ଓଡିଶା
ଏସସିବି ମେଡିକାଲରୁ ଜେଲ୍ ଗାର୍ଡଙ୍କୁ ଚକମା ଦେଇ ମହିଳା କଏଦୀ ଚମ୍ପଟ
ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ଚିକିତ୍ସା ପାଇଁ ଚୌଦ୍ଵାର ଜେଲ୍ରୁ ଏସସିବି ମେଡିକାଲକୁ ମହିଳା କଏଦୀଙ୍କୁ ଅଣାଯାଇଥିଲା କଟକ ୨୨-୦୧-୨୦୨୫ (ପିପିଏସ) : ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ତାଙ୍କର ସନ୍ଧାନ ପାଇଁ ଏବେ ତନାଘନା ଆରମ୍ଭ ହୋଇଛି।ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ମହିଳା କଏଦୀ ଜଣକ ଜେଲ୍ ଗାର୍ଡଙ୍କୁ ଚକମା […]
ଆଇନ ଆୟୋଗର ନିଯୁକ୍ତି ପାଇଁ ବୟସ ସୀମା ହଟାଇବା ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ
ଆଇନ ଆୟୋଗର ନିଯୁକ୍ତି ପାଇଁ ବୟସ ସୀମା ହଟାଇବା ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବୟସ ପ୍ରତିବନ୍ଧକକୁ ହଟାଇ ସରକାର ଯୋଗ୍ୟ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଅଭିଜ୍ଞ ବ୍ୟକ୍ତିଙ୍କ ଅଭିଜ୍ଞତା ଦ୍ୱାରା ଆୟୋଗ ଉପକୃତ ହେବେ ବୋଲି କୁହାଯାଉଛି ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) : ଓଡ଼ିଶା କ୍ୟାବିନେଟ୍ ବୁଧବାର ଓଡ଼ିଶା ଆଇନ ଆୟୋଗଙ୍କର ଅଧ୍ୟକ୍ଷ, ଫୁଲ୍ ଟାଇମ୍ ଅଣ-ଅଫିସିଆଲ ସଦସ୍ୟ ଏବଂ ପାର୍ଟ ଟାଇମ୍ ସଦସ୍ୟ ଚୟନ ପାଇଁ ବୟସ ସର୍ତ୍ତକୁ […]
ପ୍ରଜାତନ୍ତ୍ର ସାପ୍ତାହିକି ଆସନ୍ତା ସଂଖ୍ୟା
ଛି ଛି ଛି ରେ ନନୀ …
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ ପାଇଁ ସର୍ବାଧିକ ମୂଲ୍ୟ ବୃଦ୍ଧି
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ […]
କିଏ କେଉଁଠି କରିବେ ପତାକା ଉତ୍ତୋଳନ
୭୬ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଖଇେ ଆସୁଛି। ହାତରେ ଆଉ ୪ ଦିନ ସମୟ ଥିବାରୁ ଏହି ଗଣପର୍ବ ପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି। ଜାତୀୟ ପର୍ବ ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି। ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ। ଜିଲ୍ଲା […]
ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ
ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି । ନୂଆଦିଲ୍ଲୀ /ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି । ବିନା ଟେଲିସ୍କୋପରେ ଅର୍ଥାତ୍ ଖାଲି ଆଖିରେ […]
ପାଚକ-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି
ଏଣିକି ମାସିକ ମିଳିବ ୩୦୦୦ ଟଙ୍କା ରାଜ୍ୟ ପି.ଏମ ପୋଷଣ ଯୋଜନାରେ କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ […]
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଫେବ୍ରୁଆରି ୧୭ରେ ଆସିବ ରାଜ୍ୟ ବଜେଟ୍
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ […]
କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ ,୨୦-୦୧-୨୦୨୫(ପିପିଏସ) : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ଦୁଷ୍କର୍ମ ଏବଂ ହତ୍ୟା […]
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଗଲା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ଝାରସୁଗୁଡ଼ା/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ […]
