ ପରିବା ମିଳିବା କଷ୍ଟ ହୋଇଯାଉଛି। ଚାହିଦା ତୁଳନାରେ ଉତ୍ପାଦନ କମ୍ ରହୁଥିବା ଯୋଗୁଁ ବାଇଗଣ ଠାରୁ ପୋଟଳ, ଝୁଡ଼ଙ୍ଗ, କଲରା ଓ ବିନ୍ସ ପର୍ଯ୍ୟନ୍ତ ସବୁ ପରିବା ଦାମ୍ ଉପରେ କୌଣସି ନିୟନ୍ତ୍ରଣ […]

1 min read

ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧାମନଗରରେ ସମୀକ୍ଷା

ଧାମନଗର,୦୬/୦୮() : ଧାମନଗର ଅଞ୍ଚଳର ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ। ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ଼ ଗସ୍ତ ସମୟରେ ବିଭିନ୍ନ ଲୋକ ଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ। ପରେ ଉକ୍ତ ୱାର୍ଡ଼ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର କୁ […]

1 min read

ନୂଆ ରାଜ୍ୟସଭା ସାଂସଦଙ୍କୁ ମୋଦିଙ୍କ ମନ୍ତ୍ର:‘ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ’

ନୂଆଦିଲ୍ଲୀ, ୫/୮: ରାଜ୍ୟସଭାକୁ ନିର୍ବାଚିତ ଭାଜପାର ୩୭ ଜଣ ନୂଆ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଆମ୍ ଆଦମୀ ପାର୍ଟି ଛାଡ଼ି ଭାଜପାରେ ଯୋଗ ଦେଇଥିବା କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସଂସଦର କାର୍ଯ୍ୟକଳାପ ଯେପରି ସୁଚାରୁରୂପେ ଚାଲିବ, ସେଥିପାଇଁ ସାଂସଦମାନେ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଦେଶର ଭବିଷ୍ୟତ ପାଇଁ କ’ଣ ଭଲ ହେବ, ସେ […]

1 min read

ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’

ଢାକା, ୫/୮: ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ବୋଧନ ଦେଇ ହାସିନା କହିଛନ୍ତି ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ରେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଭାଷଣ ସମୟରେ ଭାବବିହ୍ୱଳ ହୋଇ ଶେଖ ହାସିନା ଗତ ଦୁଇ ବର୍ଷ ଧରି […]

1 min read

ଛତିଶଗଡ଼ ରୁ ଆସୁଛି ନକଲି ସାର; ଅସ୍ତରଙ୍ଗରେ ୟୁରିଆ କଳାବଜାର, ଦୁଇ ଗୁଣା ଦରରେ ବିକ୍ରି !

ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ […]