1 min read

ନେତାଙ୍କ ପୁଅ ନେତା ହୁଅନ୍ତିନି:ଜେପି ନଡ୍ଡା

ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ। ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।  ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି  ଅବସରରେ ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର […]

1 min read

ଜିଦ୍‌ରେ ଅଟଳ ନର୍ସିଂ ସଂଘ

ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର  ନର୍ସିଂ ସଂଘ ପୁଣି ଆନ୍ଦୋଳନ କରିଛି । ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଯଦି ଗୁରୁବାର ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳେ ତେବେ ଶୁକ୍ରବାରଠାରୁ […]

1 min read

ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ

ପାର୍ବଣରେ ମହାମାୟୀ କଟକ,୨୫-୦୯-୨୦୨୪(ପିପିଏସ): (ବିଜୟ କୁମାର ପଣ୍ଡା)ବାରବାଟୀ ଗଡ଼ର କୁଳଦେବୀ ହେତୁ ସେ ମା’ ଗଡ଼ଚଣ୍ଡୀ ଭାବେ ପରିଚିତ। ଓଡ଼ିଶାରେ ରାଜତନ୍ତ୍ର ଶାସନରେ କଟକ ରାଜଧାନୀ ଥିଲା। ବାରବାଟୀ ଦୁର୍ଗରେ ରାଜ ପରିବାରଙ୍କ ସମେତ ରାଜ କର୍ମଚାରୀ ଓ ସେମାନଙ୍କ ପରିବାର ରହୁଥିଲେ। ସେହି ସମୟରେ ବାରବାଟୀ ଦୁର୍ଗ ମଧ୍ୟରେ ମା’ ଗଡ଼ଚଣ୍ଡୀ ପ୍ରତିଷ୍ଠା ହୋଇଥିଲେ। ମୁଖ୍ୟତଃ ରାଜପରିବାର ମା’ଙ୍କ ପୂଜାର୍ଚ୍ଚନା କରୁଥିଲେ। ମୁକୁନ୍ଦଦେବଙ୍କ ରାଜତ୍ବ ପର୍ଯ୍ୟନ୍ତ ମା’ଙ୍କ ନୀତିକାନ୍ତି ନିୟମିତ ଭାବେ ଚାଲିଥିଲା। ମୁକୁନ୍ଦଦେବଙ୍କ ମୃତ୍ୟୁ […]

1 min read

କମିସନରେଟ୍‌ ପୁଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଏଥର ପାର୍ବଣରେ ବାଜିବନି ଡିଜେ ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ) : ଚଳିତ ବର୍ଷ ରାଜଧାନୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାହିତ କରିବାକୁ ଆଜି କମିସନେରଟ୍‌ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ କମିସନର ସଂଜୀବ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜୟଦେବ ବିଧାୟକ ନବକିଶୋର […]

1 min read

କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି

‘କୌନ ବନେଗା କରୋଡ଼ପତି’ର ସୋ ରେ ବୃଦ୍ଧାଙ୍କ ଦୁଃଖ ବଖାଣିଲେ ସୋନୁ କାନ୍ଦି‌ଲେ ଶ୍ରେୟା ଭାବବିହ୍ବଳ ହେଲେ ଦର୍ଶକ ଓ ବିଗବି। ଲେଖକ ପୁଅ ନିର୍ଯାତନା ଦେଇ ମା’ର ଜୀବନ ନେଲା। ମୁମ୍ବାଇ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ‘କୌନ ବନେଗା କରୋଡ଼ପତି’ର ନିକଟତର ଅଧ୍ୟାୟରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ସୋନୁ ନିଗମଙ୍କୁ ସୋ’ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଶ୍ରେୟା ଓ ସୋନୁ ସ୍ମିତ ଫାଉଣ୍ଡେସନକୁ ସମର୍ଥନ କରିବା ଏହି ସୋ’ରେ ଯୋଗ ଦେଇଥିଲେ। ଏହି ସଂସ୍ଥା ଏକ […]

1 min read

ଓଡ଼ିଶାରେ ଲୁଚିଛି ହତ୍ୟାକାରୀ!

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡିଶାରେ ଲୁଚିଥିବା ପୁଲିସ ସୂଚନା ପାଇଛି। ତାଙ୍କୁ ଧରିବା ଏବଂ ମାମଲାର ସମାଧାନ ପାଇଁ ଓଡିଶାକୁ ୪ଟି ଟିମ ପଠାଯାଇଛି।  ଜି ପରମେଶ୍ୱର କହିଛନ୍ତି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛୁ, କାରଣ […]

1 min read

ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ!

ସୁନ୍ଦରଗଡ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଶହେ କୋଟି ମାଗିଲା ସ୍କୁଲ କବଜାକାରୀ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଶେଷରେ ୮ରୁ ୧୦ ପୃଷ୍ଠା କାଗଜରେ ଦାବି ଲେଖି ଦଉଡ଼ିରେ କୋଠା ତଳକୁ ପକାଇଛି । ସେଥିରେ ମୋତେ ଶହେ କୋଟି ଦରକାର ବୋଲି ଲେଖିଛି । ଯୁବକ ଜଣକ ନିଜକୁ ସଦନ ମୁଣ୍ଡା ଓ ଘର ଫୁଲଝର ପଞ୍ଚାୟତ ସୁନ୍ଦରଗଡ଼ରେ ବୋଲି ପରିଚୟ ଦେଇଛି । ଏହାସହ ମୋର ଘର […]

1 min read

ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ଏଥର ଶୋଭା ପାଇବ ଗଙ୍ଗାମାତାଙ୍କ ଭବନ। ଚଳିତ ବର୍ଷ ତୋରଣର ଉଚ୍ଚତା ରହିଛି ୬୦ ଫୁଟ। ଗଙ୍ଗାମାତାଙ୍କ ଭବନ ଭିତରେ ଓ ବାହାରେ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀ ମଧ୍ୟ ରୌପ୍ୟ ଅଳଙ୍କାର ପିନ୍ଧି ପୂଜା ପାଇବେ। […]

1 min read

ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କ୍ୟାପିଟାଲ  ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଫଳରେ ହସ୍ପିଟାଲ ପରିସରରୁ ଆଜି ମଧ୍ୟ ଅଳିଆ ଉଠି ପାରିନାହିଁ। ତେଣୁ ଆଜି ହସ୍ପିଟାଲ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଡାକ୍ତର ନାକରେ ରୁମାଲ ବାନ୍ଧି ରୋଗୀ ଚିକିତ୍ସା କରିଥିବା ବେଳେ ରୋଗୀମାନେ ମଧ୍ୟ ରୁମାଲ ବାନ୍ଧି ଯା’ଆସ କରୁଥିଲେ। ହସ୍ପିଟାଲର ବିଭିନ୍ନ ବାରଣ୍ଡାରେ ମଇଳା ପାଣି ଭାସିବା ସହିତ ଡଷ୍ଟବିନ୍‌ ଅଳିଆରେ ଉଛୁଳି ପଡ଼ିଥିଲା। ଖାଇବା ପଡ଼ି ପରିସର ଦୁର୍ଗନ୍ଧମୟ ହୋଇଯାଇଥିଲା। […]

1 min read

 ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ଆବେଦନ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି। ଏଯାଏ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା […]