rajpal yadav
ଜେଲ୍ ଯିବେ ଅଭିନେତା ରାଜପାଲ ଯାଦବ
ନୂଆଦିଲ୍ଲୀ, ୧୦ ଜୁଲାଇ: ବଲିଉଡ୍ର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅସୁବିଧା ପୁଣି ଥରେ ବଢ଼ିଯାଇଛି। ଚେକ୍-ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର (୧୦ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ତାଙ୍କୁ ୩ ମାସର ସରଳ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ କୋର୍ଟ ତାଙ୍କ ଉପରେ କୋଟି କୋଟି ଟଙ୍କାର ଭାରୀ ଜରିମାନା ମଧ୍ୟ ଲଗାଇଛନ୍ତି। ସାତଟି ଭିନ୍ନ ଭିନ୍ନ ଚେକ୍-ବାଉନ୍ସ ମାମଲାରେ ହାଇକୋର୍ଟ ରାଜପାଲଙ୍କୁ ଏହି ସଜା ଶୁଣାଇଥିବା ବେଳେ ସମସ୍ତ ଦଣ୍ଡାଦେଶ […]