1 min read

ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି

ଓଡ଼ିଶା ସରକାର ବିଭିନ୍ନ ରାଜ୍ୟ ସହିତ ରାଜ୍ୟର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବେ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଆଜି ଲୋକ […]

1 min read

‘ହରେକୃଷ୍ଣ ମହତାବ ଚିତ୍ରକଳା ଶିବିର’ ଉଦ୍‌ଯାପିତ

ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖୁବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପରି ନିଆଯାଇଛି। ଏହି କ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ […]

1 min read

ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସେ କହିଛନ୍ତି, ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି । ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସେ କହିଛନ୍ତି, ପ୍ରାୟ […]

1 min read

ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଢିବ: ମହମ୍ମଦ ମୋକିମ

ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର କରିବ। ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି କଟକ ଫେରିବାପରେ ଏହା କହିଛନ୍ତି ମୋକିମ। ବିଜେପି ସେଠାରେ ଦଳର ସ୍ଥିତି ନେଇ ବିବ୍ରତ ଏବଂ ସେଥିପାଇଁ ନିର୍ବାଚନ ଠିକ୍ ପୂର୍ବରୁ ଇଡିକୁ ସେଠାରେ ଲଗାଇଛି। ତେବେ ପ୍ରଚାର ବେଳେ ଏଥର କଂଗ୍ରେସ ଓ ଇଣ୍ଡି ମେଣ୍ଟ ପ୍ରତି ଝାଡ଼ଖଣ୍ଡ ଭୋଟରଙ୍କ […]

1 min read

ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ

ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ବାଙ୍ଗିରିପୋଷି/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ରିପୋର୍ଟ […]

1 min read

ବିଭିନ୍ନ ଖବରକାଗଜରେ ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ନୂଆଦିଲ୍ଳୀ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି […]

1 min read

ନିମ୍ନମାନର ରାଜରାସ୍ତା: ବର୍ଷକରେ ଉଠିଲା ପିଚୁ

ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କୋରାପୁଟ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ପୂର୍ତ୍ତବିଭାଗ ପକ୍ଷରୁ ମାତ୍ର ବର୍ଷକ ତଳେ ପୁନଃରୁଦ୍ଧାର ହୋଇଥିଲା ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଦିଆଯାଇଥିବା ପିଚୁ ଓ ଚିପସ୍ ଓ ବଜୁରୀ ସବୁ […]

1 min read

ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ

ସେବାକ୍ଷେତ୍ରରେ ଓଡ଼ିଆ ଅସ୍ମିତାର ଝଲକ ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଏଣିକି ଓଡ଼ିଶାର ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରି ଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି। ଏନେଇ ସହମତି ପ୍ରଦାନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ।ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ ହେଲା। ଏବେ ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ବି ସମ୍ବଲପୁରୀ ଡିଜାଇନ୍ ରହିବ। ଏବେ ସମ୍ପୂର୍ଣ୍ଣ […]

1 min read

କଟକ ଗଣଦୁଷ୍କର୍ମ ଘଟଣା: ସପ୍ତମ ଅଭିଯୁକ୍ତ ପିଛାରେ ପୁଲିସ

କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ଜବତ କଟକ, ୧୧-୧୧-୨୦୨୪(ପିପିଏସ ) : କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ […]

1 min read

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ: ଯୋଗାଣ ସହାୟକ ଗିରଫ

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତାଙ୍କୁ ଛତିଶଗଡ଼ରେ ନିଜର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଛି ପୁଲିସ୍। ଆଗଲପୁର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତାଙ୍କୁ ଛତିଶଗଡ଼ରେ ନିଜର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଛି […]