1 min read

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି। ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

1 min read

ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ।

ଭାପୁର,୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ ଦାନା ‘ କୁ ନେଇ ସାଧାରଣ ଜନତା ଯେତିକି ଆତଙ୍କିତ ହୋଇଥିଲେ ସେତିକି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଖି ମଧ୍ୟବିତ୍ତ ପରିବାର ତଥା ଗରିବ ଶ୍ରେଣୀ ର ପରିବାର କଷ୍ଟରେ ଜୀବନଯାପନ କରୁଛନ୍ତି। ଅସାଧୁ ବ୍ୟବସାୟୀ ମାନେ ଆଳୁ, ପିଆଜ, ଖାଇବା ତେଲ, ସୁଜି, ଅଟା, ଚୁଡ଼ା, ମହମବତୀ ଆଦିର ଅହେତୁକ ଦର ବୃଦ୍ଧି କରିଦେବା ଫଳରେ ସାଧାରଣ ଜନତା ବାତ୍ୟାକୁ ନେଇ ସନ୍ତୁଳିତ ହେଉଛନ୍ତି। ବିଶେଷକରି, […]

1 min read

ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା: କେଉଁଠି ଖାଦ୍ୟର ଅଭାବ କେଉଁଠି ଦୀପ ଆଲୁଅକୁ ଭରସା

ବେତନଟୀ ବ୍ଲକର ନଦୀକୂଳିଆ ତଳିଆ ଅଞ୍ଚଳସ୍ଥିତ କଚ୍ଚାଘରେ ରହୁଥିବା ଲେକେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିଲାଗି ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଯୋଜନା ସତ୍ତ୍ୱେ ବେତନଟୀ ବ୍ଲକର ଅଧିକାଂଶ ଆଶ୍ରୟସ୍ଥଳରେ ଏହି ସୁବିଧା ସୂଚାରୁ ରୂପେ ମିଳିପାରି ନଥିବା ଅଭିଯୋଗ ହୋଇଛି। ବୈଶିଙ୍ଗା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ସଫଳ ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛିl ସରକାରଙ୍କ ଜିରୋ କାଜୁଆଲିଟି ନ୍ୟାରାକୁ ପାଳନ କରିବାକୁ ଯାଇ […]

1 min read

ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ ଆଇନଜୀବୀ ବ୍ରଜେନ୍ଦ୍ର ପଣ୍ଡା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଓ ଅନ୍ୟ ମାନେ ବୈଠକରେ ଉପସ୍ଥିତ ରହିଥିଲେ। ଆଦର୍ଶ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ବେହେରା ବୈଠକକୁ ପରିଚାଳନା କରିଥିଲେ। […]

1 min read

ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ

ଆକ୍ରମଣ କରି ୩ ଜଣଙ୍କୁ କଲା ଗୁରୁତର କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ଅଞ୍ଚଳବାସୀ ମେଡିକାଲକୁ ବାଇକରେ ନେଇଛନ୍ତି। ସୋର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି […]

1 min read

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ଶନିବାର ସମସ୍ତ ସ୍କୁଲ ବନ୍ଦ ରହିବ। ଭଦ୍ରକ/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ ‌ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। […]

1 min read

ବିମାନ କମ୍ପାନି ପରେ ଏବେ ସିଆର୍‌ପିଏଫ୍‌ ସ୍କୁଲ୍‌ଗୁଡ଼ିକୁ ମିଳୁଛି ବୋମା ଧମକ

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା […]

1 min read

ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ

ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା। ରାଉର‌କେଲା/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା। ହେଲେ ୫/୬ ଘଣ୍ଟା କାଳ […]

1 min read

ଖୁସି ଛଡ଼ାଇ ନେଲା ଦୋଳି

ମୃତ୍ୟୁ କାହାକୁ କେମିତି ଡାକେ ସେ ହିଁ ଭଲ ଭାବରେ ଜାଣିଥାଏ।  ଝୁଲୁଥିବା ବେଳେ ଖସିପଡ଼ି ନାବାଳିକାର ମୃତ୍ୟୁ ସୋର/ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ମୃତ୍ୟୁ କେତେବେଳେ କାହାପାଇଁ କେମିତି ଆସିବ କେହି କହିପାରିବ ନାହିଁ। ଖୁସି ସମୟରେ ଅଚାନକ ଦୁଃଖ ମଧ୍ୟ ପହଞ୍ଚୁଛି। ଏଭଳି ଏକ ଘଟଣା ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଦୋଳିରେ ଝୁଲୁଥିବା ବେଳେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ନାବାଳିକା ଜଣଙ୍କ ହେଲେ ସାଉଡୁ ପଂଚାୟତ ପାଖରା […]

1 min read

ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍‌।  ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା ବିଚାରାଧୀନ କଏଦୀ ହେଲେ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ(୪୮)। ଗଞ୍ଜେଇ ଚାଲାଣ ଅଭିଯୋଗରେ ସେ ଗିରଫ ହୋଇ ଜେଲ୍‌ ହାଜତରେ […]