ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ
ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ଏକବଡ଼ ମଡ୍ୟୁଲର ପର୍ଦ୍ଦାଫାଶ କରିବାରେ ଜମ୍ମୁ-କାଶ୍ମୀର ପୁଲିସ ସଫଳ ହୋଇଛି। ଏହି ବେଆଇନକାର୍ଯ୍ୟକଳାପରେ ସମ୍ପୃକ୍ତ ୧୦ ଜଣ ଓଭରଗ୍ରାଉଣ୍ଡ ୱର୍କର୍ ଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ପୁଲିସଅଧିକାରୀମାନେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀସଂଗଠନଗୁଡ଼ିକୁ ଚାନ୍ଦା ଏବଂ ଆର୍ଥିକ କାରବାର ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଥିବା ନେଇ ଗୁପ୍ତସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଏକ ପ୍ରତ୍ୟକ୍ଷ ତଦନ୍ତ ଅଭିଯାନ ଆରମ୍ଭ କରାଯାଇଥିଲା।ଏହିଅଭିଯାନରେ ଗିରଫ ହୋଇଥିବା ୧୦ ଜଣ […]
ନୌସେନାର ଶକ୍ତି ବଢ଼ାଇବ ଭାରତ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ସାମରିକ ଶକ୍ତି ବଢ଼ାଇବା ସହ ସମୁଦ୍ର ସୀମାର ସୁରକ୍ଷାକୁ ଅଧିକମଜବୁତ କରିବା ଲାଗି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୪୦ ହଜାର କୋଟି ଟଙ୍କାରୁ ଅଧିକବ୍ୟୟରେ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିମଞ୍ଜୁରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଏହି ନିଷ୍ପତ୍ତିହୋଇଛି। ଏହି ୮ଟି ଯୁଦ୍ଧଜାହାଜ ମଧ୍ୟରୁ ୫ଟି କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ଜାହାଜ ନିର୍ମାଣ ସଂସ୍ଥାଓ ୩ଟି ଗୋଆ ଜାହାଜ ନିର୍ମାଣ ସଂସ୍ଥା ତିଆରି କରିବ। ଆସନ୍ତା […]
ଫାଟିଲା ଗ୍ଲାସିଆଲ୍ ଲେକ୍; ଭାରତ ପାଇଁ ବନ୍ୟା ସତର୍କତା ଜାରି
ନୂଆଦିଲ୍ଲୀ : ଭୁଟାନର ଗାସା ଜିଲ୍ଲାରେ ଏକ ହିମଶ୍ରେଣୀ ହ୍ରଦ (ଗ୍ଲାସିଆଲ୍ ଲେକ୍) ଫାଟିବା ପରେଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବନ୍ୟା ବିପଦର ସମ୍ମୁଖୀନ ହେବା ନେଇ ଆଶଙ୍କା ରହିଛି।ଭାରତ ସରକାର ପଶ୍ଚିମବଙ୍ଗ ଏବଂ ଆସାମରେ ନିମ୍ନ ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପରାମର୍ଶ ଜାରିକରିଛନ୍ତି। ଭୁଟାନରୁ ପ୍ରବାହିତ ସାନକୋଶ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କାରହିଛି। ଫଳସ୍ୱରୂପ, ଆସାମର ଧୁବ୍ରି ଜିଲ୍ଲାର କର୍ତ୍ତୃପକ୍ଷ ଏବଂ ଉତ୍ତର ବଙ୍ଗର ଦାର୍ଜିଲିଂ,ଆଲିପୁରଦୁଆର, ଜଳପାଇଗୁଡ଼ି ଏବଂ କୁଚ୍ ବିହାର […]
ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏକହତ୍ୟା ମାମଲାକୁ କେବଳ ରାଜନୈତିକ ବିବାଦ ଭାବରେ ଦେଖିବା ଭୁଲ ହେବ। ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟଜାରି ରହିଥିବା ଏବଂ ବିଚାର ସମୟରେ ସାକ୍ଷୀମାନଙ୍କୁ ପଚରାଉଚରା କରାଯିବ ବୋଲି ଉଲ୍ଲେଖ କରି, କୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ […]
ବନାସକାଣ୍ଠା ଦେଶର ପରମ୍ପରାକୁ ଜୀବନ୍ତ ରଖିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବାନାସକାଣ୍ଠାରେ, ପ୍ରଧାନମନ୍ତ୍ରୀ ମୋଦି ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଗୁଡ଼ିକର ଉଦଘାଟନ କରିଛନ୍ତି। ଏହା ସହିତ,ସେ ‘ପିଏମ-କିସାନ’ ଯୋଜନାର ୨୪ତମ କିସ୍ତି ମଧ୍ୟ ଜାରି କରିଛନ୍ତି, ଯାହାର ପରିମାଣ ପ୍ରାୟ ୧୯,୦୦୦କୋଟି ଟଙ୍କା ଅଟେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳଗୁଡ଼ିକ ଉପରେ କଡ଼ାଆକ୍ରମଣ କରି କହିଲେ, ‘ସେମାନେ ଦେଶକୁ ଅସୁବିଧାରେ ଦେଖିବାକୁ ଚାହାଁନ୍ତି। ଦେଶ ଯେତେବେଳେକୌଣସି ସଙ୍କଟର ସମ୍ମୁଖୀନ ହୁଏ, […]
୧୦ ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କଲା ନର୍ଥ କୋରିଆ
ନୂଆଦିଲ୍ଲୀ : ୧୦ ବାଲାଷ୍ଟିକ୍ ମିଶାଇଲ୍ ଦାଗିଲା ନର୍ଥ କୋରିଆ । ଟେନସନ୍ ରେ ଜାପାନ ଓ ସାଉଥ୍ କୋରିଆ । ଗୁରୁବାର ନର୍ଥ କୋରିଆ ତାର ପୂର୍ବ ତଟରୁ ଜାପାନ ସାଗର ଆଡକୁ ୧୦ଟି ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କରିଛି । ଫଳରେ ଜାପାନ ଓ ସାଉଥ୍ କୋରିଆ ନିଜ ନିଜ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଏହି କ୍ଷେପଣାସ୍ତ୍ର ଗୁଡ଼ିକ ସମୁଦ୍ରରେ ଖସିପଡ଼ିଛି । ଜାପାନ କୋଷ୍ଟଗାର୍ଡ ପକ୍ଷରୁ ଏନେଇ ସୂଚନା […]
ନଭେମ୍ବର ୧ରେ ‘ରାମଲୀଳା ମାର୍ଚ୍ଚ’ !
ନୂଆଦିଲ୍ଲୀ : ନଭେମ୍ବର ୧ ତାରିଖରେ ‘ରାମଲୀଳା ମାର୍ଚ୍ଚ’ରେ ବ୍ୟାପକ ସଂଖ୍ୟାରେ ଯୋଗଦେବାକୁ ଯୋଗ ଦେବାକୁ ଦେଶବାସୀଙ୍କୁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ଏହା କୌଣସି ଗୋଟିଏ ରାଜନୈତିକ ଦଳର ଆନ୍ଦୋଳନ ନୁହେଁ, ବରଂ ଦେଶର ଆତ୍ମା, ଗଣତନ୍ତ୍ର ଏବଂ ସମ୍ବିଧାନକୁ ରକ୍ଷା କରିବାର ଏକ ମହାସଂଗ୍ରାମ । ଲୋକଙ୍କୁ ଉତ୍ସାହିତ କରି ରାହୁଲ ଗାନ୍ଧୀ କହିଛନ୍ତି, “ପୁଲିସ କିମ୍ବା ଲାଠିକୁ ଆଦୌ ଚିନ୍ତା କରନ୍ତୁ […]
ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ
ନୂଆଦିଲ୍ଲୀ : ଗୁରୁବାର ଅପରାହ୍ନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଦ୍ୱୀପପୁଞ୍ଜର ବାମ୍ବୋ ଫ୍ଲାଟ୍ସର ପ୍ରାୟ ୨୧୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ଅବସ୍ଥିତ। ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ୫.୧ ତୀବ୍ରତାର ଏହା ମଧ୍ୟମରୁ ଶକ୍ତିଶାଳୀ ବର୍ଗରେ ଅନ୍ତର୍ଭୁକ୍ତ, ଯାହା ଆଖପାଖ ସମୁଦ୍ର ଏବଂ ଦ୍ୱୀପପୁଞ୍ଜ ଅଞ୍ଚଳରେ […]
ପଶ୍ଚିମବଙ୍ଗ ସ୍କୁଲ୍ ବହିରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ସରକାରୀ ସ୍କୁଲ୍ରେ ପଢ଼ାଯାଉଥିବା ବଙ୍ଗଳା ଭାଷା ବହିରେ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଗଠନ କରିଥିବା ପାଠ୍ୟକ୍ରମ ସମୀକ୍ଷା କମିଟି ବହିରେ ବ୍ୟବହୃତ କିଛି ଶବ୍ଦ ବଦଳାଇବା ସହ ଇତିହାସ ପାଠ୍ୟକ୍ରମରେ ସଂଶୋଧନ କରିବାକୁ ସୁପାରିସ କରିଛି। ପ୍ରସ୍ତାବ ଅନୁସାରେ, ବଙ୍ଗଳା ବହିରେ ‘ପାଣି’ ବଦଳରେ ‘ଜଳ’ ଏବଂ ‘ଆବ୍ବା’ ବଦଳରେ ‘ବାବା’ ଭଳି ଶବ୍ଦ ବ୍ୟବହାର କରାଯିବ। ଏହା ସହ ହିନ୍ଦୁ ରାଷ୍ଟ୍ରବାଦୀ ନେତା ଡକ୍ଟର ଶ୍ୟାମା […]
ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ ଜାରି କରିବେ। କୋର୍ଟ ଜୋର ଦେଇ କହିଛନ୍ତି ଯେ ଯେଉଁମାନେ ନିୟମ ଉଲ୍ଲଂଘନ କରି ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ସହିତ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବିରାଟ କୋହଲିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବାଣ ସମ୍ବନ୍ଧୀୟ ସଚେତନତା […]
