1 min read

କୁଲଡିହାମୁହାଁ ‘ଯମୁନା’: ସୋନ ନଦୀପଠାରେ ବାଘ ପାଦଚିହ୍ନ

ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ବାରିପଦା/ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା […]

1 min read

ଭୟଙ୍କର ଦୁର୍ଘଟଣା: ଲୁହା ଆଙ୍ଗଲରେ ପିଟିହେଇ ୨ଖଣ୍ଡ ହୋଇଗଲେ ଯୁବକ

ଗମନାଗମନ ନିୟମକୁ ଅଣଦେଖା କରାଯିବା ଦ୍ବାରା ଦୁଃଖ ଓ ଶୋକ ମାଡ଼ିଆସିବାର ସମ୍ଭାବନ ଥାଏ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହାକି ଛାତି ଥରାଇ ଦେବ। ରାଉରକେଲା/ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ଦ୍ରୁତଗତି ମହାବିପତ୍ତି। ସଡ଼କପଥରେ ଯିବା ବେଳେ ସତର୍କତାମୂଳକ ପଦକ୍ଷେପ ନିଆଯିବା ଦ୍ବାରା ଧନ-ଜୀବନ ସୁରକ୍ଷିତ ହୋଇଥାଏ। ପରିବାରକୁ ମଧ୍ୟ କଷ୍ଟ ହୋଇ ନଥାଏ। ଅପରପକ୍ଷେ, ଗମନାଗମନ ନିୟମକୁ ଅଣଦେଖା କରାଯିବା ଦ୍ବାରା ଦୁଃଖ ଓ […]

1 min read

ବର୍ତ୍ତି ପାରିବେନି ଆପାର୍ଟମେଂଟ୍‌ ଲୁଟେରା; ଛଦ୍ମବେଶରେ ଅଛି ଅପରେସନ ‘ଅଦୃଶ୍ୟ‘

ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର […]

1 min read

ରାଜଧାନୀରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଗଣଧାରଣା

ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀମାନେ ଗଣଧାରଣା ଦେଇଛନ୍ତି । ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି ହୋଇଛନ୍ତି । ସେମାନେ ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ଲାଗି ବି ଦାବି କରିଛନ୍ତି।  ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀମାନେ ଗଣଧାରଣା ଦେଇଛନ୍ତି । ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି […]

1 min read

ନ୍ୟାୟ ପାଇଁ ଥାନାରେ ଧାରଣା 

ସନ୍ଦେହ ଘେରରେ ପିସିଆର ଡ୍ରାଇଭର ମୃତ୍ୟୁ ଘଟଣା ! ପାରାଦୀପ,୧୬-୧୨-୨୦୨୪ (ପିପିଏସ) : ପାରାଦୀପ ଆଦର୍ଶ ଥାନାରେ ପିସିଆର୍ ଡ୍ରାଇଭର ଭାବେ କାର୍ଯ୍ୟ କରିଥିବା ସୁକେଶ ମଣ୍ଡଳଙ୍କ ମୃତ୍ୟୁକୁ ୫ ମାସ ପୁରି ଥିବା ଏବଂ ଏହା ଏକ ସୁପର କଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣାରେ ସଠିକ ତଦନ୍ତ ଓ ସଂପୃକ୍ତ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନି । ଏହି ଘଟଣାର ପର୍ଦାଫାଶ କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ଗିରଫ […]

1 min read

ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର

କଟକ,୧୬-୧୨-୨୦୨୪ (ପିପିଏସ) : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ସମ୍ମୁଖରେ ଧାରଣରେ ବସିରହିଲେ ୪୧ ନମ୍ବର ୱାର୍ଡ କର୍ପୋରେଟର ସ୍ଵର୍ଣପ୍ରଭା ପସାୟତଙ୍କ ସହ ପୁରାତନ ଛାତ୍ର। ପୂର୍ବତନ ଛାତ୍ର ଓ ସ୍ଥାନୀୟ ପିଲାଙ୍କୁ ବିଦ୍ୟାଳୟ ଖେଳ ପଡ଼ିଆ ମନା କରିବା, ବନ୍ଧୁ ମିଳନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ […]

1 min read

ଅଲବିଦା ଉସ୍ତାଦ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି।  କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।  ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା […]

1 min read

୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଜଳିଗଲା ୩ ପରିବା ଗୋଦାମ

ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ନିଆଁ ପୂରା ହାଟକୁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚିଯିବାରୁ ସ୍ଥିତି […]

1 min read

କୋଣାର୍କରେ ଲୁଟେରା ସକ୍ରିୟ

୪ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ଚୋର ଗିରଫ କୋଣାର୍କ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆନ୍ତଃରାଜ୍ୟ ଚୋରମାନେ ଟାଗେର୍ଟ କରିଛନ୍ତି। ଦେଶ-ବିଦେଶରୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକମାନେ ଦାମୀ ମୋବାଇଲ ରଖିଥିବେ ଭାବି ଚୋରମାନେ ଟାର୍ଗେଟ କରୁଛନ୍ତି। ସବୁଦିନ ଭଳି ଆଜି ଚୋରମାନେ ବର୍ତ୍ତିପାରି ନାହାନ୍ତି। ପୁଲିସ ହାତରେ ୪ ମହିଳାଙ୍କ ସମେତ ୬ ଜଣ ଆନ୍ତଃରାଜ୍ୟ ଲୁଟେରା ଧରାପଡ଼ିଛନ୍ତି। ପୁଲିସର ସୂଚନା ଅନୁସାରେ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରତେକ […]

1 min read

କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

କଟକ, ୧୪-୧୨-୨୦୨୪(ପିପିଏସ) : କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ କୌଣସି ଯାତ୍ରୀ ନଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ।ଅଗ୍ନିଶମ ବାହିନୀ ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ‘ମୋ […]