ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । କର୍କଟ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ!-->…
Read More...
Read More...
ଆଉଜଣେ କୁବେର ଯନ୍ତ୍ରୀ : ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ!-->…
Read More...
Read More...
ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ : ମିଳିବ କ୍ଷତିପୂରଣ
ମସ୍କୋ/ନୂଆଦିଲ୍ଲୀ,୧୨/୮/୨୪(ପିପିଏସ) : ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀସ୍ଥିତ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟ ବାହିନୀରୂ ବାହାର!-->…
Read More...
Read More...
ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ
ନଭି ମୁମ୍ବାଇ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ବାଂଲାଦେଶର ଗମ୍ଭୀର ପରିସ୍ଥିତିକୁ ନେଇ, ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି।!-->…
Read More...
Read More...
ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ : ୭୪% ନାଗରିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗତବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି । ଫଳସ୍ୱରୂପ, ଦେଶର ୭୪%!-->…
Read More...
Read More...
ପୁଣି ଜୋରଦାର୍ ହେଲା ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି : ଅଗଷ୍ଟ ୧୨ରୁରାଜ୍ୟବ୍ୟାପୀ ଆନ୍ଦୋଳନ
ପାଟନା/ଭୁବନେଶ୍ୱର,୧୧/୮/୨୪(ପିପିଏସ) : ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପୁଣି ଜୋରଦାର୍ ହୋଇଛି । ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ରସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ!-->…
Read More...
Read More...
ବଢୁଛି ପ୍ରଦ୍ୟୁଷଣ : ବିପଦରେ ବ୍ରାହ୍ମଣୀ ଓ କୋଏଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ
*ନାମକୁ ମାତ୍ର ଚାଲିଛି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ*ସିଧାସଳଖ ବ୍ରାହ୍ମଣୀ ଓ କୋଏଲ ନଦୀରେ ମିଶୁଛି ବର୍ଜ୍ୟଜଳ*ଦୂଷିତ ନଦୀପାଣିକୁ ବ୍ୟବହାର କରୁଛନ୍ତି ୬୦ରୁ ଅଧିକ ବସ୍ତି ଓ ଗାଁ
ରାଉରକେଲା,୧୧/୮/୨୪(ପିପିଏସ) : ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି!-->!-->!-->!-->!-->!-->!-->…
Read More...
Read More...
ବିପଦରେ ଧାମରା : କଲାମ୍ ଦୀପ ଓ ବନ୍ଦର ସୁରକ୍ଷା ନେଇ ଆଶଙ୍କା
ଧାମରା,୧୧/୮/୨୪(ପିପିଏସ) : ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି ।!-->…
Read More...
Read More...
ଭିନ୍ନ ଏକ ନଗଡ଼ା : ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି
ଦଶପଲ୍ଲା୧୧/୮/୨୪(ପିପିଏସ) : ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ । ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା!-->…
Read More...
Read More...
ପାଉଁଶ ଗୁଣ୍ଡରେ ଅଣନିଶ୍ୱାସ ଜନସାଧାରଣ : ବିନା ଅନୁମତିରେ ୫୦ ପାଉଁଶ ପାହାଡ଼
ଝାରସୁଗୁଡ଼ା,୧୧/୮/୨୪(ପିପିଏସ) : ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା । ଅଥଚ ଏହି ଅବଧି ଭିତରେ!-->…
Read More...
Read More...