ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସେ କହିଛନ୍ତି, ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି ।
ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସେ କହିଛନ୍ତି, ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି । ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ ।ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି ।୨ ଲକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ୍ ଅଫିସ୍କୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି, ୨ ଲକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ୍ ଅଫିସ୍କୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ।