1 min read

ବିଲରେ ପଶିବାରୁ ଷଣ୍ଢକୁ କଟୁରିରେ ହାଣି ହତ୍ୟା

କେନ୍ଦ୍ରାପଡ଼ା, ୧୧୵୭(ଉଦୟ): ବିଲରେ ପଶି ଧାନ ତଳି ଖାଇଯିବା ଭଳି ଏକ ସାଧାରଣ କଥାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅମାନୁଷିକ କାଣ୍ଡ। ବିଲରେ ଷଣ୍ଢ ପଶିବାରୁ ଉତ୍କ୍ଷିପ୍ତ ହୋଇ ଜଣେ ଅବସରପ୍ରାପ୍ତ ସୈନିକ ଗୋଟିଏ ଷଣ୍ଢକୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଷଣ୍ଢକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ତପ୍ତରତା ଦେଖାଇ ଅଭିଯୁକ୍ତ ପୂର୍ବତନ ସୈନିକଙ୍କୁ ଗିରଫ କରି କୋର୍ଟ […]

1 min read

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ନଦୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ, ୧୦ ଜୁଲାଇ (ଉଦୟ): କଟକ ସହରର କାଠଯୋଡ଼ି ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀଘାଟ ଥାନା ପୁଲିସ ଦେବୀଗଡ଼ା ନିକଟ ନଦୀପଠାରୁ ଏହି ରହସ୍ୟଜନକ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି (SCB) ମେଡିକାଲକୁ ପଠାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ମୃତ ମହିଳାଙ୍କ ବୟସ ପ୍ରାୟ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ନଦୀରେ ଭାସୁଥିଲା , […]

1 min read

ଜେଲ୍ ଯିବେ ଅଭିନେତା ରାଜପାଲ ଯାଦବ

ନୂଆଦିଲ୍ଲୀ, ୧୦ ଜୁଲାଇ: ବଲିଉଡ୍‌ର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅସୁବିଧା ପୁଣି ଥରେ ବଢ଼ିଯାଇଛି। ଚେକ୍-ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର (୧୦ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ତାଙ୍କୁ ୩ ମାସର ସରଳ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ କୋର୍ଟ ତାଙ୍କ ଉପରେ କୋଟି କୋଟି ଟଙ୍କାର ଭାରୀ ଜରିମାନା ମଧ୍ୟ ଲଗାଇଛନ୍ତି। ସାତଟି ଭିନ୍ନ ଭିନ୍ନ ଚେକ୍-ବାଉନ୍ସ ମାମଲାରେ ହାଇକୋର୍ଟ ରାଜପାଲଙ୍କୁ ଏହି ସଜା ଶୁଣାଇଥିବା ବେଳେ ସମସ୍ତ ଦଣ୍ଡାଦେଶ […]